ଇଡି ଦ୍ୱାରା ଦିଲ୍ଲୀ ସ୍ଥିତ ନ୍ୟାସନାଲ ହେରାଲ୍ଡ ଅଫିସରେ ରେଡ


ନ୍ୟାସନାଲ ହେରାଲ୍ଡ କେସକୁ ନେଇ ଇଡି ପ କ୍ଷରୁ ଦିଲ୍ଲୀ ସ୍ଥିତ ନ୍ୟାସନାଲ ହେରାଲ୍ଡ ଅଫିସରେ ରେଡ କରାଯାଇଛି । ପୂର୍ବରୁ ଇଡି ଏହି ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ଏମପି ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରୁଥିବା ବେଳେ ଆଜି ଦିଲ୍ଲୀର ବାହାଦୁର ଶାହା ଜଫର ମାର୍ଗ ସ୍ଥିତ ନ୍ୟାସନାଲ ହେରାଲ୍ଡ ଅଫିସରେ ରେଡ କରିଛି । ଏହା ଆସୋସିଏଟେଡ ଜର୍ନାଲ ଲିଃର ନାମରେ ରହିଛି ଯାହା ଖବରକାଗଜ ପ୍ରସ୍ତୁତ କରିଥାଏ ।


Share It

Comments are closed.