ମୁଥୁଟ୍ ମାଇକ୍ରୋଫିନ୍ ଲିମିଟେଡ୍ ପକ୍ଷରୁ ୨୬ ଆଙ୍କର ନିବେଶକଙ୍କଠାରୁ ୨୮୪.୯୯ କୋଟି ଟଙ୍କା ହାସଲ


ଭୁବନେଶ୍ୱର: ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ପୂର୍ବରୁ ମୁଥୁଟ୍ ମାଇକ୍ରୋଫିନ୍ ଲିମିଟେଡ୍ ୨୬ ଆଙ୍କର ନିବେଶକଙ୍କୁ ୯୭,୯୩,୮୧୨ ଇକ୍ୱିଟି ସେୟାର ଜାରି କରି ୨୮୪.୯୯ କୋଟି ଟଙ୍କା ହାସଲ କରିଛି । କଂପାନି ଇକ୍ୱିଟି ସେୟାର ପିଛା ୨୯୧ ଟଙ୍କାରେ ସେୟାର ଜାରି କରିଛି ।
ମୁଥୁଟ ମାଇକ୍ରୋଫିନ୍ ଲିମିଟେଡ୍‌ର ଆଇପିଓ ୨୦୨୩ ଡିସେମ୍ବର ୧୮, ସୋମବାର ଖୋଲିବ ଓ ୨୦୨୩ ଡିସେମ୍ବର ୨୦, ବୁଧବାର ବନ୍ଦ ହେବ । ନିବେଶକମାନେ ସର୍ବନିମ୍ନ ୫୧ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଓ ପରେ ୫୧ଟି ଲେଖାଏଁ ସେୟାରର ଗୁଣିତକ ଭାବେ ଯୋଡ଼ିପାରିବେ ।
ଇକ୍ୱିଟି ସେୟାର ଜାରି କରାଯାଇଥିବା ଆଙ୍କର ନିବେଶକମାନେ ହେଉଛନ୍ତି ଡବ୍ଲୁସିଏମ୍ ଇଟଂରନ୍ୟାସନାଲ୍ ସ୍ମଲ୍ କ୍ୟାପ୍ ଗ୍ରୋଥ୍ ଫଣ୍ଡ୍‌, ଜେଏନ୍‌ଏଲ୍ ମଲ୍‌ଟି-ମ୍ୟାନେଜର ଇଟଂରନ୍ୟାସନାଲ୍ ସ୍ମଲ କ୍ୟାପ୍ ଫଣ୍ଡ୍‌, ଡବ୍ଲୁସିଏମ୍ ଇଟଂରନ୍ୟାସନାଲ୍ ସ୍ମଲ କ୍ୟାପ୍ ଗ୍ରୋଥ୍ ଫଣ୍ଡ୍ ଏଲ୍‌ପି, ଦି ନର୍ଥ କାରୋଲିନା ସପ୍ଲିମେଂଟାଲ୍ ରିଟାୟାରମେଂଟ୍ ପ୍ଲାନ୍ ଗ୍ରୁପ୍ ଟ୍ରଷ୍ଟ୍‌, କ୍ଲିୟର ୱାଟର ଇଟଂରନ୍ୟାସନାଲ୍ ଫଣ୍ଡ୍‌, ଫ୍ଲୋରିଡା ରିଟାୟାରମେଂଟ୍ ସିଷ୍ଟମ୍‌-ଅଲ ସ୍ପ୍ରିଙ୍ଗ ଗ୍ଲୋବାଲ୍ ଇନଭେଷ୍ଟମଂଟ୍ ।
ସେହିପରି, ଆଇସିଆଇସିଆଇ ପ୍ରୁଡେନ୍‌ସିଆଲ ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି, ଏଚ୍‌ଡିଏଫ୍‌ସି ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି, ବଜାଜ ଆଲିଆଂଜ୍ ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି, ମୁଥୁଟ୍ ଫାଇନାନ୍ସ ଲିମିଟେଡ୍‌, ଏସିଏମ ଗ୍ଲୋବାଲ୍ ଫଣ୍ଡ୍ ଭିସିସି, କୋଟାକ୍ ମହିନ୍ଦ୍ରା ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି, ଏସବିଆଇ ଜେନେରାଲ୍ ଇନ୍‌ସ୍ୟୁରାନ୍ସ କଂପାନି, ଆଷ୍ଟୋର୍ଣ୍ଣେ କ୍ୟାପିଟାଲ୍ ଭିସିସି, ମୋର୍ଗାନ ଷ୍ଟାନଲି ଏସିଆ (ସିଙ୍ଗାପୁର) ପିଟିଇ-ଓଡିଆଇ, ଆଇସିଆଇସିଆଇ ଲୋମ୍ବାର୍ଡ ଜେନେରାଲ୍ ଇନ୍‌ସ୍ୟୁରାନ୍ସ କଂପାନି, ରିଲାଏନ୍ସ ଜେନେରାଲ ଇନ୍‌ସ୍ୟୁରାନ୍ସ କଂପାନି, ଚୋଳମଣ୍ଡଳମ ଏମ୍‌ଏସ୍ ଜେନେରାଲ ଇନ୍‌ସ୍ୟୁରାନ୍ସ କଂପାନି, ପ୍ରାମେରିକା ଲାଇଫ୍ ଇନ୍‌ସ୍ୟୁରାନ୍ସ, ପିଏଲଆଇଏଲ୍ ଲାର୍ଜ କ୍ୟାପ୍ ଇକ୍ୱିଟି ଫଣ୍ଡ୍‌, ପିଏଲଆଇଏଲ୍ ପାର୍ଟିସିପେଟିଂ ନନ-ଲିଙ୍କଡ୍ ଇଣ୍ଡିଭିଦୁଆଲ ଲାଇଫ୍ ଫଣ୍ଡ୍‌, ଲାର୍ଜ କ୍ୟାପ୍ ଆଡଭାଟେଂଜ୍ ଫଣ୍ଡ୍‌, ଫ୍ଲେକ୍ସି କ୍ୟାପ୍ ଅପର୍ଚୁନିଟିଜ୍ ଫଣ୍ଡ୍ ଇଂଟେଗ୍ରେଟେଡ୍ କୋର୍ ଷ୍ଟ୍ରାଟେଜିସ (ଏସି), କପଥାଲ ମରିସସ୍ ଇନଭେଷ୍ଟମେଂଟ୍ ଲିିମିଟେଡ୍‌-ଓଡିଆଇ ଆକାଉଂଟ୍‌, ସୋସେଇଟି ଜେନେରାଲ-ଓଡିଆଇ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଜେଏମ ଫାଇନାନ୍ସିଆଲ ଲିମିଟେଡ୍ ଏବଂ ଏସବିଆଇ କ୍ୟାପିଟାଲ ମାର୍କେଟ୍‌ସ ଲିମିଟେଡ୍ ।


Share It

Comments are closed.