ପପ ସିଙ୍ଗର ସକୀରାଙ୍କୁ ୮ବର୍ଷ ଜେଲ ଦଣ୍ଡାଦେଶ


ଟାକ୍ସ ପେୟ ନକରିଥିବା ଅଭିଯୋଗରେ ଦେଷୀ ସାବ୍ୟସ୍ତ ହୋଇଥିବା ପପ ସିଙ୍ଗର ସକୀରାଙ୍କୁ ୮ବର୍ଷ ପାଇଁ ଜେଲ ଦଣ୍ଡାଦେଶ କରାଯାଇଛି । ସ୍ପେନର ଏକ କୋର୍ଟ ତାଙ୍କୁ ୨୪ ମିଲିୟନ ୟୁରୋ ଜୋରିମାନା ଦେବାକୁ ରାୟ ଦେଇଛନ୍ତି ।
୨୦୧୨ରୁ ୨୦୧୪ ମଧ୍ୟରେ ସେ କୌଣସି ଟିକସ ଦେଇନଥିବା ଅଭିଯୋଗ ହୋଇଛି । ସକୀରା ବର୍ତ୍ତମାନ ସୁଦ୍ଧା ତାଙ୍କ ମ୍ୟୁଜିକ ଆଲବମରୁ ୬୦ ମିଲିୟନରୁ ଅଧିକ ଆୟ କରିଛନ୍ତି । ସେ ପ୍ରାୟ ୧୪.୫ ମିଲିୟନ ୟୁରୋ ଟିକସ ଫାକିଛନ୍ତି ।


Share It

Comments are closed.