Browsing Category

ଖବର

ଅଭିଷେକ ଓ ଧୋନୀଙ୍କ ନାମରେ ବଡ଼ ଧରଣର ସାଇବର ଠକେଇ

ଦିଲ୍ଲୀରେ ଏକ ସାଇବର କ୍ରାଇମ ଗ୍ୟାଙ୍ଗର ଖୁଲାସା କରିଛି ପୋଲିସ । ଏହି ଗ୍ୟାଙ୍ଗ ବଲିଉଡ଼ ତାରକା ଓ କ୍ରିକେଟରଙ୍କ ନାମରେ ବଡ଼ ବଡ଼ ସାଇବର ଜାଲିଆତି କରୁଆସୁଥିଲେ । ଏହି ସାଇବର ଅପରାଧି ଗ୍ୟାଙ୍ଗ ଅନଲାଇନରେ ଉପଲବ୍ଧ ଗୁଡ଼ ଆଣ୍ତ ସର୍ଭିସ ଟ୍ୟାକ୍ସ ଆଇଡ଼େଣ୍ଟିଫିକେସନ ନମ୍ବର(Goods and…

ସରିଲା ଭାରତ ଯୋଡ଼ ଯାତ୍ରା, ବଦଳିଲା ରାହୁଲ ଗାନ୍ଧୀଙ୍କ ଲୁକ, ଭାଇରାଲ ହେଉଛି ଫଟୋ

ବ୍ରିଟେନରେ ନୂଆ ଲୁକରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହୁଥିବା ରାହୁଲ ଗାନ୍ଧୀଙ୍କ ନୂଆ ଲୁକକୁ ନେଇ ଏବେ ପୁଣି ଚର୍ଚ୍ଚା ସୃଷ୍ଟି ହୋଇଛି । ରାହୁଲ ଗାନ୍ଧୀ ଦାଢି କାଟିବା ସହ କୋର୍ଟ-ଟାଇ ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହା ସହ ଏକ…

ପ୍ରାଥମିକ ଚିକିତ୍ସା ସେବା ପ୍ରଦାନକାରୀଙ୍କୁ ଗଭୀର ଏବଂ ଦୀର୍ଘକାଳୀନ କ୍ଷତର ସୁପରିଚାଳନା ନିମନ୍ତେ ତାଲିମ କାର୍ଯ୍ୟକ୍ରମ…

• ଭୁବନେଶ୍ବର ଏବଂ ପାର୍ଶ୍ବବର୍ତ୍ତୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ପର୍ଯ୍ୟାୟକ୍ରମେ ଉତ୍ତମ କ୍ଷତ ପରିଚାଳନା ତାଲିମ ଶିବିର ଆୟୋଜନ ନେଇ ଏମ୍‌ସର ଯୋଜନା • ଏମ୍‌ସ ଭୁବନେଶ୍ବରର ଟ୍ରମା ଏବଂ ଜରୁରୀକାଳୀନ, ସର୍ଜରୀ ଏବଂ ନର୍ସିଂ କଲେଜ ପକ୍ଷରୁ ଉନ୍ନତ କ୍ଷତ ପରିଚାଳନା କର୍ମଶାଳା ଆୟୋଜନ• ଘରୋଇ

ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଲାଗି ଚାଲିଛି ମତଦାନ

ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ନିମନ୍ତେ ସୋମବାର ସକାଳ ୭ଟାରୁ ଭୋଟ ଗ୍ରହଣ ଜାରି ରହିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଅପରାହ୍ଣ ୪ଟା ପର‌୍ୟ୍ୟନ୍ତ ଭୋଟ ଗ୍ରହଣ ହେବ। ଉଭୟ ରାଜ୍ୟର ବିଧାନସଭା ଆସନ ୬୦ ଲେଖାଏଁ ହୋଇଥିବାବେଳେ ୫୯ଟି ଲେଖାଏଁ…

ଇଣ୍ଡିଗୋରିଚ୍ ଓ ଇଂଟରଗ୍ଲୋବ୍ ଫାଉଣ୍ଡେଶନ ପକ୍ଷରୁ ‘ମାଇଁ ସିଟି ମାଇଁ ହେରିଟେଜ୍‌’ କ୍ୟାମ୍ପେନ୍ ଅଧିନରେ ଐତିହ୍ୟ…

ଭୁବନେଶ୍ୱର, ୨୬ ଫେବୃଆରୀ ୨୦୨୩:  ଇଣ୍ଡିଗୋର ସିଏସ୍‌ଆର୍ ଶାଖା ଇଣ୍ଡିଗୋରିଚ୍ ଏବଂ ଇଂଟରଗ୍ଲୋବ୍ ଏଂଟରପ୍ରାଇଜେସ୍‌ର ଜନହିତକାରୀ ଶାଖା ଇଂଟରଗ୍ଲୋବ୍ ଫାଉଣ୍ଡେଶନ (ଆଇଜିଏଫ୍‌) ପକ୍ଷରୁ  ଫେବୃଆରୀ ୨୬ ତାରିଖ ୨୦୨୩ରେ ଭୁବନେଶ୍ୱରରେ ସେମାନଙ୍କର ୨ୟ ଐତିହ୍ୟ ପଦଯାତ୍ରାର ଆୟୋଜନ କରାଯାଇଛି । ଏହି …

୭୧ତମ ନ୍ୟାଶନାଲ ଟାଉନ୍ ଆଣ୍ଡ୍ କଂଟ୍ରି ପ୍ଲାନର୍ସ କନ୍‌ଫରେନ୍ସ

ଭୁବନେଶ୍ୱର, ୨୪ ଫେବୃଆରୀ ୨୦୨୩: ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୭୧ତମ ନ୍ୟାଶନାଲ ଟାଉନ୍ ଆଣ୍ଡ କଂଟ୍ରି ପ୍ଲାନର୍ସ କନ୍‌ଫରେନ୍ସରେ ଭବିଷ୍ୟତର ବର୍ଦ୍ଧିତ ଜନସଂଖ୍ୟା ପାଇଁ ବାସସ୍ଥାନର ବ୍ୟବସ୍ଥା କରିବା ଲାଗି ସ୍ଥାୟୀ ଭିତିଭୂମି ସହିତ ସହରଗୁଡିକୁ ବିକଶିତ କରିବାର…

ୟୁକ୍ରେନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରୁଷକୁ ଅନୁରୋଧ

ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ଏକବର୍ଷ ପୂରଣ ହୋଇଥିବାବେଳେ, ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ସମ୍ପର୍କୀତ ଏକ ପ୍ରସ୍ତାବ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଗୃହୀତ ହୋଇଛି। ୟୁକ୍ରେନରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବା ସହ ଆକ୍ରମଣରୁ ବିରତ ରହିବାକୁ ଏହି ପ୍ରସ୍ତାବ ମାଧ୍ୟମରେ ରୁଷକୁ…

ତିନିଦିନିଆ ନ୍ୟାଶନାଲ ଟାଉନ୍ ଆଣ୍ଡ୍ କଂଟ୍ରି ପ୍ଲାନର୍ସ କନ୍‌ଫରେନ୍ସ ଭୁବନେଶ୍ୱରରେ

ଭୁବନେଶ୍ୱର, ୨୩ ଫେବୃଆରୀ ୨୦୨୩: ଓଡିଶା ରାଜଧାନୀ ଭୁବନେଶ୍ୱର ଆସନ୍ତା ଫେବୃଆରୀ ୨୪ ତାରିଖରୁ ୨୬ ତାରିଖ ୨୦୨୩ ପର୍ଯ୍ୟନ୍ତ ୭୧ତମ ନ୍ୟାଶନଲ ଟାଉନ୍ ଆଣ୍ଡ୍ କଂଟ୍ରି ପ୍ଲାନର୍ସ କନ୍‌ଫରେନ୍ସର ଆୟୋଜନ କରିବ । ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ତିନିଦିନିଆ ସମ୍ମିଳନୀକୁ

ଏମ୍‌ସ ଭୁବନେଶ୍ୱରରେ ଫାଇଲେରିଆ ନିରାକରଣ ଅଭିଯାନ

- ପ୍ରଥମେ ଔଷଧ ସେବନ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟିକଲେ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ- ଡିଇସି ଏବଂ ଆଲବେଣ୍ଡାଜୋଲ୍ ଟାବଲେଟ୍ ସେବନ ନିମନ୍ତେ ସମସ୍ତଙ୍କୁ ଆହ୍ବାନ - ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ମାଗଣା ବାତଜ୍ବର ବଣ୍ଟନ

ସିରିୟା ଉପରେ ଇସ୍ରାଏଲ୍‌ର କ୍ଷେପଣାସ୍ତ୍ର ମାଡ଼

ଭୂମିକମ୍ପ କ୍ଷତିଗ୍ରସ୍ତ ସିରିୟା ଉପରେ କ୍ଷେପଣାସ୍ତ୍ର ମାଡ କରିଛି ଇସ୍ରାଏଲ। ସିରିୟା ରାଜଧାନୀ ଦମାସ୍କସ୍‌ର ଜନବସତି ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ କରିଛି। ଏଥିରେ ୧୫ଜଣଙ୍କର ମୃତ୍ୟୁ ହୋଇଛି। ସିରିୟା ମାନବାଧିକାର ଅନୁଧ୍ୟାନକାରୀ ସଂଗଠନ କହିଛି ଯେ ଇସ୍ରାଏଲର କ୍ଷେପଣାସ୍ତ୍ରଟି ସିରିୟା…