ବୁନେ୍ଦଲ ଖଣ୍ଡ ଏକ୍ସପ୍ରେସୱେର ଶୁଭାରମ୍ଭ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୬ରେ ଉତ୍ତର ପ୍ରଦେଶ ଠାରେ ବୁନେ୍ଦଲ ଖଣ୍ଡ ଏକ୍ସପ୍ରେସୱେର ଶୁଭାରମ୍ଭ କରିଛନ୍ତି । ଏହି ଶୁଭାରମ୍ଭ ଅବସରରେ ମୋଦି ସ୍ଥାନୀୟ ବାସିନ୍ଦାଙ୍କୁ ସମ୍ବୋଧନ କରି ଏହା କନେକଟିଭିଟି ଏବଂ ଇକୋନୋମିକୁ ବୃଦ୍ଧି କରିବ ବୋଲି କହିଥିଲେ । ଏହି ଏକ୍ସପ୍ରେସୱେ ଚିତ୍ରକୋଟରୁ ଇଟାୱା ଜିଲ୍ଲା ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି । ଏହି ଏକ୍ସପ୍ରେସୱେ କେବଳ ସହରବାସିନ୍ଦାଙ୍କୁ ନୁହେଁ ବରଂ ଗ୍ରାମବାସୀଙ୍କୁ ମଧ୍ୟ ସୁବିଧା ପ୍ରଦାନ କରିବ ବୋଲି କୁହାଯାଉଛି ।


Share It

Comments are closed.