Browsing Category

ଖବର

ପରଲୋକରେ ମହାଭାରତର ‘ସକୁନି ମାମା’

ଆଉ ନାହାଁନ୍ତି ଭେଟେରାନା ଅଭିନେତା ଗୁଫି ପେଣ୍ଟାଲ (Gufi Paintal)। ୭୯ ବର୍ଷ ବସୟରେ ତାଙ୍କର ପରୋଲୋକ ହୋଇଛି (Gufi Paintal Passes Away)। ୧୯୮୮ ମସିହାରେ ପ୍ରସାରିତ ହେଉଥିବା ଟିଭି ସିରିଏଲ ମହାଭାରତରେ (Mahabharat)'ସକୁନି ମାମା '(Shakuni Mama) ର ଭୂମିକା ନିଭାଇଥିଲେ। ତାଙ୍କର…

ଆସନ୍ତାକାଲି ସ୍ନାନଯାତ୍ରା, ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଆସନ୍ତାକାଲି ସକାଳେ ରତ୍ନବେଦୀ (Puri)ଛାଡ଼ି ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ (lord jagannath) । ପବିତ୍ର ଦେବସ୍ନାନ ପୁର୍ଣ୍ଣିମାରେ (Snana Yatra 2023)ସ୍ନାନବେଦୀରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବେ ତିନି ଠାକୁର । ଏହି ଅବସରରେ ମହାପ୍ରଭୁ ହାତୀବେଶ ବା ଗଜାନନ…

ଆଜି ଓଡ଼ିଶା ଆସି ମୃତାହତଙ୍କ ପରିବାରକୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ (PM Narendra Modi )। ଉଚ୍ଚ ସ୍ତରୀୟ ବୈଠକ ପରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ଆସିବା ପରେ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ମୃତାହତଙ୍କୁ ଭେଟିବା ନେଇ କାର୍ଯ୍ୟକ୍ରମ ରହିଛି । ସକାଳ ପ୍ରାୟ ସାଢେ ୧୦ଟା ସମୟରେ…

ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଉତ୍ସବ ସଂଯୁକ୍ତା ପାଣିଗ୍ରାହୀ ଉତ୍କର୍ଷ ପୁରସ୍କାର ୨୦୨୩

ଭୁବନେଶ୍ୱର: ମହାନ ଓଡ଼ିଶୀ ନୃତ୍ୟ ଶିଳ୍ପୀ ତଥା ଗୁରୁ ଶ୍ରୀମୀତୀ ସଂଯୁକ୍ତା ପାଣିଗ୍ରାହୀଙ୍କ ସ୍ମୃତିରେ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର ସ୍ଥାପନ କରିଥିବା ସମ୍ମାନଜନକ ସଂଯୁକ୍ତା ପାଣିଗ୍ରାହୀ ଉତ୍କର୍ଷ ପୁରସ୍କାରର ଦ୍ୱିତୀୟ ଜାତୀୟ ସ୍ତରୀୟ ପ୍ରତିଯୋଗିତା ସହିତ ଆଜି ସମାପନ ହୋଇଛି ।…

୧୪ ବର୍ଷିୟ ବାଳକଙ୍କୁ ରକ୍ତଦାନ କରି ବଦାନ୍ୟତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ରାଉରକେଲା: ଜଣେ ରକ୍ତହୀନତା ପୀଡ଼ିତଙ୍କୁ ରକ୍ତ ଦାନ କରି ପୁଣି ବଦାନ୍ୟତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ କର୍ମଚାରୀ । ଘଟଣାନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଜୁରାମୁଣ୍ଡା ଗ୍ରାମର ଆଶୁତୋଷ ନାୟକ ନାମକ ଜଣେ ୧୪ ବର୍ଷିୟ ବାଳକ ରକ୍ତହୀନତାରେ ପୀଡ଼ିତ ହୋଇ ରାଉରକେଲା…

ପ୍ରଥମ ପେମେଂଟ ଆପ୍ ଭାବେ ୟୁପିଆଇ ସହ ଦୁଇ ଲକ୍ଷ ରୁପେ କ୍ରେଡିଟ କାର୍ଡ ସଂଯୋଗ କରିଛି ଫୋନ୍‌ପେ

ଭୁବନେଶ୍ୱର: ଫୋନପେ ଦୁଇ ଦୁଇଟି ଗୁରତ୍ୱପୂର୍ଣ୍ଣ ସଫଳତା ହାସଲ କରିଥିବା ସମ୍ପର୍କରେ ଘୋଷଣା କରିଛି । ୟୁନିଫାଏଡ ପେମେଂଟ ଇଂଟରଫେସ ସହ ଦୁଇ ଲକ୍ଷ ରୂପେ କ୍ରେଡିଟ କାର୍ଡକୁ ସଫଳତାର ସହ ସଂଯୋଗ କରିବାରେ ଏହି କମ୍ପାନୀ ପ୍ରଥମ ଡିଜିଟାଲ ପେମେଂଟ ଆପ୍‌ରେ ପରିଣତ ହୋଇଛି । ଏହା ସହିତ ଫୋନପେ…

ଜୁନ୍ ରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ ! ଜାଣି ରଖନ୍ତୁ ପୁରା ଲିଷ୍ଟ

୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ମାସ ଶେଷ ହେବାକୁ ଯାଉଛି । ଏହା ପରେ ଆରମ୍ଭ ହେବ ଜୁନ୍ ମାସ । ଆସନ୍ତା ମାସରେ ବ୍ୟାଙ୍କ ଗୁଡିକର ବମ୍ପର ଛୁଟି (Bank Holidays in June 2023) ହେବାକୁ ଯାଉଛି, ଯେଉଁ କାରଣରୁ ଗ୍ରାହକଙ୍କର ବ୍ୟାଙ୍କ ସହିତ ଜଡି଼ତ କାର୍ଯ୍ୟ ପ୍ରଭାବିତ ହୋଇପାରେ । ଯଦି…

ଅଧ୍ୟକ୍ଷ ମନୋନୀତ ହେବା ପରେ ଡ. ଏ କେ ବିଶୋଇଙ୍କ ପ୍ରଥମ ଏମ୍‌ସ ଭୁବନେଶ୍ୱର ଗସ୍ତ

· ନୂତନ ଅଧ୍ୟକ୍ଷଙ୍କ ଓପିଡି ପରିଦର୍ଶନ, ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ ରୋଗୀମାନଙ୍କ ସହିତ ଆଲୋଚନା· ରୋଗୀସେବାରେ ସମ୍ପୂର୍ଣ୍ଣ ସଂପୃକ୍ତ ହେବା ସହିତ ସହାନୁଭୂତିଶୀଳ ହେବାକୁ ଆହ୍ବାନ· ନୂତନ ଅଧ୍ୟକ୍ଷଙ୍କୁ ଏମ୍‌ସ ଭୁବନେଶ୍ୱରକୁ ସ୍ବାଗତ କଲେ

ୟୁପିଏସ୍‌ସି ପରୀକ୍ଷାରେ ମଦର୍ସ ପବ୍ଲିକ୍ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର : ମଦର୍ସ ପବ୍ଲିକ୍ ସ୍କୁଲ୍ ପାଇଁ ଆଉ ଏକ ଗର୍ବିତ ଓ ଆନନ୍ଦିତ ମୁହୂର୍ତ ଆଣିଦେଇଛନ୍ତି ଏହାର ପୁରାତନ ଛାତ୍ରଛାତ୍ରୀମାନେ । ୟୁପିଏସ୍‌ସି ସିଭିଲ୍ ସର୍ଭିସ୍ ପରୀକ୍ଷା୨୦୨୨ରେ ଏହି ସ୍କୁଲର ପୂର୍ବତନ ଛାତ୍ରଛାତ୍ରୀ ପ୍ରଣିତା ଦାସ, ସୌମ୍ୟ ରଞ୍ଜନ ଦାସ ଓ ଆୟୁଷି ପ୍ରଧାନ କୃତକାର୍ଯ୍ୟ…

ସାଉଦିରେ ଭାରତୀୟ ବ୍ୟକ୍ତିଙ୍କୁ ଘରର ଦ୍ୱାରରେ ସ୍ବସ୍ତିକ ପ୍ରତୀକ କରିବା ପଡିଲା ମହଙ୍ଗା, ଜାଣନ୍ତୁ ତାଙ୍କ ସହିତ କ’ଣ…

ସ୍ବସ୍ତିକ ପ୍ରତୀକ ହିନ୍ଦୁମାନଙ୍କ ମଧ୍ୟରେ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ | ଏହି ଚିହ୍ନ ସାଧାରଣତଃ ପୂଜା ପୁସ୍ତକ, ଯାନ ଏବଂ ଘର ଉପରେ ତିଆରି ହୋଇଥାଏ | ନିକଟରେ ସାଉଦି ଆରବରୁ ଆସିଥିବା ଏକ ଘଟଣାରେ ଏକ ହିନ୍ଦୁ ତେଲୁଗୁ ପରିବାର ନିଜ ଘରର ମୁଖ୍ୟ ପ୍ରବେଶ ପଥରେ ଏକ ସ୍ୱସ୍ତିକ ପ୍ରତୀକ…