ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ; ବିଜେଡି-ବିଜେପି ମଧ୍ୟରେ ହୋଇପାରେ ମେଣ୍ଟ


ବିଜେଡି-ବିଜେପି ମଧ୍ୟରେ ହୋଇପାରେ ମେଣ୍ଟ । ନବୀନ ନିବାସରେ ଜାରି ରହିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ନବୀନ ନିବାସରେ ପହଞ୍ଚିଲେଣି ବରିଷ୍ଠ ବିଜେଡି ନେତା । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ସସ୍ମିତ ପାତ୍ର , ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ଟୁକୁନି ସାହୁ, ଅଶୋକ ପଣ୍ଡା, ସଞ୍ଜୟଦାସ ବର୍ମା, ମାନସ ମଙ୍ଗରାଜ, ପ୍ରଦୀପ ଅମାତ ପହଞ୍ଚିଲେ ।


Share It

Comments are closed.