ସମୁଦ୍ରରେ ଗାଧୋଉଥିବା ସମୟରେ ମହିଳାଙ୍କ ଉପରେ ସାର୍କ କଲା ଆକ୍ରମଣ, ଦେଖନ୍ତୁ ଭିଡିଓ


ସମୁଦ୍ରରେ ଗାଧୋଇବାକୁ ଭଲ ପାଉଥିବା ଜଣେ ମହିଳାଙ୍କ ଉପରେ ଏକ ସାର୍କ ଆକ୍ରମଣ କରୁଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରଦାର ଭାଇରଲ ହେବାରେ ଲାଗିଛି । ସାର୍କ ମହିଳାଙ୍କ ପିଠିକୁ କାମୁଡି ଏକ ଇଞ୍ଚ ଚଉଡାରେ କ୍ଷତ ସୃଷ୍ଟି କରିଦେଇଥିଲା । ଆପଣ ଦେଖନ୍ତୁ ଏହି ଭିଡିଓ ।


Share It

Comments are closed.