କରୋନ ସମ୍ପର୍କିତ ସୂଚନା ଓ ଗୁଜବ ରୋକିବା ପାଇଁ ହ୍ୱାଟ୍‌ସଆଫ୍‌ ନମ୍ବର ଜାରି କଲା କେନ୍ଦ୍ର


କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ସଦ୍ୟତମ ତଥ୍ୟ ପ୍ରଦାନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଶୁକ୍ରବାର ଏକ ହ୍ୱାଟ୍‌ସଆଫ୍‌ ହେଲ୍ପଡେସ୍କର ଶୁଭାରମ୍ଭ କରିଛନ୍ତି । ଏହାର ନାମ ରଖାଯାଇଛି ମାଇଁଗଭ୍‌ କରୋନା ହେଲ୍ପଡେସ୍କ ଏବଂ ଏହା ଦେଶର ସବୁ ହ୍ୱାଟସ୍‌ଆପ୍‌ ୟୁଜରଙ୍କ ନିକଟରେ ଉପଲବ୍ଧ ହୋଇପାରିବ । ଏହାର ନମ୍ବର ରଖାଯାଇଛି ୯୦୧୩୧୫୧୫୧୫ । ପ୍ରତ୍ୟେକ ହ୍ୱାଟସ୍‌ଆପ୍‌ ୟୁଜର ଏହି ନମ୍ବରକୁ ନିଜ ହ୍ୱାଟସ୍‌ଆପ୍‌ ଲିଷ୍ଟରେ ରଖିବା ସହିତ ହେଲ୍ପଡେସ୍କକୁ ଆବଶ୍ୟକ ସୂଚନା ପାଇବା ଲାଗି ମେସେଜ କରିପାରିବେ ।


Share It

Comments are closed.