ଫେଭିକଲ ରିଲାମ ସହିତ ଫର୍ଣ୍ଣିଚରକୁ ଦିଅନ୍ତୁ ଷ୍ଟାଇଲିଶ ଲୁକ


ଭୁବନେଶ୍ୱର : ପାର୍ବଣ ସମୟରେ ଅଧିକାଂଶ କ୍ଷେତ୍ରରେ ଫର୍ଣ୍ଣିଚରଗୁଡିକର ନବୀକରଣକୁ ଅଣଦେଖା କରାଯାଇଥାଏ କାରଣ ଏହା ମହଙ୍ଗା ଓ ଜଟିଳ ହୋଇଥାଏ । ତେବେ ଆପଣଙ୍କର ଫର୍ଣ୍ଣିସିଙ୍ଗ୍ ଏକ ଫ୍ରେଶ୍ ଲୁକ୍‌ର ଆବଶ୍ୟକ କରିଥାଏ । ଫେଭିକଲ ରିଲାମ୍ ସହିତ ପାର୍ବଣ ଋତୁରେ ଆପଣଙ୍କର ଫର୍ଣ୍ଣିଚରଗୁଡିକୁ ନୂଆ ରୂପ ଦେବା ଏବେ ଅତ୍ୟନ୍ତ ସହଜ ହୋଇଯାଇଛି । ଫେଭିକଲ୍ ରିଲାମ୍‌ର ବ୍ୟବହାର କରି ଆପଣ ଏବେ ଲାମିନେଟ୍ ଉପରେ ଲାମିନେଟ୍ ପେଷ୍ଟ କରିପାରିବେ ଏବଂ ଫର୍ଣ୍ଣିଚର ନବୀକରଣ ପ୍ରକ୍ରିୟାକୁ ସରଳ କରିପାରିବେ । ଫେଭିକଲ୍ ରିଲାମ୍ ଆଢେସିଭ୍‌ଗୁଡିକ ମାତ୍ର କିଛି ଘଂଟାରେ ଇନ୍‌ଷ୍ଟାଂଟ୍ ହୋଲ୍ଡିଙ୍ଗ୍ ଓ ପ୍ରୋସେସିଂ ଶକ୍ତି ପ୍ରଦାନ କରିଥାଏ । ଏହାର କୌଣସି ଦୁର୍ଗନ୍ଧ ମଧ୍ୟ ନାହିଁ । ଏହାକୁ ବ୍ୟବହାର କରିବା ସହଜ ଏବଂ ଏହା ବ୍ୟବହାର ପୂର୍ବରୁ କୌଣସି ଜଟିଳ ମିଶ୍ରଣ ପ୍ରକ୍ରିୟାର ଆବଶ୍ୟକ କରେ ନାହିଁ । ଫେଭିକଲ ରିଲାମ୍ ବିନା ଅପରିଷ୍କାରରେ ସୁଗମ ଲାମିନେଶନ ସୁନିଶ୍ଚିତ କରିଥାଏ ।

ଫେଭିକଲ୍ ରିଲାମ୍‌ର ବ୍ୟବହାର କରି ଜଣେ ବ୍ୟକ୍ତି ନିଜର ପୁରୁଣା ଲିମନେଟ୍ ଉପରେ ନୂଆ ଲାମିନେଟ୍‌କୁ ସିଧାସଳଖ ପେଷ୍ଟ କରିପାରିବେ ଯାହା ରାତାରାତି ପୁରୁଣା ଫର୍ଣ୍ଣିଚର୍‌ର ଲୁକ୍‌କୁ ପରିବର୍ତନ କରିବ ଏବଂ ତାହାକୁ ଏକ ଜୀବନ୍ତ ଓ ଷ୍ଟାଇଲିଶ ଲୁକ୍ ପ୍ରଦାନ କରିବ । ଫେଭିକଲ୍ ରିଲାମ୍ ଆପଣଙ୍କ ଫର୍ଣ୍ଣିଚରଗୁଡିକୁ ନୂଆ ରୂପ ଦେବା ଲାଗି ଏକାଧିକ ନିର୍ଭରଯୋଗ୍ୟ ଓ ସହଜରେ ବ୍ୟବହାର ହେଉଥିବା ସମାଧାନ ପ୍ରଦାନ କରୁଛି । ତେଣୁ ଚଳିତ ପାର୍ବଣ ଋତୁରେ ଆପଣଙ୍କର ଫର୍ଣ୍ଣିଚରଗୁଡିକୁ ଅନ୍ୟ ସାଜସଜ୍ଜା ଭଳି ଚମକିବାକୁ ଦିଅନ୍ତୁ ।


Share It

Comments are closed.