ଆଥିୟା ସେଟ୍ଟୀଙ୍କ ପାଇଁ ସ୍ପେଶିଆଲ ବାର୍ଥଡେ ୱିଶ ଲେଖି ଇନଷ୍ଟାରେ ସେୟାର କଲେ କ୍ରିକେଟର କେଏଲ ରାହୁଲ


ଭାରତୀୟ ଟିମ୍‌ର ଖେଳାଳୀ କେ.ଏଲ. ରାହୁଲ ସୁନିଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀଙ୍କୁ ଡେଟ୍‌ କରୁଛନ୍ତି । ହେଲା ଏହା ସମସ୍ତେ ଜାଣିଛନ୍ତି କି ଦୁହେଁ ଏକାଠି ବୁଲୁଛନ୍ତି ଦୁହିଁଙ୍କୁ ଏକାଠି ପ୍ରାୟତଃ ସ୍ପଷ୍ଟ ମଧ୍ୟ କରା ଯାଉଛି । ଏହା ଏହା ପୂର୍ବରୁ କ୍ରିକେଟ ଦଳ ୟୁଏଇ ଯାଇଥିବା ବେଳେ ଆଥିଆ ମଧ୍ୟ ଯାଇଥିଲେ । ଦୁହେଁ ଖୋଲା ଖୋଲି ଭାବେ ଫଟୋ ସେୟାର କରୁଛନ୍ତି ।


ହେଲେ ଆଜି ଆଥିଆ ସେଟ୍ଟୀଙ୍କ ଜନ୍ମ ଦିନ ଅବସରରେ କେ.ଏଲ ରାହୁଲ ତାଙ୍କ ଖାସ୍‌ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି । ଯାହାକି ଏହି ପୋଷ୍ଟରେ କେବଳ ପ୍ରେମ ଦେଖା ଯାଇଥିବା ବେଳେ ଖୁବ୍‌ ଭାଇରାଲ୍‌ ହେଉଛି । ଯେଉଁଥିରେ ଲେଖାଯାଇଛି କି, ଏହି ପୋଷ୍ଟରେ ସେ ଲେଖିଛନ୍ତି କି ହାପି ବାର୍ଥ ଡେ ମାଇଁ ଲଭ…

ଦୁହେଁ ତାଙ୍କ ସମ୍ପର୍କକୁ ନେଇ କୌଣସି ଘୋଷଣା କରିନଥିବା ବେଳେ ଫଟୋ ସେୟାର କରିଥାନ୍ତି । କିନ୍ତୁ କୁହାଯାଉଛି କି ଦୁହେଁ ଭଲ ବନ୍ଦୁ । ହେଲେ ବର୍ତ୍ତମାନ ସେ ଯାହା ଖାସ ନୋଟ୍‌ରେ ଲେଖିଛନ୍ତି ତାହା ତାଙ୍କ ସମ୍ପର୍କ ବନ୍ଧୁ ନୁହେଁ ବରଂ ପ୍ରେମ ଆଡକୁ ଟାଣି ନେଇଛି। ଯାହା ଏବେ କ୍ରିକେଟ ଜଗତରେ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାର ବିଷୟ ପାଲଟିଛି ।


Share It

Comments are closed.