ଆସୁଛି ରେସ ୨ର ସିକ୍ୱେଲ ରେସ ୩


‘ରେସ’ ଫିଲ୍ମର ତୃତୀୟ ସିକ୍ୱେଲ ‘ରେସ ୩’ର ଫାଷ୍ଟ ପ୍ରୋମୋ ଜାରି ରହିଛି । ୧୩ ସେକେଣ୍ଡ ଭିଡିଓରେ ସଲମାନ ଖାନ ଦମଦାର ସ୍ୱର ସହିତ ‘ରେସ ୩’ର ଲୋଗ ନଜର ଆସିଛି । ଫିଲ୍ମରେ ଜ୍ୟାକଲିନ ଦର୍ଶକଙ୍କର ହାର୍ଟବିଟ ବଢାଇବାକୁ ପ୍ରସ୍ତୁତ ରହିଥିବା ବେଳେ ସଲମାନଙ୍କର ଦମଦାର ଫାଇଟିଂ ସହ ଜ୍ୟାକଲିନଙ୍କ ସହ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିବ । ଏହି ସିରିଜରେ ସଲମାନ ପ୍ରଥମ ଥର ନଜର ଆସିବେ । ଏଥିରେ ସଲାମାନ ସହ ଜ୍ୟାକଲିନ ମଧ୍ୟ ଦମଦାର ଆକ୍ସନ କରୁଥିବାର । ସମସ୍ତ ଆକସନ ସିନକୁ ଭଲ ଭାବରେ କରିବା ପାଇଁ ଜ୍ୟାକଲିନ ବହୁତ ପରିଶ୍ରମ କରିଛନ୍ତି । ‘କିକ ପରେ ସଲମାନ ଏବଂ ଜ୍ୟାକଲିନ ପୁଣି ଥରେ ଏହି ଫିଲ୍ମରେ ନଜର ଆସିବେ ’


Share It

Comments are closed.