ବିଜେଡି ବରିଷ୍ଠ ନେତାଙ୍କୁ ସୁପ୍ରିମୋଙ୍କ ଡକରା, ମିଳିପାରେ କେତେକଙ୍କୁ ଗ୍ରୀନ ସିଗନାଲ


ଅପରାହ୍ନ ୩ଟା ୩୦ମିନିଟ୍‌ରେ ନବୀନ ନିବାସରେ ବିଜେଡିର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଛି । ଦଳର ବରିଷ୍ଠ ନେତାମାନେ ଏହି ବୈଠକରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡାକରାରେ ଏହି ସମସ୍ତ ବରିଷ୍ଠ ନେତାଙ୍କୁ ନେଇ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ତେବେ ଏହି ବୈଠକରେ ଦଳର ମୁଖିଆ ସମସ୍ତଙ୍କୁ କି ମନ୍ତ୍ର ଦେବେ ତାହାକୁ ନେଇ ବଡ ଚର୍ଚ୍ଚା ହେଉଛି ।


Share It

Comments are closed.