ଦୀପିକା ଏବଂ ଶାହାରୁଖ ଖାନଙ୍କ ‘ପଠାନ’ ଫିଲ୍ମର ନୂତନ ଫଟୋ ଭାଇରାଲ


ବର୍ତ୍ତମାନ ଦୀପିକା ଏବଂ ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ପଠାନ ବର୍ତ୍ତମାନ ବି-ଟାଉନରେ ଚର୍ଚ୍ଚାରେ ରହିଛି । ପୂର୍ବରୁ ଦୀପିକାଙ୍କର ଏକ ଫଟୋ ବନ୍ଧୁକ ସହିତ ଭାଇରାଲ ହୋଇଥିବା ବେଳେ ସ୍ପେନରେ ଶାହାରୁଖଙ୍କ ସହିତ ଅନ୍ୟ ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସେହି ଫଟୋରେ ଦୀପିକା କିଛି ଫ୍ୟାନଙ୍କ ସହିତ ସେଲଫି ନେବାର ନଜର ଆସିଥିଲେ । ଏହି ଫଟୋଟି ରେଷ୍ଟୁରାଣ୍ଟ ପ କ୍ଷରୁ ଏହାର ଇନାଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଥିଲା ।
ଶାହାରୁଖ ଏବଂ ଦୀପିକାଙ୍କ ଅଭିନିତ ଫିଲ୍ମ ‘ପଠାନ’ ଜାନୁୟାରୀ ୨୫ ୨୦୨୩ରେ ରିଲିଜ ହେବାକୁ ଯାଉଛି । ଫିଲ୍ମଟି ଟେ ଜନ ଆବ୍ରାହମ ମଧ୍ୟ ଅଭିନିୟ କରିଛନ୍ତି ।


Share It

Comments are closed.