ପ୍ଲାଟିନମ୍ ଡେଜ୍ ଅଫ୍ ଲଭ୍‌ର ଆକର୍ଷଣୀୟ ପ୍ଲାଟିନମ୍ ଲଭ୍ ବ୍ୟାଣ୍ଡ୍ ସହ ପାଳନ କରନ୍ତୁ ଭାଲେନ୍‌ଟାଇନ୍ସ ଡେ’


ଭୁବନେଶ୍ୱର: ଚଳିତ ଭାଲେନ୍‌ଟାଇନ୍ସ ଡେ’ରେ ପିଜିଆଇର ପ୍ଲାଟିନମ୍ ଡେଜ୍ ଅଫ୍ ଲଭ୍ ନେଇଆସିଛି ଏହାର ସ୍ୱତନ୍ତ୍ର ଭାବେ ନିର୍ମିତ ପ୍ଲାଟିନମ୍ ଲଭ୍ ବ୍ୟାଣ୍ଡ୍‌ଗୁଡିକର ଏକ ସୁନ୍ଦର କଲେକ୍ସନ । ସ୍ୱତନ୍ତ୍ର ଭାବେ ନିର୍ମିତ ପ୍ରତ୍ୟେକ ଲଭ୍ ବ୍ୟାଣ୍ଡ୍ ପ୍ରେମର ଏକ ଅନନ୍ୟ କାହାଣୀର ପ୍ରତିନିଧିତ୍ୱ କରୁଛି । ଏହି ରେଞ୍ଜରେ ରହିଛି ହେକ୍ସାଗନ୍‌-ସେପ୍‌ଡ ମୋଟିଫ୍ ସହ ନିର୍ମିତ ଲଭ୍ ବ୍ୟାଣ୍ଡ୍‌, ସୁନ୍ଦର ଇନ୍‌ଡେଂଟ୍ ସହ ଡିଜାଇନ୍ ହୋଇଥିବା ଲଭବ୍ୟାଣ୍ଡ ଏବଂ ରିପିଟିଙ୍ଗ୍ ଗ୍ରୁଭ୍‌ସ୍ ସହ ଲଭ୍ ବ୍ୟାଣ୍ଡ । ତେଣୁ ଚଳିତ ଭାଲେନ୍‌ଟାଇନ୍ସ ଡେ’ରେ ପ୍ଲାଟିନମ୍ ଡେଜ୍ ଅଫ୍ ଲଭ୍‌ର ପ୍ଲାଟିନମ୍ ଲଭ୍ ବ୍ୟାଣ୍ଡଗୁଡିକର କମ୍ପ୍ଲିମେଂଟାରୀ ଡିଜାଇନ୍‌ଗୁଡିକର ଏକ ଶୃଙ୍ଖଳାରୁ ଚୟନ କରନ୍ତୁ, କାରଣ ଆପଣ ଏହି ସ୍ୱତନ୍ତ୍ର ଦିନରେ ଏକ ପ୍ରଥମ ଧରଣର ପିସ୍ ସହିତ ନିଜର ବିରଳ ପ୍ରେମକୁ ଚିହ୍ନିତ କରୁଛନ୍ତି । ପିଜିଆଇ ଇଣ୍ଡିଆର ପ୍ଲାଟିନମ୍ ଡେଜ୍ ଅଫ୍ ଲଭ୍ ସ୍ୱତନ୍ତ୍ର ଭାବେ ନିର୍ମିତ ପ୍ଲାଟିନମ୍ ଲଭ୍ ବ୍ୟାଣ୍ଡ୍‌ଗୁଡିକର ଏକ କ୍ୟୁରେଟେଡ୍ ସିଲେକ୍ସନ ପ୍ରଦାନ କରୁଛି, ଯାହା ଭାରତରେ ଅଗ୍ରଣୀ ଜୁଏଲାରୀ ରିଟେଲ୍ ଷ୍ଟୋର୍‌ଗୁଡିକରେ ଉପଲବ୍ଧ ହେଉଛି ।

୯୫% ଶୁଦ୍ଧତା ସହିତ ପ୍ଲାଟିନମ୍ ଅଳଙ୍କାର ଶୁଦ୍ଧତାର ଅନ୍ୟତମ ସର୍ବୋଚ୍ଚ ମାନକ ପ୍ରଦାନ କରୁଛି । ଏହା ବର୍ତମାନ ପୃଥିବୀରେ ଉପଲବ୍ଧ ବିରଳତମ ଧାତୁଗୁଡିକ ମଧ୍ୟରୁ ଅନ୍ୟତମ । ପ୍ଲାଟିନମ ସୁନା ତୁଳନାରେ ୩୦ ଗୁଣ ବିରଳ । ପ୍ଲାଟିନମ୍ ସମୟର ପରୀକ୍ଷାରେ ନିଜର ମୂଳ ଆକାର ଓ ଚମକକୁ ବଜାୟ ରଖିଥାଏ । ପ୍ଲାଟିନମ୍ ଧାତୁକୁ ‘ଲଭ୍ ମେଟାଲ’ ବା ପ୍ରେମର ଧାତୁ ବୋଲି କୁହାଯାଇଥାଏ, ଯାହା ଦମ୍ପତିମାନଙ୍କ ମଧ୍ୟରେ ବିରଳ ପ୍ରେମକୁ ସୂଚିତ କରିଥାଏ । ଏହା ବ୍ୟତୀତ ଆନି ହାଥ୍‌ୱେ ଓ ଆରିଆନା ଗ୍ରାଣ୍ଡେଙ୍କଠାରୁ ଆରମ୍ଭ କରି ବେୟୋନ୍ସେ, ଜେନିଫର୍ ଲୋପେଜ୍ ଓ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ଲୋକପ୍ରିୟ ସେଲିବ୍ରିଟିମାନଙ୍କ ଏନ୍‌ଗେଜ୍‌ମେଂଟ୍ ରିଙ୍ଗ୍‌ଗୁଡିକ ପ୍ଲାଟିନମ୍‌ରେ ନିର୍ମିତ, ଯାହାକି ଏକ ସେଲିବ୍ରିଟି ଫେଭରାଇଟ୍ ଟ୍ରେଣ୍ଡ୍ ଅଟେ ।

 


Share It

Comments are closed.