ଓଡ଼ିଶା ପର୍ଯଟନ ଉନ୍ନୟନ ନିଗମ କର୍ମଚାରୀଙ୍କ ବନ୍ଦେ ଉତ୍କଳ ଜନନୀ ଗାନ


ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ରାଜଧାନୀ ଭୁବନେଶ୍ଵରରେ ଆରମ୍ୱ ହୋଇଯାଇଥିବା ବେଳେ, ଏହି ଅବସରରେ ରାଜ୍ୟର ବିଭିନ୍ନ ଅଫିସ ମାନଙ୍କରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି । ଏହି ପ୍ରକ୍ରିୟାରେ ଓଡ଼ିଶା ପର୍ଯଟନ ଉନ୍ନୟନ ନିଗମ କର୍ମଚାରୀ ବୃନ୍ଦ ନିଜ କାର୍ଯ୍ୟାଳୟ ପରିସରରେ ଏକ ସ୍ଵରରେ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି ।


Share It

Comments are closed.