ଆପଲ ଜୁସ ପିଅନ୍ତୁ ଏବଂ ଶରୀରରୁ ଦୂର କରନ୍ତୁ ବିଭିନ୍ନ ପ୍ରକାରର ରୋଗ –


ଇଂରାଜୀରେ ଏକ ପ୍ରୋ ର୍ଭବ ରହିଛି ଆପଲ ଏ ଡେ କିପସ ଦ ଡକ୍ଟର ଆଉଏ । ପ୍ରତିଦିନ ଆପଲ ଏବଂ ଆପଲ ଜୁସ ପିଉଥିବା ଲେକେ ସର୍ବଦା ଫିଟ ଏବଂ ସୁସ୍ଥ ରହିଥାନ୍ତି । ନିୟମିତ ଆପଲ ଜୁସର ସେବନ ଦ୍ୱାରା ଧମନୀରୁ ହାର୍ଟ ପର୍ୟ୍ୟନ୍ତ ରକ୍ତ ସଂଚାଳନ ସଠିକ ହୋଇଥାଏ । ଆପଲ ଜୁସ ମଧ୍ୟ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ନିୟମିତ ଆପଲ ଜୁସ ପିଇବା ଦ୍ୱାରା କଣ କଣ ଫାଇଦା ମିଳିଥାଏ  . . . . .

୧.   ହୃଦୟକୁ ସୁସ୍ଥ ରଖିଥାଏ ।

୨.   ଆସ୍ଥମାରୁ ର କ୍ଷା କରିଥାଏ ।

୩.   କୋଲେଷ୍ଟ୍ରଲ ସ୍ତର କମ କରିଥାଏ ।

୪.   ଲିଭରକୁ ସଫା କରିଥାଏ ।

୫.   କ୍ୟାନସର ପରି ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।

୬.   ହାଡ ଶକ୍ତ କରିଥାଏ ।

୭.   ଆଖି ପାଇଁ ଏହା ଉପକାରୀ ହୋଇଥାଏ ।


Share It

Comments are closed.