ସାସମଙ୍ଗ୍ ପକ୍ଷରୁ ଭାରତରେ ଗାଲାକ୍ସି ଏସ୍୯+ର ସନରାଇଜ୍ ଗୋଲ୍ଠ ଏଡିସନ୍ ଉନ୍ମୋଚିତ


ସାମସଙ୍ଗ ପକ୍ଷରୁ ଏହାର ସର୍ବାଧିକ ବିକ୍ରି ହେଉଥିବା ଗାଲାକ୍ସି ଏସ୍୯+ ସ୍ମାର୍ଟଫୋନ୍କୁ ନୂଅା ସନ୍ରାଇଜ୍ ଗୋଲ୍ଡ ଏଡିସନ୍ରେ ଉନ୍ମୋଚନ କରାଯାଇଛି ୧୨୮ ଜିବି ମୋମରି ଭାରିଅାଂଟ୍ରେ ଉପଲବ୍ଧ ହେଉଥିବା ଏହି ସ୍ମାର୍ଟଫୋନ୍ ହେଉଛି ସାମସଙ୍ଗ୍ର ପ୍ରଥମ ଫୋନ୍ ଯାହାକୁ ସାଟିନ୍ ଗ୍ଲସ୍ ଫିନିସ୍ ପ୍ରଦାନ କରାଯାଇଛି ଏହା ସର୍ବାଧୁନିକ ଓ ଜୀବ‘ ଦେଖାଯାଉଛି ଯାହା ନୂଅା ପିଢ଼ିଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ଭାବେ ଉପସ୍ଥାପନ କରିବ
ମୋବାଇଲ୍ ଓ ଟିଭି ଭିତରେ ସଂପର୍କ ସ୍ଥାପନ କରିବା ପାଇଁ ଏଥିରେ ଟିଭି କଂଟ୍ରୋଲ୍ ଓ୍ୱିଜେଟ୍ ରହିଛି ଏଥିରେ ଥିବା ସ୍ମାର୍ଟ ଥିଙ୍ଗସ୍ ଅାପ୍କୁ ଚାଲୁ କରିବା ମାତ୍ରେ ଯଦି ଫୋନ୍ଟି ଟିଭି ପାଖାପାଖି ରହିିଛି ତେବେ ଏହା ଦୁଇ ପାଖିଅା ସ୍କ୍ରିନ୍ ମିରରିଂ ଓ ସାଉଣ୍ଡ୍ ମିରରିଂ ସୃଷ୍ଟି କରିବ ଟିଭି ଟୁ ଡିଭା ସ୍ ବିକଳ୍ପ ଚୟନ କରି ବ୍ୟବହାରକାରୀମାନେ ଘର ଭିତରେ ବିଚରଣ କରୁଥିବା ବେଳେ ନିଜ ଫୋନ୍ରେ ଟିଭି ପରଦାର ଚିତ୍ର ଦେଖିପାରିବେ ସେହିପରି ମୋବାଇଲ୍ ଗେମ୍କୁ ମଧ୍ୟ ସେମାନେ ଡିଭାଇସ୍ ଟୁ ଟିଭି ବିକଳ୍ପ ଚୟନ କରି ଟିଭିର ବଡ଼ ସ୍କ୍ରିନ୍ରେ ଖେଳିପାରିବେ ସାଉଣ୍ଡ୍କୁ ମଧ୍ୟ ସମାନ ଭାବେ ମୋବାଇଲ୍ ଓ ଟିଭି ଭିତରେ ଅଦଳବଦଳ କରିହେବ
ଏ ସଂପର୍କରେ ଅାଦିତ୍ୟ ବବର, ମହାପ୍ରବନ୍ଧକ, ସାମସଙ୍ଗ ଇଣ୍ଡିଅା କହିଛ‘ି ଯେ, ଅାମର ଗ୍ରାହକମାନେ ନିଜର ବ୍ୟକ୍ତିତ୍ୱ ଓ ଷ୍ଟାଇଲ୍କୁ ପ୍ରଯୁକ୍ତି ଜରିଅାରେ ପରିପ୍ରକାଶ କରିବାକୁ ଚାହୁଁଛ‘ି ଓ ପର୍ସନାଲାଇଜେସନ୍ରେ ରଙ୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ଗାଲାକ୍ସି ଏସ୍୯+ର ସନରାଇଜ୍ ଗୋଲ୍ଡ ଏଡିସନ୍ ଏହାର ରଙ୍ଗକୁ ସଂପ୍ରସାରିତ କରିଛି ଯାହା ଅାଧୁନିକ ଓ କ୍ଲାସିକ୍ ଲୁକ୍ ପ୍ରଦାନ କରୁଛି ଅାମର ମେକ୍ ଇନ୍ ଇଣ୍ଡିଅା ଅଭିଯାନରେ ଗ୍ରାହକମାନଙ୍କ ପାଇଁ ଅର୍ଥପୂର୍ଣ୍ଣ ନୂତନତ୍ୱ ଅାଣିବାର ପ୍ରୟାସ ସ୍ବରୂପ ଅାମେ ଖୁସିର ସହ ଘୋଷଣା କରୁଛୁ ଯେ ମୋବା ଇଲ୍ ଓ ଟିିଭି ମଧ୍ୟରେ ୟୁନିଫାଏଡ୍ ସମନ୍ବୟ ସମାଧାନ ପ୍ରଦାନ କରୁଛୁ
ସାମସଙ୍ଗ ଗାଲାକ୍ସି ଏସ୯+ ସନରାଇଜ୍ ଗୋଲ୍ଡ ଏଡିସନ୍ର ମୂଲ୍ୟ ୬୮,୯୦୦ ଟଙ୍କା ରହିିଛି ଏହା ଉପରେ ଓ୍ୱାନ୍-ଟାଇମ୍ ସ୍କ୍ରିନ୍ ରିପ୍ଲେସମେଂଟ୍ ଅଫର ରହିଛି ଓ ପେଟିଏମ୍ ମଲ୍ କିମ୍ବା ଅାଇସିଅାଇସିଅାଇ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ପେମେଂଟ୍ କଲେ ୯୦୦୦ ଟଙ୍କାର କ୍ୟାସବ୍ୟାକ୍ ମିଳିପାରିବ ଜୁନ୍ ୨୦ରେ ଏହା ଷ୍ଟୋର୍ରେ ଉପଲବ୍ଧ ହେବ ଗ୍ରାହକମାନେ ଫ୍ଲିପ୍କାର୍ଟ ଓ ସାମସଙ୍ଗ ସପ୍ରେ ଜୁନ୍ ୧୫ଠାରୁ ଏହାର ପ୍ରି-ବୁକିଙ୍ଗ କରିପାରିବେ


Share It

Comments are closed.