କେଏଫ୍‌ସି ଇଣ୍ଡିଆର ନୂଆ ଲଂଚ୍ ସ୍ପେଶିଆଲ୍ସର ଶୁଭାରମ୍ଭ


ଭୁବନେଶ୍ୱର: ଆପଣଙ୍କ ଲଂଚର ଦ୍ୱନ୍ଦକୁ ଦୂର କରିବା ପାଇଁ କେଏଫସି ଇଣ୍ଡିଆ ପକ୍ଷରୁ ନୂଆ କେଏଫ୍‌ସି ଲଂଚ୍ ସ୍ପେଶିଆଲ୍ସର ଶୁଭାରମ୍ଭ କରାଯାଇଛି । ଏହା ହେଉଛି ଆପଣଙ୍କର ପସନ୍ଦର କେଏଫ୍‌ସି ଖାଦ୍ୟ ସହିତ ଖାଦ୍ୟଗୁଡିକର ଏକ ଶୃଙ୍ଖଳା ଯାହାର ମୂଲ୍ୟ ମାତ୍ର ୧୪୯ ଟଙ୍କାରୁ ଆରମ୍ଭ ହେଉଛି । କେଏଫ୍‌ସି ଲଂଚ୍ ସ୍ପେଶିଆଲ୍ସରେ ସବୁ ସମୟର ପସନ୍ଦର ଖାଦ୍ୟ ଯେପରିକି ଚିକେନ ଓ ଭେଜ୍ ଲଙ୍ଗର୍ ବର୍ଗର, ରୋଲ୍‌, ରାଇସ୍ ବାଉଲ୍‌ଜ ସହ ଫିଙ୍ଗର ଲିକିଙ୍ଗ୍ ଗୁଡ୍ ହଟ୍ ଆଣ୍ଡ କ୍ରିସ୍ପି ଚିକେନ, ପେରି ପେରି ଚିକେନ ଷ୍ଟ୍ରିପ୍‌, ଫ୍ରାଇସ ଓ ସତେଜ ପାନୀୟ ଆଦି ସାମିଲ ରହିଛି । ଏଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ କିଛି ନା କିଛି ରହିଛି କାରଣ ଗ୍ରାହକମାନେ ଆମିଷ ଓ ନିରାମିଷ ବିକଳ୍ପଗୁଡିକର ଏକ ଶୃଙ୍ଖଳା ମଧ୍ୟରୁ ଚୟନ କରିପାରିବେ । କେଏଫ୍‌ସି ଲଂଚ୍ ସ୍ପେଶିଆଲ୍ସ ସ୍ୱତନ୍ତ୍ର ଭାବେ ଦିନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମସ୍ତ କେଏଫ୍‌ସି ରେଷ୍ଟୁରାଂଟରେ ଉପଲବ୍ଧ ହେଉଛି । ତେଣୁ ୧୪୯ ଟଙ୍କାରୁ ଆରମ୍ଭ ହେଉଥିବା ବିକଳ୍ପଗୁଡିକ ସହିତ ଏକ କ୍ରିସ୍ପି, କ୍ରଂଚି, ସ୍ୱାଦିଷ୍ଟ ମଧ୍ୟାହ୍ନ ଭୋଜନ ସମୟ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ ।
କେଏଫ୍‌ଏସିରେ ସବୁକିଛି ଭଳି ଲଂଚ୍ ସ୍ପେଶିଆଲ୍ସ ମଧ୍ୟ କେଏଫ୍‌ସିର ସାନିଟାଇଜେଶନ, ସ୍କ୍ରିନିଂ, ସାମାଜିକ ଦୂରତା ଓ ଟିକାକରଣ ହୋଇଥିବା ଟିମ୍ ସହ ଯୋଗାଯୋଗବିହୀନ ସେବାର ୫ ଗୁଣ ସୁରକ୍ଷା ପ୍ରତିଶ୍ରୁତିର ନିଶ୍ଚିତତା ସହ ଆସୁଛି । ରେଷ୍ଟୁରାଂଟ୍‌ର ସମସ୍ତ ଚଟ୍ଟାଣ ଓ ବାରମ୍ବାର ସ୍ପର୍ଶ କରାଯାଉଥିବା ସ୍ଥାନଗୁଡିକର ନିୟମିତ ଭାବେ ସାନିଟାଇଜ କରାଯାଉଛି, ଟିମ୍ ସଦସ୍ୟ ଓ ରାଇଡରମାନଙ୍କର ନିୟମିତ ତାପମାତ୍ରା ଯାଂଚ କରାଯାଉଛି । ବିଭିନ୍ନ ପ୍ରକାରର ବିକଳ୍ପ ସହିତ କେଏଫ୍‌ସି ଲଂଚ୍ ସ୍ପେଶିଆଲ୍ସକୁ ଧନ୍ୟବାଦ, ଏବେ ମଧ୍ୟାହ୍ନ ଭୋଜନ ସମୟରେ କୌଣସି ସାଲିସ୍ କରିବାକୁ ପଡିବ ନାହିଁ । ଆପଣଙ୍କର ମଧ୍ୟାହ୍ନ ଭୋଜନକୁ ଦିନ ୧୧ଟାରୁ ଅପରାହ୍ନ ୪ଟା ମଧ୍ୟରେ ସମସ୍ତ କେଏଫ୍‌ସି ରେଷ୍ଟୁରାଂଟ୍‌ରେ ଡାଇନ୍‌-ଇନ୍ ଓ ଟେକ୍‌ଆୱେ ମାଧ୍ୟମରେ ଉପଭୋଗ କରନ୍ତୁ କିମ୍ବା କେଏଫ୍‌ସି ଆପ୍ ଓ ୱେବସାଇଟ୍ (ଷଗ୍ଧଗ୍ଧକ୍ଟ୍ରଗ୍ଦ://କ୍ଟଦ୍ଭକ୍ଷସଦ୍ଭର.ଳଲମ.ମକ୍ଟ.ସଦ୍ଭ/) ମାଧ୍ୟମରେ ଅନ୍‌ଲାଇନରେ ଅର୍ଡର କରନ୍ତୁ ।

 


Share It

Comments are closed.