ଏହି ଛବିରେ ଲୁଚି ରହିଛନ୍ତି ତିନୋଟି ପଶୁ : କେବଳ ୧୦ ସେକେଣ୍ଡରେ ଖୋଜି ବାହାର କରିବାକୁ ଚ୍ୟାଲେଞ୍ଜ
ଆଜିକାଲି ସୋସିଆଲ ମିଡିଆରେ ଏକ ଚିତ୍ର ଭାଇରାଲ ହେଉଛି। ଏହି ଛବିରେ ତିନୋଟି ପଶୁ ଲୁଚି ରହିଛନ୍ତି ଯାହାକୁ ଆପଣଙ୍କୁ ଖୋଜିବାକୁ ପଡିବ | ଏହି ସମସ୍ତ ପ୍ରାଣୀଙ୍କୁ ଖୋଜିବା ପାଇଁ ଆପଣଙ୍କୁ ୧୦ ସେକେଣ୍ଡ ସମୟ ଅଛି | ବର୍ତ୍ତମାନ ଦେଖନ୍ତୁ ଏହି ସମୟ ସୀମା ମଧ୍ୟରେ ଆପଣ ପଶୁମାନଙ୍କୁ ପାଇପାରୁଛନ୍ତି…