ସୋନୀର ଅତ୍ୟାଧୁନିକ କ୍ୟାମେରା ଏ୭୩ର ଶୁଭାରମ୍ଭ


ଭାରତରେ ସୋନୀ ପକ୍ଷରୁ ଏହାର ଅତ୍ୟାଧୁନିକ ଫୁଲ-ଫ୍ରେମ ମିରରଲେସ କ୍ୟାମେରା ଏ୭୩ର ଶୁଭାରମ୍ଭ କରାଯାଇଛି । ଏହା ବିବାହ ଫଟୋଗ୍ରାଫି ଏବଂ ଅନ୍ୟାନ୍ୟ ପେଶାଦାର ଫଟୋଗ୍ରାଫରଙ୍କ ପାଇଁ ଏହା ବହୁତ ଉପଯୋଗୀ ସାବ୍ୟସ୍ତ ହେବ । ସୋନିର ଅତୁଳନୀୟ ନବୀନତମ ଉତ୍ପାଦ ଏ୭୩ରେ ଇମେଜ ସେନସର ସ୍ପେଶ, ୨୪.୨ ଏମପି ବ୍ୟାକ ଇଲୁମିନେଟେଡ ଏକ୍ସମର-ଆର ସିମସ ଇମେଜ ସେନସର, ଅତୁଳନୀୟ ୧୫-ଷ୍ଟପ ଡାଇନାମିକ ରେ ସହିତ ୯୩% ଫାଷ୍ଟ ସୁଟିଙ୍ଗ ୧୦ ଏଫପିଏସ ପର୍ଯ୍ୟ ମେକାନିକାଲ କିମ୍ବା ସାଇଲେଣ୍ଟ ଶୁଟିଂ ଏବଂ ଅତୁଳନୀୟ ୪କେ ଭିଡିଓ କ୍ଷମତା ବିଶିଷ୍ଟ । ଏହି କ୍ୟାମେରାରେ ୨୪.୨ ଏମପି ବ୍ୟାକ ଇଲୁମିନେଟେଡ ଏକ୍ସମର ଆର ସିମସ୍ ଇମେଜ୍ ସେନସର ସୁବିଧା ରହିଛି । ଏହା ଫ୍ରଣ୍ଟ ଏଣ୍ଡ ଏଲଏସଆଇ ରହିଛି ଯାହାକି ଇମେଜ ସେନସରର ଗତିକୁ ବୃଦ୍ଧି କରିପାରିଥାଏ । ଏହା ୪ଡି ଫୋକସ ବୈଶିଷ୍ଟ  । ଏଥିରେ ୪୨୫ ପଏଣ୍ଟ କଂଟ୍ରାଷ୍ଟ ଏଏଫ ପଏଂଣ୍ଟ ରହିଛି । ଏହି ନୂଆ କ୍ୟାମେରାରେ ରେସପନ୍ସ ଏବଂ ଟ୍ରାକିଂ ବିଶେଷ ଭାବେ ବିକଶିତ ହୋଇପାରିଛି । ଏହାର ଫୋକସିଂ ଗତି କ୍ଷୀଣ ଆଲୋକସ୍ଥିତିରେ ୨ ଏକ୍ସ ରହିଛି ।

ଏହି ନୂଆ କ୍ୟାମେରାରେ ଆଇ ଏଏଫ ବୈଶିଷ୍ଠ୍ୟ ଏଏଫ-ସି ମୋଡ ରହିଛି । ଏହା ଗତିଶୀଳ ବସ୍ତୁଗୁଡିକ ଶୁଟିଂ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଏଥିରେ ଲାଟେଷ୍ଟ ହାଇ-ପ୍ରେସିସନ ଷ୍ଟାବିଲାଇଜେସନ ବୈଶିଷ୍ଟ୍ୟ ରହିଛି । ଯାହା ଷ୍ଟାବିଲାଇଜେସନ ୟୁନିଟ, ଜାଇରୋ ସେନସର ଏବଂ ଆଲଗରିଦିମ ଦ୍ୱାରା କାର୍ଯ୍ୟ କରି ୫.୦ ଷ୍ଟେପ ସଟର ସ୍ପିଡ ସୁବିଧା ଉପଲବ୍ଧ କରିପାରିଥାଏ । ନୂଆ ଏ-୭୩ରେ ଅପଡେଟେଡ ଇମେଜ ପ୍ରୋସେସିଂ ସିଷ୍ଟମ ରହିଛି ଯାହାକି ଫୁଲ ରୁଜୋଲ୍ୟୁସନ ଇମେଜ ୧୦ ଏଫପିଏସ ପର୍ଯ୍ୟ ‘ନିର’ର ତଥା ସଠିକ ଭାବେ ଏଫ /ଏଇ ଟ୍ରାକିଂରେ ୧୭୭ ଷ୍ଟାଣ୍ଡର୍ଡ ଜେପିଇଜି ଇମେଜ, ୮୯ କମ୍ପ୍ରେସଡ ଆବଏଡବ୍ଲୁ ଇମେଡ କିମ୍ବା ୪୦ ଅନକମ୍ପ୍ରେସଡ ଆରଏଡବ୍ଲୁ ଇମେଜ ଉପଲବ୍ଧ କରାଇଥାଏ । ଏଥିରେ ପ୍ରଭାବଶାଳୀ ଆଇଏସଓ ୧୦୦ – ୫୧୨୦୦(ଯାହାକି ଆଇଏସଓ ୫୦-୨୦୪୮୦୦ ଷ୍ଟିଲ ଇମେଜ ପାଇଁ)ରେ ଯୁକ୍ତ ଏବଂ ଲୋ ସେନସିଟିଭିଜ କ୍ଷେତ୍ରରେ ୧୫-ଷ୍ଟପ ଡାଇନାମିକରେ ରହିଛି, ଯାହାକି ଇମେଜ କ୍ୱାଲିଟି ସମସ୍ତ ସେଟିଂ ତଥା ସମସ୍ତ ସୁଟିଂ ସ୍ଥିତିରେ ବିକଶିତ କରିବାରେ ସହାୟକ ହୋଇଥାଏ । ଏହା ସ୍କିନ ଟୋନ ଅନୁସାରେ ଉପଯକ୍ତ କଲର ସୁନିଶ୍ଟିତ କରିଥାଏ । ଏନି ନୂଆ ଏ-୭୩ରେ ଅତୁଳନୀୟ ଭିଡିଓ କ୍ୟାମେରା ରହିଛି । ଯାହାକି ୪କେ(୩୮୪୦ X ୨୧୬୦ ପିକ୍ସେଲ)ରେ ଭିଡିଓ ରେକର୍ଡିଂ ଫୁଲ ୱାଇଡଥରେ ଫୁଲ ଫ୍ରେମ ଇମେଜ ସେନସରରେ ଉପଲବ୍ଧ କରାଇଥାଏ ।

ଏହି କ୍ୟାମେରାରେ ଭିଡିଓ ମୋଡରେ ଫୁଲ ଫିକ୍ସେଲ ରିଡଆଉଟ କରିବା ସହ ଫିକ୍ସେଲ ବାଇନିଂ କରି ନଥାଏ ତଥା ୨.୪ ଏକ୍ସ ଡାଟା ଯାହାକି ୪କେ ମୁଭି ପାଇଁ ଆବଶ୍ୟକ ତାହା ଉପଲବ୍ଧ କରାଇଥାଏ । ଏହି ନୂଆ କ୍ୟାମେରାରରେ ମାଇ ମେନୁ ଫଙ୍କସନରେ ୩୦ ମେନୁ ଆଇଟମ ରହିଛି । ଯାହାକି ତତକ୍ଷଣାତ ରିକଲ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ବ୍ୟବହାରକାରୀ ସେମାନଙ୍କର ଷ୍ଟିଲ ଇମେଜ ପାଇଁ ଷ୍ଟାର ରେଟିଂ କ୍ୟାମେରା କଣ୍ଟ୍ରୋଲ ମାଧ୍ୟମରେ ଉପଲବ୍ଧ କରିଥାଏ, ଯାହାକି ସହଜ ଇମେଜ ପ୍ଲେବ୍ୟାକ ଏବଂ ରିଭିୟୁ ତଥା ଏଡିଟ ଆଦି ୩ଟି କ୍ୟାରେକ୍ଟର ପାଇଁ ଉପଯୋଗୀ ହୋଇଥାଏ । ଅତିରିକ୍ତ ଭାବେ ଏଥିରେ ୮୧ଟି ଫଙ୍କସନ ରହିଛି ଯାହାକି ୧୧ଟି କଷ୍ଟମ ବଟନ ଦ୍ୱାରା ଉପଲବ୍ଧ ହୋଇଥାଏ । ଏହି କ୍ୟାମେରା ଉଭୟ ଧୁଳି ତଥା ଆଦ୍ରତା ପ୍ରତିରୋଧୀ


Share It

Comments are closed.