ବଜାରରେ ୯୯୦ ଟଙ୍କାରେ ମିଳିବ କରୋନା ଔଷଧ ‘୨-ଡିଜି’


କରୋନା ନିରୋଧକ ଔଷଧ ୨-ଡୀଜୀର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ରେଡି ଲାବରେ ପ୍ରସ୍ତୁତ ୨-ଡୀଜୀ ଔଷଧର ସାଚେଟ୍ ପିଛା ମୂଲ୍ୟ ୯୯୦ ଟଙ୍କା ରଖାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏହା ରିହାତି ମୂଲ୍ୟରେ ମିଳିପାରିବ। ସରକାରୀ ହସ୍ପିଟାଲଙ୍କୁ ମଧ୍ୟ ରିହାତି ମୂଲ୍ୟରେ ମିଳିପାରିବ ବୋଲି ଜଣାପଡ଼ିଛି।


Share It

Comments are closed.