କେଟିଏମ୍ ପକ୍ଷରୁ କଟକରେ ଅାକର୍ଷଣୀୟ ଷ୍ଟଂଟ୍ ସୋ ଅାୟୋଜନ


ୟୁରୋପର  କେଟିଏମ୍ ପକ୍ଷରୁ କଟକରେ ଅାକର୍ଷଣୀୟ କେଟିଏମ୍ ଷ୍ଟଂଟ୍ ସୋ’ ଅାୟୋଜନ କରାଯାଇଛି ପ୍ରଫେସନାଲ୍ ଷ୍ଟଂଟ୍ ପ୍ରଦର୍ଶନକାରୀମାନେ ଅାଖିଦୃଶିଅା ଷ୍ଟଂଟ୍ ପ୍ରଦର୍ଶନ କରିଛ
କଟକର କଟକ କ୍ଲବ୍ରେ ଏହି ଷ୍ଟଂଟ୍ ସୋ ଅାୟୋଜନ କରାଯାଇଥିଲା ପ୍ରଫେସନାଲ୍ ଷ୍ଟଂଟ୍ ପ୍ରଦର୍ଶନକାରୀମାନେ କେଟିଏମ୍ ଡୁ୍ୟକ୍ ବାଇକ୍ରେ ଷ୍ଟଂଟ୍ ପ୍ରଦର୍ଶନ କରିଛ
ଶ୍ରୀଯୁକ୍ତ ଅମିିତ ନନ୍ଦୀ, ସଭାପତି-ପ୍ରୋ ବାଇକିଙ୍ଗ, ବଜାଜ ଅଟୋ କହିଛ ଯେ, ‘କେଟିଏମ୍ ବ୍ରାଣ୍ଡ୍ ଉଚ୍ଚ ପ୍ରଦର୍ଶନକାରୀ ରେସିଂ ବାଇକ୍ ପାଇଁ ଜଣାଶୁଣା ଏବଂ ଏହା ସବୁ ବେଳେ ଚାହେଁ ଯେ ଗ୍ରାହକମାନେ କେଟିଏମ୍ ବାଇକ୍ର ରୋମାଂଚକୁ ଅନୁଭବ କର‘ୁ ପ୍ରଫେସନାଲ୍ ଷ୍ଟଂଟ୍ ସୋ ପ୍ରତି ପ୍ରମୁଖ ସହରରେ ଅାୟୋଜନ କରାଯାଉଛି ଏବଂ ନିକଟ ଭବିଷ୍ୟତରେ ଏହାର କଳେବର ବୃଦ୍ଧି ପାଇବ କେଟିଏମ୍ ହେଉଛି ଏକ ସ୍ବତନ୍ତ୍ର ପ୍ରିମିୟମ୍ ବ୍ରାଣ୍ଡ୍ ଏବଂ ଅାମେ କେଟିଏମ୍ ଗ୍ରାହକଙ୍କୁ ସ୍ବତନ୍ତ୍ର କେଟିଏମ୍ ଅନୁଭୂତି ପ୍ରଦାନ କରିବାକୁ ଚାହୁଁଛୁ’’
ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଉନ୍ମୂକ୍ତ ଥିଲା ଏବଂ ସହରରେ ଏହା ବେଶ ଅାଲୋଡ଼ନ ସୃଷ୍ଟି କରିଛି
ବର୍ତମାନ ସୁଦ୍ଧା କେଟିଏ୍ ଷ୍ଟଂଟ୍ ସୋ ସୁରଟ, ରାଜକୋଟ, ଅହମ୍ମଦାବାଦ, କାଂଚିପୂରଣ, କୋଏମ୍ବାଟୁର, ଚେନ୍ନାଇ, ବିଜୟପୁର, ଲକ୍ଷ୍ନେ, ଇନ୍ଦୋର, ଜବଲପୁର, ଔରଙ୍ଗାବାଦ, ଜମ୍ମୁ, ଜଳନ୍ଧର, ଯୋଦ୍ଧପୁର, ବାରାଣାସୀ, ରାଂଚି, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର ଏବଂ ଅନ୍ୟ ପ୍ରମୁଖ ସହରରେ ଅାୟୋଜନ କରାଯାଇଛି
କେଟିଏମ୍ ପ୍ରେମୀମାନେ କେଟିଏମ୍ ବାଇକ୍ଗୁଡ଼ିକୁ ଶିବଶକ୍ତି ଅଟୋମୋବାଇଲସ୍, ଲିଙ୍କ୍ ରୋଡ୍, ଗଣେଶ ବଜାର, କଟକରୁ କିଣିପାରିବେ


Share It

Comments are closed.