ଜେଲର ଫିଲ୍ମ ଦେଖିବା ପାଇଁ ପ୍ରଶଂସକଙ୍କୁ ମିଳିଲା ଗୋଟିଏ ଦିନ ଛୁଟି, ଫିଲ୍ମର ରିଲିଜ୍ ଦିନ ଛୁଟି ଘୋଷଣା କଲେ ଏହି ସହର
ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ 'ଜେଲର' ଅଗଷ୍ଟ ୧୦ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରାୟ ୨ ବର୍ଷ ପରେ ରଜନୀକାନ୍ତ ବଡ଼ ପରଦାକୁ ଫେରିଛନ୍ତି। ସୁପରଷ୍ଟାର ଅଭିନେତାଙ୍କ ନୂଆ ଅବତାର ଦେଖିବାପାଇଁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି । ଏବେ ପୁଣି ଥରେ ରଜନୀକାନ୍ତଙ୍କ…