ଅଲବିଦା ଲେଖି ନିଜର ସମସ୍ତ ପୋଷ୍ଟ ଲିଡିଟ କଲେ ଅଦନାନ ସାମୀ


ବଲିଉଡର ପ୍ରଖ୍ୟାତ ଗାୟକ ଅଦନାନ ସାମୀ ମଙ୍ଗଳବାର ଦିନ ନିଜର ସମସ୍ତ ଇନଷ୍ଟାଗ୍ରାମ ପୋଷ୍ଟ ଡିଲିଟ କରିଛନ୍ତି । ସେ ସମସ୍ତ ଭିଡିଓ ଏବଂ ଫଟୋ ଡିଲିଟ କରିଛନ୍ତି ଏବଂ ଅଲବିଦା ବୋଲି ମେସେଜ ଲେଖିଛନ୍ତି । ଏହା ଫ୍ୟାନମାନଙ୍କ ମଧ୍ୟରେ ଚିନ୍ତା ବଢାଇବା ସହିତ ଭବିଷ୍ୟତରେ ଏହା ତାଙ୍କର ନୂତନ ମ୍ୟୁଜିକ ଭିଡିଓ ହୋଇଥାଇପାରେ ବୋଲି ଅନେକ ଆଶଙ୍କା କରିଛନ୍ତି ।
ଅଦନାନଙ୍କ ଏହି କାର୍ଯ୍ୟକଳାପ ତାଙ୍କର ଫ୍ୟାନକୁ ଚିନ୍ତାରେ ପକାଇବା ସହିତ ବହୁ ଫ୍ୟାନ କଣ ହେବା ସହିତ ଅଲବିଦା ତଳେ ବିଭିନ୍ନ କମେଣ୍ଟ କରି ଚିନ୍ତା ବ୍ୟକ୍ତ କରିଛନ୍ତି ।


Share It

Comments are closed.