Browsing Category

କ୍ରୀଡା

ଆହତ କାରଣରୁ ଦ୍ୱିତୀୟ ମ୍ୟାଚରୁ ବାଦ ପଡିପାରନ୍ତି ଶାମି

ବର୍ତ୍ତମାନ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (India vs New Zealand ODI Series) ଚାଲିଛି । ଏହି ସିରିଜର ପ୍ରଥମ ମ୍ୟାଚ (IND vs NZ 1st ODI) ରେ ଭାରତୀୟ ଦଳ (Indian Cricket Team) ନ୍ୟୁଜିଲ୍ୟାଣ୍ଡ ଦଳକୁ ୧୨ ରନରେ ପରାସ୍ତ କରିଛି । ଫଳରେ…

ଦ୍ରାବିଡଙ୍କ ପୁଅ ହେଲେ ଅଣ୍ଡର-୧୪ କର୍ଣ୍ଣାଟକ ଦଳର ଅଧିନାୟକ

ଭାରତୀୟ କ୍ରିକେଟ୍ ଦଳର (Indian Cricket Team Coach) ରାହୁଲ ଦ୍ରାବିଡଙ୍କ ପୁଅ (Rahul Dravid Son) ଅନ୍ବୟ ଦ୍ରାବିଡ (Anvay Dravid) ଙ୍କୁ କର୍ଣ୍ଣାଟକର ଅଣ୍ଡର-14 ଦଳ (Karnataka Under-14 Cricket Team) ର ଅଧିନାୟକ କରାଯାଇଛି । ଅନ୍ବୟ ଦ୍ରାବିଡ କର୍ଣ୍ଣାଟକ ପାଇଁ ଜୁନିଅର…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ହାସିମ ଆମଲା

ଦକ୍ଷିଣ ଆଫ୍ରିକା (South African All-Rounder) ର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ହାସିମ ଆମଲା (Hashim Amla) ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଜଣାଇଛନ୍ତି । ୩୯ ବର୍ଷୀୟ ହାସିମ ଆମଲା (Hashim Amla) କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ହାସିମ୍ ଆମଲା କହିଛନ୍ତି ଯେ,…

ହିଟମ୍ୟାନଙ୍କ କ୍ଲବରେ ସାମିଲ ହେଲେ ଶୁଭମାନ ଗିଲ

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ (India vs New Zealand 1st ODI Match) ଆଜି (ବୁଧବାର) ଅର୍ଥାତ ଜାନୁଆରୀ ୧୮ରେ ହାଇଦ୍ରାବାଦରେ ଖେଳାଯାଉଛି । ଏହି ମ୍ୟାଚରେ ଭାରତୀୟ ଓପନର୍ ଶୁଭମାନ ଗିଲ (Shubman Gill) ଙ୍କ ବ୍ୟାଟରୁ ରନ ବର୍ଷା…

ଡୋପ ଟେଷ୍ଟରେ ବିଫଳ ହେବା କାରଣରୁ ଏସୀୟ ଗେମ୍ସ ପ୍ରତିଯୋଗୀତାରୁ ବାଦ ପଡିପାରନ୍ତି ଦୂତୀ ଚାନ୍ଦ

ଭାରତୀୟ ଆଥଲେଟିକ୍ସ ପକ୍ଷରୁ ଦୌଡରାଣୀ ଦୂତୀ ଚାନ୍ଦଙ୍କ ପାଇଁ ଆସିଛି ନିରାଶା ଜନକ ଖବର। ୧୦୦ ମିଟର ଦୌଡ଼ର ଜାତୀୟ ଚାମ୍ପିଅନ୍ ଦୂତୀ ଚାନ୍ଦ ଡୋପ୍ ପରୀକ୍ଷଣରେ ବିଫଳ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ମହିଳା ଧାବିକା ଦୂତୀ ଚାନ୍ଦଙ୍କ ପରିସ୍ରା ନମୁନା ପଜିଟିଭ ଆସିଛି। ଏନେଇ ମିଳିଥିବା…

‘ଇଷାନ କିଶନ’ଙ୍କ ବ୍ୟାଟିଙ୍ଗ ଲାଇନଅଫକୁ ନେଇ କିଛି ଏପରି କହିଲେ ରୋହିତ

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (India vs New Zealand ODI Series) ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍ (IND vs NZ 1st ODI) ଆଜି (ବୁଧବାର) ଅର୍ଥାତ ଜାନୁଆରୀ ୧୮ରେ ହାଇଦ୍ରାବାଦରେ ଖେଳାଯିବ । ନିକଟ…

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡ଼ିଲେ ଶ୍ରେୟସ ଆୟର

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ (IND vs NZ ODI Series) ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିଛି । ଆହତ କାରଣରୁ ଟିମ୍ ଇଣ୍ଡିଆର ମିଡିଲ ଅର୍ଡର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର (Shreyas Iyer) ସିରିଜ (India vs…

ଆଜିଠୁ ୧୪ ଦିନ ପରେ ସରକାରୀ କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର

୨୦୨୩ ବର୍ଷର ପ୍ରଥମ ମାସ ଜାନୁଆରୀ ଚାଲୁଛି ଓ ଆଜି ଜାନୁଆରୀ ମାସର ୧୭ତମ ଦିନ । ଏହି ବର୍ଷ ୨୦୨୩ରେ କେନ୍ଦ୍ରୀୟ କର୍ମଚାରୀ ମାନେ ଏକାଥରକେ ଅନେକ ଉପହାର ପାଇବାକୁ ଯାଉଛନ୍ତି । ଏହା ଜାନୁଆରୀ ୩୧ରୁ ଆରମ୍ଭ ହୋଇପାରେ । ଅର୍ଥାତ ଆଜିଠାରୁ ଠିକ୍ ୧୪ ଦିନ ପରେ କେନ୍ଦ୍ରୀୟ କର୍ମଚାରୀ ମାନେ ନୂତନ…

କାର ଦୁର୍ଘଟଣା ପରେ ପ୍ରଥମଥର ପାଇଁ ସମସ୍ତଙ୍କ ସାମ୍ନାରେ ପ୍ରତିକ୍ରିୟା ରଖିଲେ ଋଷଭ ପନ୍ତ

ଭାରତର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ତାଙ୍କ କାର ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ନିଜ ପ୍ରତିକ୍ରିୟା ରଖିଛନ୍ତି । ଦୁର୍ଘଟଣାର ୧୭ ଦିନ ପରେ ପନ୍ତ ସୋସିଆଲ ମିଡିଆରେ କହିଛନ୍ତି ଯେ ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି । ଏଥିସହ ତାଙ୍କୁ କଷ୍ଟ ସମୟରେ ତାଙ୍କୁ ସମର୍ଥନ କରିଥିବାରୁ ସେ…

ରୋହିତ ଶର୍ମାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ଆର ଅଶ୍ୱିନ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (India vs Sri Lanka ODI Series) କୁ ଟିମ୍ ଇଣ୍ଡିଆ (Team India) ନିଜ ନାମରେ କରିନେଇଛି । ଗତକାଲି (ରବିବାର) ଅର୍ଥାତ ଜାନୁଆରୀ ୧୫ରେ ଖେଳାଯାଇଥିବା ସିରିଜର ତୃତୀୟ ତଥା ଶେଷ ମ୍ୟାଚ (IND VS SL 3rd…