ପୁଣି ବଢିଲା ସୁନା ଦର, ଆପଣଙ୍କ ସହରରେ କେତେ ରହିଛି ଜାଣନ୍ତୁ


ଦେଶରେ ବୃଦ୍ଧି ପାଇଛି ସୁନା ଦର।ଗତ କାଲି ଅପେକ୍ଷା ଆଜି ବିଭିନ୍ନ ସହରରେ ସୁନା ଦାମ୍ ବଢ଼ିଛି। ସେପଟେ ଆରମ୍ଭ ହୋଇଯାଇଛି ବିବାହ ସିଜିନ୍ (Wedding Season), ଏଥିପାଇଁ ସୁନା ଦରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା କିଣିବାକୁ ଯାଉଛନ୍ତି ତେବେ, ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର (Gold Rate in India)। ଦେଶରେ ବୃଦ୍ଧି ପାଇଛି ସୁନା ଦର।ଗତ କାଲି ଅପେକ୍ଷା ଆଜି ବିଭିନ୍ନ ସହରରେ ସୁନା ଦାମ୍ ବଢ଼ିଛି। ସେପଟେ ଆରମ୍ଭ ହୋଇଯାଇଛି ବିବାହ ସିଜିନ୍ (Wedding Season), ଏଥିପାଇଁ ସୁନା ଦରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା କିଣିବାକୁ ଯାଉଛନ୍ତି ତେବେ, ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର (Gold Rate in India)। ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୬,୮୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୦୨୦ ଟଙ୍କା ରହିଛି।

ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୫୬,୮୫୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୦୨୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୬,୫୨୦ ଟଙ୍କା ରହିଛି। ସେହିପରି ମାୟାନଗରୀ ମୁମ୍ବାଇରେ ସୁନା ଭରି ୨୨ କ୍ୟାରେଟର ଦାମ୍ ୫୬,୮୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୦୨୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୬,୫୨୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି।


Share It

Comments are closed.