ଭାରତରେ ଶୁଭାରମ୍ଭ ହେଲା ନୂତନ Toyota Yaris


ଭାରତୀୟ କାର ବଜାରରେ ଟୋୟଟା ପକ୍ଷରୁ ଏହାର ନୂତନ କାର ଟୋୟଟା ୟାରିସର ଶୁଭାରମ୍ଭ କରାଯାଇଛି । ଏହି କାରଟିର ପ୍ରାରମ୍ଭିକ ମୂଲ୍ୟ ୮.୭୫ଲକ୍ଷରୁ ଆରମ୍ଭ ହୋଇ୧୪.୦୭ ଲକ୍ଷ (ଏକ୍ସ-ସୋରୁମ) ପର୍ଯ୍ୟନ୍ତ ରହିଛି ।
ବଜାରରେ ଟୟୋଟା ୟାରିସ ୪ଟି ସଂସ୍କରଣ ସହ ମାନୁଆଲ ଓ ସିଭିଟି ଗିୟର ବକ୍ସର ବିକଳ୍ପ ସହ ଉପଲବ୍ଧ ହେବ । ୟାରିସର କୌଣସିବି ଡିଜେଲ ଇଞ୍ଜିନ ଲାଇନ ଅଫରେ ନଥିଲାବେଳେ ୧.୫ ଲିଟର ପେଟ୍ରୋଲ ଇଞ୍ଜିନ ରହିଛି, ଯାହାକି ୧୦୭ ବିଏଚପିର ଶକ୍ତି ଏବଂ ୧୦୪ ଏନଏମର ଟର୍କ ପ୍ରଦାନ କରୁଛି । ୟାରିସରେ ୪୨ ଲିଟରର କ୍ଷମତା ଥିବା ତେଲ ଟାଙ୍କି ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ମଡେଲର ମୂଲ୍ୟ କେତେ ଟଙ୍କା ଏବଂ ଏହାର ବୈଶିଷ୍ଟ୍ୟ କ’ଣ ରହିଛି ।

Toyota Yaris J (ମାନୁଆଲ: ମୂଲ୍ୟ-୮.୭୫ ଲକ୍ଷ / ସିଭିଟି: ମୂଲ୍ୟ-୯.୯୫ ଲକ୍ଷ)
-Seven airbags
– ABS with EBD and Brake Assist
– Body-coloured wing mirrors and handles
– Halogen headlamps with projectors
– Power mirrors
– AC with manual control
– Driver’s seat height adjust
– All four power windows
– Keyless entry
– A cooled glovebox
– Instrument cluster with LCD multi-info
– Four-Speaker audio system
– Tilt steering

Toyota Yaris G(ମାନୁଆଲ: ମୂଲ୍ୟ-୧୦.୫୬ ଲକ୍ଷ / ସିଭିଟି: ମୂଲ୍ୟ-୧୧.୭୬ ଲକ୍ଷ)
– Electronic ORVMs with turn indicators
– Chrome trim on the grille
– Instrument cluster with TFT multi-info display
– Push button start
– 7.0-inch infotainment system with 4 speakers
– Steering-mounted audio controls
– Dual rear parking sensors
– Fog lamps (front and rear)
– Rear defogger

Toyota Yaris V(ମାନୁଆଲ: ମୂଲ୍ୟ-୧୧.୭୦ ଲକ୍ଷ / ସିଭିଟି: ମୂଲ୍ୟ-୧୨.୯୦ ଲକ୍ଷ)
– Four-wheel disc brakes
– Auto headlamps with follow-me-home
– Rain sensing wipers
– 15-inch alloy wheels
– Tail lamps with LED inserts
– 7.0-inch infotainment system with 6-speakers
– Dual front parking sensors
– Quad rear parking sensors
– Cruise control

Toyota Yaris VX (ମାନୁଆଲ: ମୂଲ୍ୟ-୧୨.୮୫ ଲକ୍ଷ / ସିଭିଟି: ମୂଲ୍ୟ-୧୪.୦୭ ଲକ୍ଷ)
– Chrome trim on the door handles
– LED DRLs
– 7.0-inch infotainment system 6-speakers
– Leather seats
– Powered driver seat (8-way adjust)
– Paddle shifters (CVT only)
– Hill-start assist
– Tyre pressure monitoring system
– Rear sunshade


Share It

Comments are closed.