ଘରେ ଆକ୍ବାରିୟମ ରଖିବା ଦ୍ବାରା ହୋଇପାରେ ସମସ୍ୟା, ନିଶ୍ଚିତ ଜାଣିରଖନ୍ତୁ ଏହି କତୋଟି କଥା

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ରଖାଯାଇଥିବା ସମସ୍ତ ଜିନିଷ ବ୍ୟକ୍ତିର ଦୈନନ୍ଦିନ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ | ବାସ୍ତୁ ଅନୁଯାୟୀ, ଯଦି ଜିନିଷଗୁଡିକ ଘରେ ଭୁଲ ସ୍ଥାନରେ ରଖାଯାଏ ତେବେ ନକାରାତ୍ମକତାକୁ ସାମ୍ନା କରିବାକୁ ପଡିଥାଏ | ଯେଉଁଠାରେ ସଠିକ୍ ଦିଗରେ, ସୁ-ସଂଗଠିତ…

ଶନିଙ୍କ ସାଢେସାତୀ ପ୍ରକୋପରୁ ବଞ୍ଚିବା ପାଇଁ କରନ୍ତୁ ଏହିସବୁ ଉପାୟ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମାନବ ଜୀବନରେ ଶନି ଗ୍ରହଙ୍କ ଗମ୍ଭୀର ପ୍ରଭାବ ଭାବରେ ପଡିଥାଏ। ଶନିଙ୍କୁ ନ୍ୟାୟ ଦେବତା ବୋଲି କୁହାଯାଏ। ମଣିଷ ବେଳେବେଳେ ଅଜାଣତରେ ପାପ କରିଦେଇଥାଏ ଯେଉଁଥିପାଇଁ ଶନି ସେହି ପାପର ଦଣ୍ଡ ଦେଇଥାନ୍ତି। ବେଳେବେଳେ ଲୋକେ ବୁଝିପାରନ୍ତିନି ଯେ ତାଙ୍କୁ କେଉଁ ପାପର ଦଣ୍ଡ…

କମେଡିଆନ ଭାରତୀ ସିଂଙ୍କ ଫ୍ଲାଟରୁ ଗଞ୍ଜେଇ ଜବତ କଲା ଏନସିବି

ଡ୍ରଗ୍ ମାମଲାରେ ଏନସିବି କ୍ରମାଗତ ଭାବରେ ଖୋଡ଼ତାଳ କରୁଥିବା ଜଣାପଡିଛି। ଏନସିବି ଶନିବାର ମୁମ୍ବାଇର ୩ ଟି ସ୍ଥାନରେ ଚଢ଼ାଉ କରିଛି। କମେଡୀ କୁଇନ ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କ ଘରେ ଚଢ଼ାଉ କରାଯାଇଛି। କୁହାଯାଉଛି ଯେ ଭାରତୀଙ୍କ ଫ୍ଲାଟରୁ ଗଞ୍ଜେଇ ଜବତ କରାଯାଇଛି। ଏନେଇ ଏନସିବି…

ଇୟରଫୋନ ହେଲା କାଳ, ଅକାଳରେ ଚାଲିଗଲା ଦୁଇ ଜୀବନ

ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲା ଦେଇ ଯାଇଥିବା ରେଳ ଟ୍ରାକରେ ଏକ ଅଭାବନୀୟ ଘଟଣା ଘଟିଛି । ଟ୍ରାକରେ ଦୁଇଜଣ ଯୁବକଙ୍କୁ କର୍ଣ୍ଣାଟକ ଏକ୍ସପ୍ରେସ ଧକ୍କା ଦେବା ଫଳରେ ଉଭୟ ପ୍ରାଣ ହରାଇଛନ୍ତି । ଏପରିକି ସେମାନଙ୍କ ଶରୀର ପ୍ରାୟ ୫୦ରୁ ୬୦ ଖଣ୍ଡ ହୋଇଯାଇଛି । ପ୍ରାୟ ୧୦୦ ମିଟର ଦୂରକୁ ସେମାନଙ୍କ…

ଏନସିବି ଜାଲରେ ଲୋକପ୍ରିୟ କମେଡି କୁଇନ ଭାରତୀ ସିଂ, ଡ୍ରଗ ସହ ଜଡ଼ିତ ମାମଲା

ଡ୍ରଗ୍ସ ମାମଲାରେ ଏନସିବି ତଦନ୍ତ ଚାଲିଥିବାବେଳେ ଗୋଟିଏ ପରେ ଗୋଟିଏ ନୂଆ ନାମ ସାମ୍ନାକୁନଆସୁଛି ଯାହା । ବର୍ତ୍ତମାନ ଏନସିବି ଦେଶର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କ ଅନ୍ଧେରୀସ୍ଥିତ ଘରେ ଚଢ଼ାଉ କରିଛି। ଏହି ମାମଲାରେ ଅଧିକ ବିବରଣୀ ପ୍ରକାଶ କରାଯାଇ ନାହିଁ। ଡ୍ରଗ୍ସ ମାମଲାରେ…

କରୋନାରେ ଆକ୍ରାନ୍ତ ହେଲେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ୍ ଜୁନିୟର,କରୋନା ଭାଇସରେ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସେ କ୍ବାରେଣ୍ଟାଇନରେ ଅଛନ୍ତି। ଏହି ସପ୍ତାହରେ ତାଙ୍କର କରୋନା ଟେଷ୍ଟ୍ କରାଯାଇଥିଲା। ତାଙ୍କଠାରେ କୌଣସି ଲକ୍ଷଣ ନଥିଲା। ସେ ଶୁକ୍ରବାରଠୁ କ୍ବାରେଣ୍ଟାଇନରେ ଅଛନ୍ତି।…

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଇଡିର ପୁଣି ଏକ ବଡ଼ ଖୁଲାସା, ଦିଆଯାଇଥିଲା ୧୭କୋଟି ଟଙ୍କା !

ସୁଶାନ୍ତ ସିଂହ ରାଜପୁତ ମାମଲାରେ ପୁଣି ଥରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ତଦନ୍ତ ଜୋରସୋରରେ ଚାଲିଛି। ଏହି ମାମଲାରେ ସୁଶାନ୍ତଙ୍କୁ ଦିଆଯାଇଥିବା କୋଟି କୋଟି ଟଙ୍କାର ପେ​‌ମେଣ୍ଟକୁ ନେଇ ଏକ ​‌ତଥ୍ୟ ଇଡି ହାତରେ ଲାଗିଛି। ସୂଚନା ଅନୁଯାୟୀ ସୁଶାନ୍ତଙ୍କୁ ତାଙ୍କର ଏକ ଫିଲ୍ମ ପାଇଁ ସନ୍ଦିଗ୍ଧ…

ଦିଲ୍ଲୀରେ ବେକାବୁ ହେଉଛି କରୋନା, ୨୪ ଘଣ୍ଟା ମଧ୍ୟରେ କରୋନାରେ ୧୧୮ ଜଣଙ୍କ ମୃତ୍ୟୁ

ଦିଲ୍ଲୀରେ କରୋନାରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୮ ହଜାର ୧୫୯ ରେ ପହଞ୍ଚିଛି। ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ, ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୧୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୬୦୮ ନୂତନ କରୋନା ରୋଗୀ ବାହାରିଛନ୍ତି। ଯେଉଁଥିରେ ସଂକ୍ରମିତଙ୍କ ସଂଖ୍ୟା ୫.୧୭ ଲକ୍ଷରୁ…

ଦୁନିଆର ସବୁଠାରୁ ଶସ୍ତା ସହର ମଧ୍ୟରେ ରହିଛି ଭାରତର ଏହି ଦୁଇଟି ସହର , ଏଠାରେ ତୋଳିପାରିବେ ନିଜର ଏକ ଘର

ସ୍ବଚ୍ଛ ପରିବେଶ ଏବଂ ଏକ ସ୍ୱଚ୍ଛ ସହରରେ ରହିବାର ସ୍ୱପ୍ନ ସମସ୍ତଙ୍କର ରହିଥାଏ | କିନ୍ତୁ ଯେକୌଣସି ସହରରେ ବସବାସ କରିବାକୁ ହେଲେ ବଜେଟକୁ ଦେଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଆମେ ଆପଣଙ୍କୁ ଆଜି ଦୁନିଆର ସବୁଠାରୁ ଶସ୍ତା ସହର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଆପଣ ରହିବାକୁ ଯୋଜନା…

ସଙ୍କଟ ସମୟରେ ପାକିସ୍ତାନକୁ ବଡ଼ ଝଟକା ଦେଲା ସଂଯୁକ୍ତ ଆରବ ଏମିରେଟ୍ସ

ୟୁଏଇ ବୁଧବାର ପାକିସ୍ତାନ ସମେତ ୧୩ ଟି ଦେଶର ଲୋକଙ୍କ ପାଇଁ ନୂତନ ଭିସା ପ୍ରଦାନ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହା ନିଶ୍ଚିତ କରିଛନ୍ତି। ୟୁଏଇର ଏହି ନିଷ୍ପତ୍ତି ସହିତ କରୋନା ଭାଇରସର ସମସ୍ୟା ଏବଂ ଆର୍ଥିକ ସଙ୍କଟ ସହିତ ଲଢ଼ୁଥିବା…