ଅକ୍ଷୟ କୁମାର ଏବଂ ରଜନୀକାନ୍ତ ହେଲେ ମନୋରଞ୍ଜନଦୁନିଆର ସର୍ବାଧିକ ଟାକ୍ସ ପେୟ କରୁଥିବା ଅଭିନେତା


ବଲିଉଡର ଅଭିନେତା ଅକ୍ଷୟ କୁମାର ଏବଂ ଦ କ୍ଷିଣ ଭାରତର ଥାଲାଇଭି ରଜନୀକାନ୍ତ ମନୋରଞ୍ଜନ ଦୁନିଆର ସର୍ବାଧିକ ଟାକ୍ସ ପେୟ କରିଥିବା ଅଭିନେତା ହୋଇଛନ୍ତି । ଅକ୍ଷୟ କୁମାରଙ୍କୁ ଏଥିପାଇଁ ଇନକମ ଟାକ୍ସ ତଥା ଆୟକର ବିଭାଗ ପକ୍ଷରୁ ସମ୍ମାନ ପତ୍ର ପ୍ରଦାନ କରାଯାଇଛି । ସେହିପରି ରଜନୀକାନ୍ତଙ୍କୁ ମଧ୍ୟ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ସମ୍ମାନ ପତ୍ର ପ୍ରଦାନ କରାଯାଇଛି ଯାହା ଝିଅ ଅଶର୍ଯ୍ୟା ରଜନୀକାନ୍ତ ସେହି ସମ୍ମାନ ଗ୍ରହଣ କରିଛନ୍ତି ।


Share It

Comments are closed.