Browsing Category
ମନୋରଞ୍ଜନ
ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ନିଜ ଘର ବାହାରେ ଅପମାନିତ ହେଉଥିବା ଦେଖି ଦୁଃଖ ପ୍ରକାଶ କଲେ କଙ୍ଗନା ରଣାୱତ
ନୱାଜୁଦ୍ଦିନ ସିଦ୍ଦିକି ଏବଂ ତାଙ୍କ ପତ୍ନୀ ଆଲିଆଙ୍କ ମଧ୍ୟରେ ଝଗଡ଼ା ବହୁତ ଆଗକୁ ବଢିଯାଇଛି। ଆଲିଆ ଗୁପ୍ତରେ ନୱାଜଙ୍କ ଏକ ଭିଡିଓ ସୁଟ କରିଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗରେ କଙ୍ଗନା ରଣାୱତଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଯେ ନୱାଜଙ୍କ ଏହି ଅବସ୍ଥା ଦେଖି ତାଙ୍କୁ କାନ୍ଦ ଆସୁଛି।…
ଏମସି ଷ୍ଟାନ ବିଗବସ ସିଜନ୍ ୧୬ର ବିଜେତା ହେବାକୁ ନେଇ କ୍ରୋଧିତ ହେଲେ ୟୁଜର: କହିଲେ ସିଜନର ଜଣେ ଅଯୋଗ୍ୟ ବିଜେତା
୧୯ ସପ୍ତାହ ଅପେକ୍ଷା କରିବା ପରେ ଦେଶର ସବୁଠୁ ବଡ ରିଅଲିଟି ସୋ ଏହାର ବିଜେତା ଘୋଷଣା କରିଛି | 'ବସ୍ତି କେ ହସ୍ତି' ଏମସି ଷ୍ଟାନ୍ ବିଗ୍ ବସ୍ ୧୬ ଟ୍ରଫି ଜିତିଛନ୍ତି | କେହି ଭାବିନଥିଲେ ଯେ ଫାଇନାଲରେ ଶିବ ଠାକରେ ଏବଂ ପ୍ରିୟଙ୍କା ଚହର ଚୌଧୁରୀଙ୍କୁ ପରାସ୍ତ କରି ଏମସି ଷ୍ଟାନ ଏହି ସୋ ଜିତିବେ।…
ନୃତ୍ୟଧାମର ଷଷ୍ଠ ସର୍ବଭାରତୀୟ ନୃତ୍ୟ ପର୍ବ ଉଦ୍ଯାପିତ
ଭୁବନେଶ୍ୱର: ଭୁବନେଶ୍ୱରର ଓଡ଼ିଶୀ ରିସର୍ଚ୍ଚ ସେଂଟର ଠାରେ ଅନୁଷ୍ଠିତ ନୃତ୍ୟଧାମର ଷଷ୍ଠ ସର୍ବଭାରତୀୟ ଶାସ୍ତ୍ରୀୟ ନୃତ୍ୟପର୍ବ ଏବଂ ଗୁରୁ ନମନ ନୃତ୍ୟ ଓ ସଂଗୀତ ଉତ୍ସବ ୨୦୨୩ର ଦ୍ୱିତୀୟ ସଂନ୍ଧ୍ୟା ଆଜି ବେଶ ଉତ୍ସାହର ସହ ଉଦ୍ଯାପିତ ହୋଇଛି । ଉତ୍ସବର ଦ୍ୱିତୀୟ ସଂନ୍ଧ୍ୟାରେ କଲିକତାରୁ ଆସିଥିବା…
ଡଟ୍ ଫେଷ୍ଟର ଦ୍ୱିତୀୟ ସଂସ୍କରଣ ହର୍ସୋଲ୍ଲାସର ସହ ସମାପ୍ତ
୨୦୨୩ ହକି ବିଶ୍ୱକପ୍ ପୃଷ୍ଠଭୂମିରେ ଅନୁଷ୍ଠିତ ଡଟ୍ ଫେଷ୍ଟର ଦ୍ୱିତୀୟ ସଂସ୍କରଣ ରବିବାର ସମାପ୍ତ ହୋଇଛି । ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଆୟୋଜିତ ସାଂସ୍କୃତିକ, ସଙ୍ଗୀତ, ଖାଦ୍ୟ ଏବଂ କାହାଣୀ ଉତ୍ସବରେ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଅଂଶଗ୍ରହଣ କରିଥିଲେ…
ତୃତୀୟ ଦିନରେ ବି ‘ପଠାନ’ର ଜବରଦସ୍ତ ରୋଜଗାର: ଅତିକ୍ରମ କଲା ୧୫୦ କୋଟି
ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶିତ ଶାହରୁଖ ଖାନଙ୍କ ଆକ୍ସନ୍ ପ୍ୟାକ୍ ଫିଲ୍ମ 'ପଠାନ୍' ପ୍ରଥମ ଦିନରୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ଗ୍ରହଣ କରୁଛି। ପ୍ରଥମ ଦିନରେ ନିଜେ କିଙ୍ଗ ଖାନଙ୍କ ପ୍ରତ୍ୟାବର୍ତ୍ତନ ଚଳଚ୍ଚିତ୍ର ଏବଂ ଦ୍ୱିତୀୟ ଦିନରେ 'ପଠାନ' ବକ୍ସ ଅଫିସରେ୧୦୦ କୋଟି ଟଙ୍କାର ମାର୍କ ଅତିକ୍ରମ…
ଡଟ୍ ଫେଷ୍ଟ୍ର ୧୧ତମ ଦିନରେ ଫ୍ଲି ମାର୍କେଟ୍ରେ ଭିଡ ଜମିଲା
ଭୁବନେଶ୍ୱରର ଡଟ୍ ଫେଷ୍ଟ୍ ମହୋତ୍ସବର ଅଂଶ ଭାବେ ସ୍ଥାପିତ ହୋଇଥିବା ନାଇଟ୍
ବାଜାର୍ରେ ୫୦୦୦ରୁ ଅଧିକ ଲୋକ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀଗୁଡିକୁ କ୍ରୟ
କରିଥିଲେ
ଭୁବନେଶ୍ୱର, ୨୫ ଜାନୁଆରୀ ୨୦୨୩: ଗତକାଲି ଫାଇନାଲ ଭୁବନେଶ୍ୱର ଲାଇଭ୍ କନ୍ସର୍ଟ
ଲାଇଭ୍ ସଙ୍ଗୀତ ପ୍ରଦର୍ଶନ ସହ ଶେଷ…
ଦ୍ୱାଦଶ ଭୁବନେଶ୍ୱର ଭାରତୀୟ ସିନେମା ଉତ୍ସବ (ଆଇଏଫ୍ଏଫ୍ବି)ରେ ୪୩ଟି ସିନେମା ପ୍ରଦର୍ଶିତ ହେବ
ଭୁବନେଶ୍ୱର: ଭୁବନେଶ୍ୱର ଭାରତୀୟ ସିନେମା ଉତ୍ସବ (ଆଇଏଫ୍ଏଫ୍ବି)ର ଦ୍ୱାଦଶ ସଂସ୍କରଣ ଜାନୁଆରି ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଓଡ଼ିଶାୀ ଡ୍ୟାନ୍ସ ରିସର୍ଚ ସେଂଟର୍ରେ ଚାଲିବ । ଏହି ବହୁ ପ୍ରତିକ୍ଷୀତ ସିନେମା ଉତ୍ସବରେ ଗୋଟିଏ ଛାତତଳେ ଅନେକ କାହାଣୀ ବର୍ଣ୍ଣନା କରାଯିବ ଯାହା ଦେଶର…
ଡଟ୍ ଫେଷ୍ଟ୍ର ୯ମ ଦିନରେ ଫ୍ୟୁଜନ୍ ଟ୍ରାକକୁ ମନଖୋଲି ଉପଭୋଗ କଲେ ଭୁବନେଶ୍ୱରବାସୀ
ଭୁବନେଶ୍ୱର: ସିଦ୍ଧାର୍ଥ ମହାଦେବନ, ଶିବମ୍ ମହଦେବନ୍, ଶ୍ରୀନିଧି ଘଟାଟେ ଓ ଅସିମା ପଣ୍ଡାଙ୍କ ଦ୍ୱାରା ପ୍ରଦର୍ଶିତ ଫ୍ୟୁଜନ୍ ଫିଏଷ୍ଟାକୁ ଉପଭୋଗ କରିବା ପାଇଁ ଡଟ୍ ଫେଷ୍ଟ୍ର ୯ମ ଦିନରେ ଭୁବନେଶ୍ୱରର କୋଣଅନୁକୋଣରୁ ୧୫୦୦୦ରୁ ଅଧିକ ଲୋକ ଇଡ୍କୋ ପ୍ରଦର୍ଶନୀ ପଡିଆଠାରେ ଏକତ୍ରିତ ହୋଇଥିଲେ । ଏହି…
ଡଟ୍ ଫେଷ୍ଟ୍ର ୮ମ ଦିନରେ ପୁରୁଣା ଦିନର ଅନୁଭୂତି ତାଜାକଲେ ଉଦିତ୍ ନାରାୟଣ ଓ ଅଲ୍କା ୟାଗ୍ନିକ୍
ଡଟ୍ ଫେଷ୍ଟ୍ର ୨ୟ ସପ୍ତାହ ଖାଦ୍ୟ, ଲାଇଭ୍ ମ୍ୟୁଜିକ୍ ଓ ସାଂସ୍କୃତିକ ପ୍ରଦର୍ଶନଗୁଡିକର ସ୍ୱତନ୍ତ୍ର ସମ୍ମିଶ୍ରଣ ସହିତ ରେକର୍ଡ ସଂଖ୍ୟକ ଦର୍ଶକଙ୍କୁ ଆକର୍ଷିତ କରିଛି । ଏହି ଉତ୍ସବର ୮ମ ଦିନରେ ୧୯୦୦୦ରୁ ଅଧିକ ଲୋକ ଇଡ୍କୋ ପ୍ରଦର୍ଶନୀ ପଡିଆରେ ‘ସୁହାନା ସଫର୍’ ମ୍ୟୁଜିକାଲ କନ୍ସର୍ଟରେ ଯୋଗ …
ଡଟ୍ ଫେଷ୍ଟ୍ର ୭ମ ଦିନରେ ଅମିତ୍ ତ୍ରିବେଦୀଙ୍କ ରୋମାଂଟିକ୍ ଗୀତରେ ଝୁମିଲା ଭୁବନେଶ୍ୱର
ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଡଟ୍ ଫେଷ୍ଟ୍କୁ ଇତିମଧ୍ୟରେ ସପ୍ତାହେ ବିତିଲାଣି, କିନ୍ତୁ ଆଜି ୭ମ ଦିନରେ ମଧ୍ୟ ଲୋକଙ୍କ ମଧ୍ୟରେ ସମାନ ଉତ୍ସାହ ଦେଖିବାକୁ ମିଳିଛି । ଏଥିରେ ୨୦,୦୦୦ରୁ ଅଧିକ ସ୍ଥାନୀୟ ବାସିନ୍ଦା ଓ ପରିଦର୍ଶକଙ୍କ ଆଗମନ ଦେଖିବାକୁ ମିଳିଛି । ୭ମ ଦିନରେ …