ପଞ୍ଜାବର ଆଣ୍ଟି- କରପସନ ହେଲ୍ପଲାଇନରେ ଆସିଲା ୩ଲକ୍ଷରୁ ଅଧିକ କମ୍ପଲେନ


ବର୍ତ୍ତମାନ ପଞ୍ଜାବରେ ଆପ ସରକାରଙ୍କର ଶାସନ ଚାଲିଥିବା ବେଳେ ଆପ ମୁଖ୍ୟମନ୍ତ୍ରୀ ଭଗବତ ମାନ୍ ପଞ୍ଜାବକୁ କରପସନ ଫ୍ରି କରିବେ ବୋଲି ଆଶା ରଖିଛନ୍ତି । ଏଯାବତ ଏହି ଆଣ୍ଟି-କରପସନ ହେଲ୍ପଲାଇନ ନମ୍ବରରେ ୩ଲକ୍ଷରୁ ଅଧିକ କମ୍ପଲେନ ଦାଖଲ ହୋଇଛି । ଏହି ସରକାର ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ପ୍ରତିଦିନ ୨୫୦୦ରୁ ଅଧି କମ୍ପଲେନ ଆସୁଛି ବୋଲି ମଧ୍ୟ ସରକାରଙ୍କ ପକ୍ଷରୁ ଜଣାଯାଇଛି । କରପସନ ବିରୁଦ୍ଧରେ ପଞ୍ଜାବ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।


Share It

Comments are closed.