ଫ୍ଲିପ୍କାର୍ଟରେ ସାମସଙ୍ଗ କାର୍ନିଭାଲ୍, ତତ୍କାଳ ରିହାତି ଓ ଅନେକ ଅାକର୍ଷଣୀୟ ଅଫର


ଭାରତର ସର୍ବବୃହତ ଓ ଏକ ନମ୍ବର କଂଜୁ୍ୟମର ଇଲେକ୍ଟ୍ରୋନିକ୍ସ ଓ ମୋବାଇଲ୍ ବ୍ରାଣ୍ଡ୍ ସାମସଙ୍ଗ ପକ୍ଷରୁ ଫ୍ଲିପ୍କାର୍ଟରେ ସାମସଙ୍ଗ କାର୍ନିଭାଲ୍ ଘୋଷଣା କରାଯାଇଛି ଏହି ଅବସରରେ ଗ୍ରାହକମାନେ ସାମସଙ୍ଗର ବିଭିନ୍ନ ସାମଗ୍ରୀ ଉପରେ ତତ୍କାଳ ରିହାତି ଓ ଅାକର୍ଷଣୀୟ ଅଫର ସବୁ ପାଇପାରିବେ ଏହା କାର୍ନିଭାଲ୍ ଜୁନ୍ ୧୨ରୁ ଅାରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟ‘ ନିତି ଦିନ ଚାଲିବ କେତେକ ସାମଗ୍ରୀ ଉପରେ ଗ୍ରାହକମାନେ ଇଏମ୍ଅାଇ ସୁବିଧା ମଧ୍ୟ ପାଇବେ କାର୍ନିଭାଲ୍ ଅବସରରେ ସାମସଙ୍ଗ ଗାଲାକ୍ସି ଏସ୍୮+ ଉପରେ ଫ୍ଲାଟ୍ ୧୦,୦୦୦ ଟଙ୍କାର ରିହାତି ମିଳିବ ଓ ଏହା ଗ୍ର୍ରାହକଙ୍କୁ ୪୩,୯୯୦ ଟଙ୍କାରେ ଉପଲବ୍ଧ ହେବ ସେହିପରି ଗାଲାକ୍ସି ଏସ୍୮ ଉପରେ ୧୨୦୦୦ ଟଙ୍କାର ଫ୍ଲାଟ୍ ରିହାତି ମିଳିବ ଯାହାକୁ ଗ୍ରାହକମାନେ ୩୭,୯୯୦ ଟଙ୍କାରେ କିଣିପାରିବେ
ସାମସଙ୍ଗ ଗାଲାକ୍ସି ଅନ୍ ନେକ୍ସଟର ୬୪ ଜିବି ଓ ୧୬ ଜିବି ଜାରିଅାଂଟ୍କୁ ଗ୍ରାହକମାନେ ଯଥାକ୍ରମେ ୧୦,୯୦୦ ଓ ୮୯୯୦ ଟଙ୍କାରେ କିଣିପାରିବେ ୬୪ ଜିବି ଉପରେ ଫ୍ଲାଟ୍ ୭୦୦୦ ଟଙ୍କା ଓ ୧୬ ଜିବି ଉପରେ ୨୦୦୯ ଟଙ୍କାର ରିହାତି ପ୍ରଦାନ କରାଯାଉଛି ସାମସଙ୍ଗ ଜେ୩ ପ୍ରୋ ଉପରେ ୧୮୦୦ ଟଙ୍କାର ରିହାତି ମିଳିବ ଓ ଏହା ୬୬୯୦ ଟଙ୍କାରେ ଉପଲବ୍ଧ ହେବ ସେହିପରି ଗାଲାକ୍ସି ଅନ୍ ୫ ସ୍ମାର୍ଟଫୋନ୍ ଉପରେ ୨୯୯୧ ଟଙ୍କାର ରିହାତି ସହ ତାହା ୫୯୯୯ ଟଙ୍କାରେ ମିଳିବ ସାମସଙ୍ଗ୍ର ୩୨ ଇଂଚ ଫ୍ଲାଟ୍ ଏଚ୍ଡି ଟିଭି ଉପରେ ୧୦,୯୦୧ ଟଙ୍କାର ରିହାତି ପ୍ରଦାନ କରାଯାଉଛି ସେହିପରି ସାମସଙ୍ଗର ସ୍ମାର୍ଟ କନଭର୍ଟିବଲ୍ ୫ ଇନ୍ ୧ ରେଫ୍ରିଜରେଟର ଉପରେ ୫୮୬୦ ଟଙ୍କାର ରିହାତି ମିଳିବ
ସାମସଙ୍ଗ କାର୍ନିଭାଲ୍ ବିଷୟରେ ଶ୍ରୀଯୁକ୍ତ ସନ୍ଦୀପ ସିଂହ ଅରୋରା, ଉପ ସଭାପତି, ଅନଲାଇନ୍ ବ୍ୟବସାୟ, ସାମସଙ୍ଗ ଇଣ୍ଡିଅା କହିଛ‘ି ଯେ, ‘ଅାମର ଗ୍ରାହକଙ୍କୁ ଉଲ୍ଲସିତ କରିବା ଭଳି ଉପତ୍ାଦ ଓ ସେବା ଅାଣିଦେବା ପାଇଁ ସାମସଙ୍ଗ ସବୁ ପ୍ରକାର ଉଦ୍ୟମ ଓ ଅଭିଯାନ କରୁଛି ସାମସଙ୍ଗ କାର୍ନିଭାଲ୍ ହେଉଛି ସେଭଳି ଏକ ଅଭିଯାନ ଓ ଏହି କାର୍ନିଭାଲ୍ରେ ଅନେକ ଅାକର୍ଷଣୀୟ ଅଫର ମିଳିବ, ସ୍ବତନ୍ତ୍ର ଇଏମ୍ଅାଇ ସ୍କିମ୍ ଓ କେତେକ ଉପତ୍ାଦ ଉପରେ ତତ୍କାଳ ରିହାତି ମିଳିବ ଯାହା ଗ୍ରାହକଙ୍କୁ ଉପତ୍ାଦ କିଣିବା ଓ ନିଜର ପସନ୍ଦର ସାମସଙ୍ଗ ଉପତ୍ାଦକୁ ଉପଭୋଗ କରିବାରେ ସହାୟକ ହେବ’’
ଫ୍ଲିପ୍କାର୍ଟର ବରିଷ୍ଠ ନିର୍ଦେଶକ ଅାୟପାନ୍ନ ରାଜଗୋପାଳ କହିଛ‘ି ଯେ, ‘ଫ୍ଲିପ୍କାର୍ଟ ସବୁ ବେଳେ ଗ୍ରାହକଙ୍କୁ ଶ୍ରେଷ୍ଠ ଉପତ୍ାଦ ଓ ସେବା ପ୍ରଦାନ କରିବାକୁ ଉଦ୍ୟମ କରେ ସେହି ସମୟରେ ସେମାନଙ୍କୁ ତାହା ସୁବିଧାରେ ଓ ସୁଲଭରେ ମିଳୁ ତାହା ନିଶ୍ଚିତ କରିବାକୁ ଚାହେଁ ସାମସଙ୍ଗ କାର୍ନିଭାଲ୍ ହେଉଛି ସେଭଳି ଏକ ଅଫର ଯେଉଁଥିରେ ଶ୍ରେଷ୍ଠ ମାନର ଉପତ୍ାଦ ଅାକର୍ଷଣୀୟ ଅଫର ସହ ଉପଲବ୍ଧ ହେବ’’


Share It

Comments are closed.