ବିିସ୍କ ଫାର୍ମ ପକ୍ଷରୁ ରିଚ୍ ମାରି ବିସ୍କୁଟରେ ସୁନା କଏନ ଜିତିବା ପାଇଁ ଆକର୍ଷଣୀୟ ଅଫରର ଶୁଭାରମ୍ଭ


ଭୁବନେଶ୍ୱର: ଏସଏଜେ ଫୁଡ୍‌ର ବିସ୍କୁଟ ଓ ବେକରି ବ୍ରାଣ୍ଡ ବିସ୍କ ଫାର୍ମ ପକ୍ଷରୁ ଏହାର ଲୋକପ୍ରିୟ ରିଚ୍ ମାରି ବିସ୍କୁଟ ବର୍ଗମାଳା କିଣା ଉପରେ ଗ୍ରାହକମାନଙ୍କୁ କ୍ୟାସବ୍ୟାକ୍ ରିୱାର୍ଡ ଓ ସୁନା କଏନ ଜିତି ବା ସୁଯୋଗ ପ୍ରଦାନ କରିବା ପାଇଁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି ।
ବିସ୍କ ଫାର୍ମର ଏହି ସ୍ୱତନ୍ତ୍ର ପ୍ରତିଯୋଗିତାରେ ଭାଗ୍ୟଶାଳୀ ଗ୍ରାହକମାନେ ବିସ୍କ ଫାର୍ମ ରିଚ୍ ମେରି ବିସ୍କୁଟର ୩୦୦ ଗ୍ରାମ୍ ପ୍ୟାକ୍ କିଣିଲେ ୧୦ ଗ୍ରାମ ସୁନା ମୁଦ୍ରା କିମ୍ବା ୧୦୦୦ ଟଙ୍କା ପର୍ଯ୍ୟନ୍ତ ଭାଉଚର ଜିତିବାର ସୁଯୋଗ ପାଇବେ । ଏଥିରେ ଅଂଶଗ୍ରହଣ କରିବା ପାଇଁ ଗ୍ରାହକଙ୍କୁ କେବଳ ବିସ୍କ ଫାର୍ମ ରିଚ ମେରି ବିସ୍କୁଟର ୩୦୦ ଗ୍ରାମ ପ୍ୟାକ୍ କିଣିବାକୁ ପଡିବ ଏବଂ ସୁନା ମୁଦ୍ରା କିମ୍ବା କ୍ୟାସବ୍ୟାକ୍ ଜିତିବାର ସୁଯୋଗ ପାଇଁ ୯୯୦୨୩୯୧୨୦୦କୁ ଆରଏମ ଲଟ୍ ନମ୍ବର ଟେକ୍ସଟ୍ କରିବାକୁ ପଡିବ । ଏହି ଅଫର ବିଷୟରେ ଅଧିକ ସୂଚନା ପାଇଁ ଗ୍ରାହକମାନେ ଙ୍ଗଙ୍ଗଙ୍ଗ.ଭସଗ୍ଦଳଲବକ୍ସଜ୍ଞ.ମକ୍ଟଜ୍ଞ ୱେବସାଇଟକୁ ଯାଇପାରିବେ । ୧୦ ଗ୍ରାମ ସୁନା ମୁଦ୍ରା ଏବଂ କ୍ୟାସବ୍ୟାକ୍ ର ବିଜେତାଙ୍କ ନାମ ବିସ୍କ ଫାର୍ମର ସୋସିଆଲ ମିଡିଆ ପୃଷ୍ଠାରେ ଘୋଷଣା କରାଯିବ ।
ପଶ୍ଚିମବଙ୍ଗ, ଆସାମ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଅରୁଣାଚଳ ପ୍ରଦେଶ, ମିଜୋରାମ, ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରା ରାଜ୍ୟରେ ଏହି ପ୍ରତିଯୋଗିତା ଲାଗୁ ହେବ ।
ଟିଭିସି ଲିଙ୍କ ପାଇଁ ଦେଖନ୍ତୁ: ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ଚ୍ଚକ୍ଟଙ୍କଗ୍ଧଙ୍କଭର.ମକ୍ଟଜ୍ଞ/ଙ୍ଗବଗ୍ଧମଷ?ଙ୍ଖ=ଚ୍ଛ୧୩ଏଛଲଖକ୍ଟ୍ରଇଙଣ
ସାଜ୍ ଫୁଡ୍‌ର ପରିଚାଳନା ନିର୍ଦେଶକ ବିଜୟ କୁମାର ସିଂହ କହିଛନ୍ତି ଯେ, “ଆମର ରିଚ୍ ମେରି ବିସ୍କୁଟ୍ ପ୍ୟାକ୍ ଉପରେ ସୁନା ମୁଦ୍ରା ଏବଂ କ୍ୟାସବ୍ୟାକ୍ ପୁରସ୍କାର ଜିତିବାର ଏହି ଲୋଭନୀୟ ସୁଯୋଗ ପ୍ରଦାନ କରି ବିସ୍କ ଫାର୍ମ ଉତ୍ସାହିତ । ଅତ୍ୟନ୍ତ ଲୋକପ୍ରିୟ ରିଚ ମେରି ରେଞ୍ଜର ବିସ୍କୁଟର ସ୍ୱାଦ ଉପଭୋଗ କରିବା ବ୍ୟତୀତ ପୁରସ୍କାର ଜିତିବା ପାଇଁ ଆମର ଭାଗ୍ୟବାନ ଗ୍ରାହକଙ୍କ ପାଇଁ ଏହା ଏକ ଉତମ ସୁଯୋଗ । ସୌରଭ ଗାଙ୍ଗୁଲିଙ୍କ ପ୍ରଶଂସକ ଏବଂ ବିସ୍କୁଟ ପ୍ରେମୀ ମାନେ ଏହି ଅଫରକୁ ସେତିକି ପ୍ରଶଂସା କରିବେ ବୋଲି ଆମେ ବିଶ୍ୱାସ କରୁଛୁ ।’’


Share It

Comments are closed.