Browsing Tag

editor

ନିମ୍ବର କିଛି ଆଶ୍ଚର୍ଯଜନକ ଲାଭକାରୀତା ସଂପର୍କରେ ଜାଣନ୍ତି କି?

ବହୁ ପୁରାତନ କାଳରୁ ଲିମ୍ବ ବହୁ ପ୍ରକାରର କାର୍ଯ୍ୟରେ ବ୍ୟବହାର କରାଯାଇ ଆସୁଛି । ଏହା ଓøଷଧ ପ୍ରସ୍ତୁତିରେ, ପୂଜାପାଠରେ, ଖାଦ୍ୟ ଭାବରେ ବ୍ୟବହାର କରାଯାଏ । ଏହାର ବହୁ ପ୍ରକାରର ଉପକାରିତା ରହିଛି ଯାହା ସ୍ୱାସ୍ଥ୍ୟ, କେଶ ଏବଂ ତ୍ୱଚା ପାଇଁ ଉପଯୁକ୍ତ । ଲିମ୍ବ ଭାରତରେ ମିଳୁଥିବା ସାଧାରଣ ଗଛ ।…

ଭାରତରେ ଶୁଭାରମ୍ଭ ହେଲା TVS Apache RTR 180 Race

ଭାରତରେ ଟିଭିଏସ ପକ୍ଷରୁ TVS Apache RTR 180 Raceର ଶୁଭାରମ୍ଭ କରାଯାଇଛି । ଯାହାରକ (ଏକ୍ସ-ସୋରୁମ, ଦିଲ୍ଲୀ) ର ମୂଲ୍ୟ ୮୩,୨୩୩ ରହିଛି । ଆପାଚି ଆରଟିଆର ୧୮୦ର ରେସ ସଂସ୍କରଣଟି ପର୍ଲ ହ୍ୱାଇଟ ବେସ ରଙ୍ଗ ଏବଂ ରେସିଙ୍ଗ ଇନଷ୍ପାଇରେଡ ଗ୍ରାଫିକ୍ସ ସହ ଆସୁଛି । ଏହି ବାଇକଟିର ଆଗ ଏବଂ ଫଛରେ…

ରୋଗ ନାଶକାରୀ ମହୁ

ବହୁ ପୁରାତନ କାଳରୁ ମହୁ ଔଷଧୀ ପାଇଁ ବ୍ୟବହୃତ ହୋଇ ଆସୁିଛି । ଏହାର ଆଣ୍ଟିଆକ୍ସିଡାଣ୍ଟ ଏବଂ ଆଣ୍ଟିଫଙ୍ଗାଲ ଗୁଣ ବହୁ ରୋଗରୁ ମୁକ୍ତି ପ୍ରଦାନ କରିଥାଏ । ମହୁ ବଜାରରେ ସହଜରେ ଉପଲବ୍ଧ ହେଉଥିବା ବେଳେ ଏହା ଛୋଟରୁ ବଡ ପର୍ଯ୍ୟନ୍ତ ସଭିଏଁ ବ୍ୟବହାର କରିପାରିବେ । ଆସନ୍ତୁ ଜାଣିବା ମହୁର କିଛି…

ମଧୁମେହ ଓ ଶ୍ୱାସରୋଗ ପାଇଁ ଆମ୍ବପତ୍ର

ଆମ୍ବ ଆମ ଶରୀର ପାଇଁ ଯେତିକି ଲାଭଦାୟକ ତାର ପତ୍ର ମଧ୍ୟ ସେତିକି ଗୁଣକାରୀ । ଛୋଟ, କଅଁଳିଆ, ସବୁଜ ଓ ଲାଲରଙ୍ଗର ଆମ୍ବପତ୍ରଗୁଡିକରେ ସ୍ୱାସ୍ଥ୍ୟପ୍ରଦ ଗୁଣ ରହିଛି । ଆମ୍ବପତ୍ର କିଛି ବିଶେଷ ଗୁଣ ବିଷୟରେ ଆସନ୍ତୁ ଜାଣିବା । ଶରୀରରେ ଶର୍କରାକୁ ନିୟନ୍ତ୍ରିତ କରିଥାଏ - ଆମ୍ବପତ୍ରରେ ବହୁ…

ତ୍ୱଚା ଏବଂ କେଶ ପାଇଁ ଉପକାରୀ କଫି

କଫି ଏକ ପାନୀୟ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ତ୍ୱଚାର ଉଜ୍ୱଳତା ବୃଦ୍ଧି ତଥା କେଶର ବୃଦ୍ଧି କରିବା ପାଇଁ ବ୍ୟବହାର କରିହେବ । ଏହା ବଜାରରେ ସହଜରେ ଉପଲବ୍ଧ ହେଉଥିବା ବେଳେ ଏହାର ବ୍ୟବହାର ମଧ୍ୟ ଖୁବ ସହଜ । କଫିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ତ୍ୱଚାରେ ଚମକ ଆଣିବା ସହିତ କେଶ ପାଇଁ ମଧ୍ୟ ଉପଯୋଗୀ…