Browsing Tag

Bises-latest

ପ୍ରତ୍ୟେକ ରୁଦ୍ରାକ୍ଷର ଥାଏ ଏକ ବିଶେଷ ପ୍ରଭାବ, ଜାଣନ୍ତୁ କେଉଁ ରୁଦ୍ରାକ୍ଷ ପିନ୍ଧିବା ଆପଣଙ୍କ ପାଇଁ ସର୍ବୋତ୍ତମ

ହିନ୍ଦୁ ଧର୍ମରେ ରୁଦ୍ରାକ୍ଷ କୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ରୁଦ୍ରାକ୍ଷ ଭଗବାନ ଶିବଙ୍କ ସହ ଜଡିତ। କୁହାଯାଏ ଯେ ଏହାକୁ ପିନ୍ଧିବା କେବଳ ଶିବଙ୍କ ଆଶୀର୍ବାଦ ଦେଇନଥାଏ, ବରଂ ଅସୁବିଧାରୁ ମଧ୍ୟ ମୁକ୍ତି ମିଳିଥାଏ | ଏହା ବ୍ୟତୀତ ରୁଦ୍ରାକ୍ଷ ପିନ୍ଧିବା…

ଉଚ୍ଚ ପାହାଡ଼ ଉପରେ ପବନରେ ଝୁଲୁଛି ଏହି ନିଆରା ଦୋକାନ, ଚା’ ପିଇବାକୁ ଦଉଡ଼ି ରେ ଯାଉଛନ୍ତି ଗ୍ରାହକ

ଦୁନିଆରେ ଏମିତି ଅନେକ ନିଆରା ସ୍ଥାନ ଅଛି ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗୁଛି । ଆଜିକାଲି ସୋସିଆଲ ମିଡିଆରେ ଏକ ନିଆରା ଦୋକାନର ଫଟୋ ଭାଇରାଲ ହେବାରେ ଲାଗିଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ସମତଳ ଅଞ୍ଚଳରୁ ପର୍ବତର ଉଚ୍ଚ ଶିଖର ପର୍ଯ୍ୟନ୍ତ ଦୋକାନ ଦେଖିବାକୁ ମିଳିବ। କିନ୍ତୁ ଆପଣ…

ନାଗପଞ୍ଚମୀରେ ଜାଣନ୍ତୁ ଏହାର ମହତ୍ତ୍ବ: ଏହି ସବୁ ରାଶି ପାଇଁ ରହିଛି ଶୁଭଫଳ

ସନାତନ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ତ୍ବ ରହିଛି । ଏହି ମାସ ଭଗବାନ ଶିବଙ୍କୁ ସମର୍ପିତ । ଅନ୍ୟପକ୍ଷରେ, ଶ୍ରାବଣ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିକୁ ନାଗପଞ୍ଚମୀ ଭାବେ ପାଳନ କରାଯାଏ। ଏହି ଦିନ ଭଗବାନ ଶିବଙ୍କ ବେକରେ ବାସ କରୁଥିବା ନାଗ ଦେବତାଙ୍କୁ ପୂଜା କରାଯାଏ। କେତେକ ସ୍ଥାନରେ ଏହି…

ଚନ୍ଦ୍ରର ୬ଟି ଆଶ୍ଚର୍ଯ୍ୟଜନକ ରହସ୍ୟ, ଆଜି ପର୍ଯ୍ୟନ୍ତ ଏହାର ରହସ୍ୟ ଉପରୁ ଉଠିପାରିନି ପରଦା

୧୯୬୯ ମସିହା ଜୁଲାଇ ୨୦ ତାରିଖରେ ମଣିଷ ଚନ୍ଦ୍ରରେ ପ୍ରଥମ ପାଦ ରଖିଥିଲା। ଆମେରିକୀୟ ମହାକାଶଚାରୀ ନୀଲ ଆର୍ମଷ୍ଟ୍ରଙ୍ଗ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଚନ୍ଦ୍ରରେ ପହଞ୍ଚିଥିଲେ। ୫୦ ବର୍ଷ ପରେ ବି ଚନ୍ଦ୍ର ଦୁନିଆ ପାଇଁ ଏକ ରହସ୍ୟ ପାଲଟିଛି । କିଛି ଦିନ ମଧ୍ୟରେ ଚନ୍ଦ୍ରରେ ପହଞ୍ଚିବାକୁ ଯାଉଛି…

କେଉଁଠି ଲୋକେ ଜୋତାରେ ମଦ ପିଅନ୍ତି ତ ପୁଣି କେଉଁଠି ଚିୟର୍ସ କହିବା ହୋଇଥାଏ ଅପରାଧ: ଜାଣନ୍ତୁ ଏହି ଅଦ୍ଭୁତ ପରମ୍ପରା…

ପୃଥିବୀର ଅଧିକାଂଶ ଦେଶରେ ମଦ୍ୟପାନ କରାଯାଏ । ମଦ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସମସ୍ତେ ଜାଣନ୍ତି, କିନ୍ତୁ ଏହା ସତ୍ତ୍ୱେ ଲୋକମାନେ ମଦ୍ୟପାନ କରିଥାନ୍ତି । କିନ୍ତୁ କ'ଣ ଆପଣ ଜାଣନ୍ତି କି କିଛି ଦେଶରେ ମଦ ପିଇବାର ଏକ ଅଜବ ପରମ୍ପରା ରହିଛି । କିଛି ଦେଶରେ ଚିୟର୍ସ କରିବା ଅପରାଧ…

ଅଗଷ୍ଟ ୧୫ରେ ଭାରତ ବ୍ୟତୀତ ସ୍ୱାଧୀନ ହୋଇଥିଲେ ଏହି ୪ଟି ଦେଶ

ଚଳିତ ବର୍ଷ ଭାରତ ୭୭ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନ ହୋଇଥିଲା ଏବଂ ସେବେଠାରୁ ପ୍ରତିବର୍ଷ ଏହି ଦିନକୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଏ । ଅଗଷ୍ଟ ୧୫ ରେ ସ୍ୱାଧୀନତା ଦିବସ ପାଳନ କରୁଥିବା ଭାରତ ଏକମାତ୍ର ଦେଶ ନୁହେଁ ।…

ଗୁରୁବାର ଦିନ ଦାନ କରନ୍ତୁ ଏହି ସବୁ ଜିନିଷ, ବଢିବ ମାନ ସମ୍ମାନ

ଗୁରୁବାର ବୃହସ୍ପତିଙ୍କୁ ସମର୍ପିତ । ଏହି ଦିନ ପୂଜା ଓ ଭକ୍ତିର ବିଶେଷ ମହତ୍ତ୍ୱ ରହିଛି। ବୃହସ୍ପତି ସୁଖୀ ହେଲେ ମନୁଷ୍ୟର ଜୀବନ ସୁଖ, ଶାନ୍ତି ଓ ସମ୍ପତ୍ତିରେ ପରିପୂର୍ଣ୍ଣ ହୋଇଥାଏ। ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ ଜିନିଷ ଦାନ କରିବା ଉଚିତ, ଯାହା ଭାଗ୍ୟ ଓ କର୍ମକୁ ମଜବୁତ କରିଥାଏ।…

ମହାକାଶରେ କାହାର ମୃତ୍ୟୁ ହେଲେ ଶରୀରର କ’ଣ ହେବ? ଜାଣନ୍ତୁ କ’ଣ କହୁଛି ନାସା

ମହାକାଶ ଯାତ୍ରା ଆଉ ବଡ଼ କଥା ହୋଇ ରହିନାହିଁ। ବ୍ଲୁ ଓରିଜିନ୍ ଓ ଭର୍ଜିନ୍ ଗାଲାକ୍ଟିକ୍ ଭଳି କମ୍ପାନି ସମେତ ଅନେକ କମ୍ପାନି ଲୋକଙ୍କୁ ମହାକାଶକୁ ଯାତ୍ରା କରାଉଛନ୍ତି। ତେବେ ମହାକାଶକୁ ମଣିଷ ପଠାଇବା ସହଜ ନୁହେଁ। ଏହା ବି ବିପଜ୍ଜନକ କାମ। କିନ୍ତୁ କ'ଣ ଆପଣ ଜାଣନ୍ତି ମହାକାଶରେ ମୃତ୍ୟୁ ଘଟିଲେ…

ଚନ୍ଦ୍ରରେ କିଭଳି ହୋଇଥାଏ ଭୂମି? ପୃଥିବୀଠାରୁ କେତେ ଭିନ୍ନ ହୋଇଥାଏ ସେଠାକାର ମାଟି ଏବଂ ବାୟୁମଣ୍ଡଳ ?

ଚନ୍ଦ୍ରଯାନ-୩ ଚନ୍ଦ୍ରର ଭୂମିର ଫଟୋ ସେୟାର କରିଛି, ଯାହାକୁ ଦେଖି ଆପଣ ଅନୁମାନ କରିପାରିବେ କି ଚନ୍ଦ୍ରର ଭୂମି କେମିତି ଅଛି । ତେବେ ଆସନ୍ତୁ ଜାଣିବା ଭାରତଠାରୁ ଏହି ଭୂମି କେତେ ଅଲଗା । ଆପଣ ଭାବୁଥିବେ ଚନ୍ଦ୍ରର ଭୁମି ମଧ୍ୟ ପୃଥିବୀ ସହ ସମାନ ହେବ, କିନ୍ତୁ ତାହା ନୁହେଁ । ସେଠାକାର…

ଚଞ୍ଚଳ ସ୍ୱଭାବର ହୋଇଥାନ୍ତି ‘ବି’ ଅକ୍ଷର ଥିବା ଲୋକମାନେ , ଜାଣନ୍ତୁ ସେମାନଙ୍କ ପ୍ରକୃତି ସହ ଜଡିତ କିଛି…

ଆମ ନାମର ପ୍ରଥମ ଅକ୍ଷର ଆମ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ବି ଅକ୍ଷରରୁ ଯେଉଁମାନଙ୍କ ନାମ ଆରମ୍ଭ ହୁଏ ସେମାନଙ୍କ ସଂଖ୍ୟା ୨, ବି ଅକ୍ଷରର ମାଲିକ ହେଉଛନ୍ତି ଚନ୍ଦ୍ର । ଚନ୍ଦ୍ରର ଶକ୍ତି ଆପଣଙ୍କୁ ସୃଜନଶୀଳ, କଳ୍ପନାତ୍ମକ, ସମ୍ବେଦନଶୀଳ, କଳାତ୍ମକ କରିଥାଏ । ବି ଅକ୍ଷର ଲୋକମାନେ ବହୁତ…