ଜାତୀୟ ଫିଲ୍ମ ପୁରସ୍କାର ୨୦୨୨


ନୂଆ ଦିଲ୍ଲୀରେ ୨୦୨୨ରେ ୬୮ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୨ର ବିଜେତାମାନଙ୍କର ନାମ ଘୋଷଣା । ସିନେମା ଜଗତରେ ଏହା ହେଉଛି ଏକ ସମ୍ମାନନିତ ପୁରସ୍କାର । ମୋଷ୍ଟ-ଫିଲ୍ମ ଫ୍ରେଣ୍ଡଲି (ସ୍ପେସାଲ ମେନସନ) – ୟୁପି ଏବଂ ଉତ୍ତରାଖଣ୍ଡକୁ ମିଳିଛି । ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି ଷ୍ଟେଟ ମଧ୍ୟ ପ୍ରଦେଶ ପାଇଛି ।
୬୮ତମ ଜାତୀୟ ଫିଲ୍ମ ପୁରସ୍କାର ୫ ବିଭାଗରେ ପୁରସ୍କାର ରହିଛି । ଏଥିରେ ଦାଦା ସାହେବ ଫାଲକୀ ଆୱାର୍ଡ, ଫିଚର ଫିଲ୍ମ, ନନ-ଫିଚର ଫିଲ୍ମରେ , ବେଷ୍ଟ ରାଇଟିଂ ସେସନରେ, ମୋଷ୍ଟ ଫ୍ରେଣ୍ଡଲି ଷ୍ଟେଟରେ ପୁରସ୍କାର ରହିଛି । ଚଳିତ ବର୍ଷ ୩୦୫ ଫିଚର ଫିଲ୍ମରେ ୩୦ଟି ଭିନ୍ନ ଭାଷାର ଏଣ୍ଟ୍ରି ହୋଇଛି । ନନ ଫିଚର ଫିଲ୍ମ କାଟାଗୋରୀ ୧୪୮ ଫିଲ୍ମରେ ୨୮ଟି ଭାଷା ଏଣ୍ଟ୍ରି ହୋଇଛି ।


Share It

Comments are closed.