ଭାରତୀୟ ଜିପିରେ ଦୃଢ଼ ପ୍ରଦର୍ଶନ ସହ ମିର୍ ପଂଚମ, ମାକ୍ୱେର୍ଜ୍ଙ୍କ ଚମତ୍କାର ପ୍ରତ୍ୟାବର୍ତନ
ଭୁବନେଶ୍ୱର: ପ୍ରଥମ ଭାରତୀୟ ଗ୍ରାଣ୍ଡ ପ୍ରିକ୍ସ ଜୋଆନ୍ ମିର୍ଙ୍କ ପାଇଁ ବେଶ ଫଳପ୍ରଦ ସାବ୍ୟସ୍ତ ହୋଇଛି । ସେହିପରି ହୋଣ୍ଡା ଆର୍ସି୨୧୩ଭିରେ ମାର୍କ ମାକ୍ୱେର୍ଜ୍ ସଫଳ ପ୍ରତ୍ୟାବର୍ତନ କରି ଆଗୁଆ ପୋଡିୟମ୍ ଦଖଲ କରିବା ଲାଗି ଚ୍ୟାଲେଞ୍ଜ ସୃଷ୍ଟି କରିବା ସହ ସଫଳ ପ୍ରତ୍ୟାବର୍ତନ କରିଛନ୍ତି ।
ଚତୁର୍ଥ ସ୍ଥାନରୁ ରେସ୍ ଆରମ୍ଭ କରିଥିବା ମିର୍ଙ୍କ ଉପରେ ସମସ୍ତଙ୍କ ନଜର ଥିଲା । ଆହତ କାରଣରୁ ମାରିନି ରେସ୍ରୁ ଓହରିଯାଇଥିଲେ । କ୍ୱାର୍ଟାରାରୋଙ୍କ ସହ ମିର୍ ମିଳିତ ଭାବେ ପଂଚମ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ରହିଛନ୍ତି ବ୍ରାଡ ବାଇଣ୍ଡର ।
ମିର୍ଙ୍କ ପଛରେ ରେସ୍ କରୁଥିବା ବ୍ରାଡ ବାଇଣ୍ଡର ଅଳ୍ପ ସେକେଣ୍ଡ୍ ମଧ୍ୟରେ ପଂଚମ ସ୍ଥାନରେ ରହି ରେସ୍ ଶେଷ କରିଥିଲେ । ହୋଣ୍ଡା ଚାଳକ ଭାବେ ମିର୍ଙ୍କ ଏହା ସବୁଠୁ ଭଲ ପ୍ରଦର୍ଶନ ଓ ତାହା ହେଉଛି ତାଙ୍କର ଓ ଟିମ୍ର ଅକ୍ଳାନ୍ତ ପରିଶ୍ରମର ଫଳ । ହୋଣ୍ଡାର ନିଜସ୍ୱ କ୍ଷେତ୍ର ଭାବେ ପରିଚିତ ମୋଟେଗିରେ ମିର ତାଙ୍କର ଆଗାମୀ ରେସ୍ କରିବେ ।
ଆରମ୍ଭରୁ ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ରେସ୍ରେ ଆଗକୁ ବଢ଼ିଥିବା ମାକ୍ୱେର୍ଜ୍ ଅଳ୍ପ ସମୟ ଭିତରେ ଶ୍ରେଷ୍ଠ ତିନି ଜଣଙ୍କ ମଧ୍ୟରେ ପହଂଚିଥିଲେ । ମାର୍ଟିନ୍ ଓ ବାଗନାଇଆଙ୍କଠାରୁ ତାଙ୍କୁ କଡ଼ା ପ୍ରତିଦ୍ୱନ୍ଦ୍ୱିତା ସାମ୍ନା କରିବାକୁ ପଡ଼ିଥିଲା । ପଂଚମ ଲ୍ୟାପ୍ରେ ସେ ତଳେ ପଡ଼ିଯାଇଥିଲେ । କିନ୍ତୁ ମାତ୍ର ଆଠ ସେକେଣ୍ଡ୍ ଭିତରେ ସେ ପୁଣି ପ୍ରତ୍ୟାବର୍ତନ କରି ୧୬ତମରୁ ରେସ୍ ଆଗକୁ ବଢ଼ାଇଥିଲେ । ଲ୍ୟାପ୍ ୧୪ ମଧ୍ୟରେ ସେ ଶ୍ରେଷ୍ଠ ୧୦ ଭିତରେ ପହଂଚି ଯାଇଥିଲେ । ଆଠ ଥର ବିଶ୍ୱ ଚମ୍ପିଆନ୍ ହୋଇଥିବା ମାକ୍ୱେର୍ଜ୍ ନବମ ସ୍ଥାନରେ ପହଂଚିଯାଇଛନ୍ତି ।
ରେପ୍ସଲ୍ ହୋଣ୍ଡା ଟିମ୍ ଏବେ ଜାପାନ ଗସ୍ତ କରି ସେଠାରେ ମୋଟେଗି ସର୍କିଟ୍ରେ ରେସ୍ କରିବ ।
ମାର୍କ ମାକ୍ୱେର୍ଜ୍ କହିଛନ୍ତି ଯେ, “ଯଦି ଆପଣ ରେସ୍ର ଫଳାଫଳକୁ ଦେଖିବେ ଏବଂ ନବମ ସ୍ଥାନରୁ ଆପଣ ସମ୍ପୂର୍ଣ୍ଣ କାହାଣୀ ଜାଣିପାରିବେନି । ମାତ୍ର ଦୁର୍ଘଟଣାଗସ୍ତ ହେବା ଦୃଷ୍ଟିରୁ ଏହା ଏକ ସ୍ୱାଭାବିକ ଫଳ । ରେସ୍କୁ ଫେରିବା ପରେ ମୁଁ ପେକୋ ଓ ମାର୍ଟିନଙ୍କ ତ୍ରୁଟି ଉପରେ ଧ୍ୟାନ ଦେଇଥିଲି ଓ ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲି । ସେହିଠାରେ ମୁଁ ଭୁଲ କରିଥିଲି । ଆମର ସମ୍ପୂର୍ଣ୍ଣ ଧାନ ରେସ୍ ଶେଷ କରିବା ଉପରେ ରହିବାର ଥିଲା । ଏହି ସପ୍ତାହରେ ମୋଟାମୋଟି ଭାବେ ଯାହା ମିଳିଲା ସେଥିରେ ଆମେ ଖୁସି ।’’
ଜୋଆନ୍ ମିର୍ କହିଛନ୍ତି ଯେ ଆଜିର ରେସ୍ ବହୁତ ଭଲ ଥିଲା । ପଂଚମ ସ୍ଥାନରେ ରହିବା ସହ ପ୍ରଦର୍ଶନକୁ ନେଇ ମୁଁ ବହୁତ ଖୁସି । ଟିମ୍ ଓ ମୁଁ ବାଇକ୍କୁ ଭଲ ଭାବେ ବୁଝିପାରିଛୁ । ରେସ୍ ଶେଷ ଆଡ଼କୁ ଛୋଟ କାରଣ ପାଇଁ ମୁଁ ଫାବିଓଙ୍କଠାରୁ ପଛରେ ରହିଗଣି । ମୁଁ ଭାରତରେ ମୋ ରେସ୍କୁ ଉପଭୋଗ କରିଛି । ସେହି ସଫଳତାକୁ ଜାପାନରେ ଦୋହରାଇବି ।’’
Pos. |
Rider |
Num |
Nation |
Points |
Team |
Constructor |
Time/Gap |
1 |
BEZZECCHI Marco |
72 |
ITA |
25 |
Mooney VR46 Racing Team |
Ducati |
36’59.157 |
2 |
MARTIN Jorge |
89 |
SPA |
20 |
Pramac Racing |
Ducati |
8.649 |
3 |
QUARTARARO Fabio |
20 |
FRA |
16 |
Monster Energy Yamaha MotoGP |
Yamaha |
8.855 |
4 |
BINDER Brad |
33 |
RSA |
13 |
Red Bull KTM Factory Racing |
KTM |
12.643 |
5 |
MIR Joan |
36 |
SPA |
11 |
Repsol Honda Team |
Honda |
13.214 |
6 |
ZARCO Johann |
5 |
FRA |
10 |
Pramac Racing |
Ducati |
14.673 |
7 |
MORBIDELLI Franco |
21 |
ITA |
9 |
Monster Energy Yamaha MotoGP |
Yamaha |
16.946 |
8 |
VINALES Maverick |
12 |
SPA |
8 |
Aprilia Racing |
Aprilia |
17.191 |
9 |
MARQUEZ Marc |
93 |
SPA |
7 |
Repsol Honda Team |
Honda |
19.118 |
10 |
FERNANDEZ Raul |
25 |
SPA |
6 |
RNF MotoGP Team |
Aprilia |
26.504 |
11 |
NAKAGAMI Takaaki |
30 |
JPN |
5 |
LCR Honda |
Honda |
28.521 |
12 |
OLIVEIRA Miguel |
88 |
POR |
4 |
RNF MotoGP Team |
Aprilia |
29.088 |
13 |
ESPARGARO Pol |
44 |
SPA |
3 |
Tech3 GASGAS Factory Racing |
KTM |
29.728 |
14 |
MILLER Jack |
43 |
AUS |
2 |
Red Bull KTM Factory Racing |
KTM |
31.324 |
15 |
BRADL Stefan |
6 |
GER |
1 |
LCR Honda |
Honda |
35.782 |
16 |
PIRRO Michele |
51 |
ITA |
0 |
Ducati Lenovo Team |
Ducati |
49.242 |
17 |
DI GIANNANTONIO Fabio |
49 |
ITA |
DNF |
Team Gresini Racing MotoGP |
Ducati |
DNF |
18 |
BAGNAIA Francesco |
1 |
ITA |
DNF |
Ducati Lenovo Team |
Ducati |
DNF |
19 |
ESPARGARO Aleix |
41 |
SPA |
DNF |
Aprilia Racing |
Aprilia |
DNF |
20 |
FERNANDEZ Augusto |
37 |
SPA |
DNF |
Tech3 GASGAS Factory Racing |
KTM |
DNF |
Comments are closed.