Browsing Category

ମନୋରଞ୍ଜନ

ଡଟ୍ ଫେଷ୍ଟ୍‌ର ୬ଷ୍ଠ ଦିନରେ ସୁନୀଲ ଗ୍ରୋବରଙ୍କ ସହିତ ଲାଫ୍ଟର ରାଇଡ୍‌ର ମଜା ଉଠାଇଲେ ଦର୍ଶକ

ଭୁବନେଶ୍ୱର, ୨୦ ଜାନୁଆରୀ ୨୦୨୩:  ପୂର୍ବ ଦିନଗୁଡିକର ସଫଳତାକୁ ପରେ ଡଟ୍ ଫେଷ୍ଟ୍‌ର ୬ଷ୍ଠ ଦିନରେ ମଧ୍ୟ ବିପୁଳ ଜନସମାବେଶ ଦେଖିବାକୁ ମିଳିଛି । ଏହି ସଂନ୍ଧ୍ୟାରେ ଜଣାଶୁଣା ହାସ୍ୟ ଅଭିନେତା ସୁନୀଲ ଗ୍ରୋବରଙ୍କ ଲାଫ୍ଟର ମନୋରଞ୍ଜନକୁ ଭରପୁର ଉପଭୋଗ କରିଛନ୍ତି ଦର୍ଶକ । ଏହି ଦିନ ୧୬,୦୦୦ ରୁ…

ପ୍ରେମିକା ଟିନା ଥଡାନୀଙ୍କ ସହ ନଜର ଆସିଲେ ହନି ସିଂହ

ଆପଣଙ୍କ ପ୍ରିୟ ବଲିଉଡ ଗାୟକ ହନି ସିଂହଙ୍କୁ ( Honey singh ) ନେଇ ଏବେ ଖୁବ ଚର୍ଚ୍ଚା । ସଙ୍ଗୀତପ୍ରେମୀ ହନି ସିଂହଙ୍କ ଗୀତକୁ ଖୁବ ପସନ୍ଦ କରନ୍ତି । ତାଙ୍କ ନୂଆ ଗୀତ ଆସିବାକୁ ମଧ୍ୟ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି । ହନି ସିଂହଙ୍କ ନୂଆ ଗୀତ (New song ) ରିଲିଜ ହେବାମାତ୍ରେ…

୨୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଫିଲ୍ମ ‘ପଠାନ’: କିନ୍ତୁ ଏଥିପାଇଁ ଶାହାରୁଖ ଖାନଙ୍କ ଫିସ…

ବଲିଉଡ ଅଭିନେତା ଶାହାରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ପଠାନ ଜାନୁଆରୀ ୨୫ ରେ ରିଲିଜ ହେବାକୁ ଯାଉଛି। ଫିଲ୍ମର ଗୀତଠାରୁ ଆରମ୍ଭ କରି ଟ୍ରେଲର ପର୍ଯ୍ୟନ୍ତ ରିଲିଜ୍ ହୋଇଛି, ଯେଉଁଥିରେ ଫିଲ୍ମ ଦେଖିବା ପାଇଁ ପ୍ରଶଂସକଙ୍କ ଆଗ୍ରହ ବଢୁଛି | ଅନ୍ୟପକ୍ଷରେ, ଯଦି ଆମେ ଟ୍ରେଲର ବିଷୟରେ କଥା…

ମହେଶ ଭଟ୍ଟଙ୍କ କରାଗଲା ହାର୍ଟ ସର୍ଜରୀ, ଜାଣନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସଂପୂର୍ଣ୍ଣ ଖବର

ବଲିଉଡର ଜଣାଶୁଣା ଫିଲ୍ମ ମେକର ମହେଶ ଭଟ୍ଟ । ବର୍ତ୍ତମାନେ ମହେଶ ଭଟ୍ଟଙ୍କୁ ନେଇ ଏକ ବଡ ଅପଡେଟ ସାମ୍ନାକୁ ଆସିଛି । ନିକଟରେ ମହେଶ ଭଟ୍ଟଙ୍କ ହାର୍ଟ ସର୍ଜରୀ କରାଯାଇଛି। ଏବଂ କୁହାଯାଉଛି କି ତାଙ୍କର ଏନଜିଓପ୍ଲାଲ୍ଟି (angioplasty) କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ଚାରି ଦିନ…

ଶାସ୍ତ୍ରୀୟ ସଙ୍ଗୀତର ଯାଦୁ ସୃଷ୍ଟି କରିଛି ଡଟ୍ ଫେଷ୍ଟ୍‌ର ୫ମ ଦିନ

ଡଟ୍ ଫେଷ୍ଟ୍‌ର ୫ମ ଦିନରେ ଶାସ୍ତ୍ରୀୟ ସଙ୍ଗୀତର ଆସରକୁ ଉପଭୋଗ କରିବା ପାଇଁ ୧୨୦୦୦ରୁ ଅଧିକ ଉତ୍ସାହଜନକ ଦର୍ଶକଙ୍କୁ ଦେଖିବାକୁ ମିଳିଥିଲା । ୫ମ ଦିନରେ କିମ୍ବନ୍ଦନ୍ତୀ ସଙ୍ଗୀତଜ୍ଞ, ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ଚିତାକର୍ଷକ ପ୍ରଦର୍ଶନ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିପାରିଥିଲା । ଏହା…

ମିସକ୍ୟାରେଜ ଯୋଗୁଁ ରାକ୍ଷୀ ସାୱନ୍ତଙ୍କ ଭାଙ୍ଗିଲା ମା’ ହେବାର ଆଶା !

ସବୁବେଳେ ସମସ୍ତଙ୍କୁ ହସାଉଥିବା ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ (Rakhi Sawant) ଆଜିକାଲି ବହୁତ ଯନ୍ତ୍ରଣା ମଧ୍ୟ ଦେଇ ଗତି କରୁଛନ୍ତି । ଗୋଟିଏ ପଟେ ରାକ୍ଷୀ ସାୱନ୍ତ (Rakhi Sawat) ଙ୍କ ମା' ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ଅନ୍ୟପଟେ, ଆଦିଲ ଖାନ (Adil Khan) ଙ୍କ ସହ ତାଙ୍କର ବିବାହ…

ଓଡିଆ ସ୍ୱାଦ ସହ ଭୁବନେଶ୍ୱରବାସୀଙ୍କୁ ଉତ୍ସାହିତ କରିଛି ୪ର୍ଥ ଦିନ

ଭୁବନେଶ୍ୱର : ସହରର ଉତ୍ସବ ଜାରି ରହିଥିବା ବେଳେ ଡଟ୍ ଫେଷ୍ଟ୍‌ର ୪ର୍ଥ ଦିନରେ ଆଜି ‘ଚକ୍ ଦେ ଓଡିଶା’ ବିଷୟବସ୍ତୁ ସହ ଓଡିଶା କଣ୍ଠ ଶିଳ୍ପୀମାନଙ୍କ ଚମକପ୍ରଦ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୪ର୍ଥ ଦିନରେ ସ୍ଥାନୀୟ ଲୋକମାନେ ସେମାନଙ୍କର ପ୍ରିୟ ସଙ୍ଗୀତଜ୍ଞଙ୍କ ପ୍ରଦର୍ଶନକୁ ଉପଭୋଗ କରିଛନ୍ତି …

ଇସଲାମ ଗ୍ରହଣ କରିଥିବାର ସତ ମାନିଲେ ରାକ୍ଷୀ ସାୱନ୍ତ, ଦେଖନ୍ତୁ ଭିଡିଓ

ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ (Rakhi Sawant) କହିଛନ୍ତି ଯେ ବର୍ତ୍ତମାନ ସେ ବିବାହିତ ଏବଂ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀ (Adil Khan Durrani)। ହେଲେ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି କିଛି ଭିନ୍ନ କାହାଣୀ। ରାକ୍ଷୀଙ୍କ ବ୍ୟକ୍ତିଗତ ଜୀବନ ଅତୀତରେ ମଧ୍ୟ ବିବାଦ ଲାଗି…

ଓଡିଶା ଆସୁଛନ୍ତି କୈଳାସ ଖେର

ହକି ବିଶ୍ୱକପ୍ ପାଇଁ ଉଠୁଛି ପଡୁଛି ସାରା ଓଡିଶା । ଉପକୂଳ ଓଡିଶା ଠାରୁ ଆରମ୍ଭ କରି ପଶ୍ଚିମ ଓଡିଶାରେ ହକ ଫିଭର । ୧୧ ତାରିଖରେ କଟକରେ ଆୟୋଜିତ ହୋଇଥିଲା ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ । ଏଥିରେ ବଲିଉଡର ହଟ୍ ଗାର୍ଲ ଦିଶା ପାଟାନୀଙ୍କ ସମେତ ରଣବୀର କପୁର ମଧ୍ୟ ନିଜର ଧମାକାଦର ଡାନ୍ସ…

ଡଟ୍ ଫେଷ୍ଟ୍‌ର ୩ୟ ଦିନରେ ନନ୍‌ଷ୍ଟପ୍ ମନୋରଞ୍ଜନ ସହରର ଉତ୍ସାହ ବୃଦ୍ଧି କରିଛି

ଡଟ୍ ଫେଷ୍ଟ୍ ନିଃସନ୍ଦେହରେ ଭୁବନେଶ୍ୱରବାସୀଙ୍କୁ ଏକ ଉତ୍ସାହଜନକ ଯାତ୍ରାରେ ଆଣିଛି । କାର୍ଯ୍ୟକ୍ରମର ପ୍ରଥମ ଦୁଇ ଦିନରେ ବହୁସଂଖ୍ୟକ ସ୍ଥାନୀୟ ବାସିନ୍ଦା ଓ ଅତିଥିମାନେ ଯୋଗ ଦେଇଥିବାବେଳେ ୩ୟ ଦିନରେ  ପ୍ରାୟ ୧୧୦୦୦ ସ୍ଥାନୀୟ ଲୋକେ ଓ ପରିଦର୍ଶକ ଯୋଗ ଦେଇଥିଲେ । ଡଟ୍ ଫେଷ୍ଟ୍‌ର ୩ୟ…