କେ.ଏଲ ରାହୁଲଙ୍କ ସ୍ଥାନରେ ଏପନିଂ କରିବେ ସଞ୍ଜୁ ସାମସନ


ପ୍ରଥମେ ହାର୍ନିଆ ସର୍ଜରୀ ଏବଂ ପରେ କରୋନା ସଂକ୍ରମଣ ପାଇଁ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚରୁ ଓପନର କେ.ଏଲ ରାହୁଲଙ୍କୁ ଖେଳିବାର ସୁଯୋଗ ମିଳିନାହିଁ । ରାହୁଲଙ୍କ ବଦଳରେ ସଞ୍ଜୁ ସାମସନଙ୍କ ପକ୍ଷରୁ ଓପନିଂର ସୁଯୋଗ ମିଳିଛି ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।
୨୯ ଜୁଲାଇରୁ ଭରାତ- ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ ପ୍ରାରମ୍ଭ ହେଉଥିବା ବେଳେ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳ ହେବ । ପୂର୍ବରୁ ସଞ୍ଜୁ ସାମସନଙ୍କୁ ଦିନିକିଆ ସିରିଜରେ ସୁଯୋଗ ମିଳିନଥିଲା କିନ୍ତୁ ତାଙ୍କୁ ପ୍ରଥମ ଟି-୨୦ ମ୍ୟାଚରେ ଓପନରଭାବେ ସୁଯୋଗ ମିଳିଛି ।


Share It

Comments are closed.