ଦୁଇଚକିଆ ମିଶେଲିନ୍ ଟାୟାରରେ ବର୍ତ୍ତମାନ ଆକର୍ଷଣୀୟ ପୁରସ୍କାର


ଟାୟାର ପ୍ରଯୁକ୍ତିରେ ବିଶ୍ୱର ଅଗ୍ରଣୀ ସଂସ୍ଥା ମିଶେଲିନ୍ ପକ୍ଷରୁ ସମସ୍ତ ଦୁଇଚକିଆ ଯାନ ଚାଳକଙ୍କୁ “ୱିନ୍ ୱିଥ ମିଶେଲିନ୍” (ମିଶେଲିନ୍ ସାଥିରେ ଜିତନ୍ତୁ) ପ୍ରତିଯୋଗିତାରେ ଭାଗ ନେବାକୁ ଆହ୍ୱାନ ଦିଆଯାଇଛି । ଏହି ପ୍ରତିଯୋଗିତା ସଫଳତା ସହିତ ସାରା ଭାରତରେ ଆଗେଇ ଚାଲିଛି ଯାହା ମେ’ ୧ରୁ ଆରମ୍ଭ ହୋଇଛି ଓ ଜୁନ୍ ୩୦, ୨୦୧୮ ପର୍ଯ୍ୟନ୍ତ ଚାଲିବ ।

ସବୁ ଗ୍ରାହକମାନଙ୍କୁ କେବଳ ଏତିକି କରିବାକୁ ହେବ ଯେ ମିଶେଲିନ୍ର ସ୍ୱୀକୃତିପ୍ରାପ୍ତ ଡିଲରଙ୍କଠାରୁ ଯେ କୌଣସି ଦୁଇଟି ମୋଟରସାଇକଲ୍ କିମ୍ବା ସ୍କୁଟର ଟାୟାର କିଣିବାକୁ ହେବ ଯେଉଁଥିରେ ତାଙ୍କୁ ଆକର୍ଷଣୀୟ ପୁରସ୍କାର ମିଳିବ ଓ ବିଭିନ୍ନ ପ୍ରକାର ପୁରସ୍କାର ଜିତିବାର ସୁଯୋଗ ମିଳିବ । ସଂକ୍ଷେପରେ ପ୍ରତିଯୋଗିତା:

୧. କ୍ରୟ କରିବା ସମୟରେ ଗ୍ରାହକଙ୍କୁ ୨୯୯ ଟଙ୍କାର ପର୍ଯ୍ୟନ୍ତର ନିଶ୍ଚିତ ପୁରସ୍କାର ମିଳିବ
୨. ସାପ୍ତାହିକ, ମାସିକ ଓ ବମ୍ପର୍ ପୁରସ୍କାର ଜିତିବା ପାଇଁ ଗ୍ରାହକମାନଙ୍କୁ ମିଶେଲିନ୍ର ଫେସବୁକ୍ ପେଜ୍ www.facebook.com/MichelinIndiaକୁ ଅନୁସରଣ କରିବାକୁ ପଡ଼ିବ ଓ ଆଇ ରାଇଡ୍ ୱିଥ୍ ମିଶେଲିନ ପିନ୍ ପୋଷ୍ଟ୍ରେ “ଟ୍ରାଏ ଇଟ୍”ରେ କ୍ଲିକ୍ କରିବାକୁ ପଡ଼ିବ
୩. ଟ୍ରାଏ ଇଟ୍ ବଟନ୍ରେ କ୍ଳିକ୍ କରିବା ପରେ ମିଶେଲିନ୍ ଫ୍ରେମ୍ ଥିବା ଏକ କ୍ୟାମେରା ଖୋଲିବ । ଗ୍ରାହକଙ୍କୁ ନିଜର ଦୁଇଚକିଆ ସହିତ ଏକ ଫଟୋ ନେବାକୁ ହେବ ଓ ତାହାକୁ ଆକର୍ଷଣୀୟ କ୍ୟାପ୍ସନ୍ ଦେଇ ଫେସବୁକ୍ରେ ଅପ୍ଲୋଡ୍ କରିବାକୁ ପଡ଼ିବ । ମିଶେଲିନ୍ ଇଣ୍ଡିଆ ପେଜ୍ ଓ “ଆଇରାଇଡ୍ୱିଥ୍ମିଶେଲିନ୍’ ସହିତ ଅତିକମରେ ୫ ଜଣ ସାଙ୍ଗଙ୍କୁ ଟ୍ୟାଗ୍ କରିବାକୁ ପଡ଼ିବ
୪. ଆକର୍ଷଣୀୟ କ୍ୟାପ୍ସନ୍ ସହିତ ଫଟୋ ପଠାଇଥିବା ୮ ଜଣ ଭାଗ୍ୟଶାଳୀ ସାପ୍ତାହିକ ବିଜେତାଙ୍କୁ ଆମାଜନ୍ ଇକୋ ବ୍ଲୁଟୁଥ୍ ସ୍ପିକର୍ ମିଳିବ । ସେହି ଆଠ ଜଣ ବିଜେତା ମାସିକ ଓ ବମ୍ପର୍ ପୁରସ୍କାର ପାଇଁ ଯୋଗ୍ୟତା ହାସଲ କରିପାରିବେ
୫. ଶ୍ରେଷ୍ଠ କ୍ୟାପ୍ସନ ଥିବା ଫଟୋ ଓ ସର୍ବାଧିକ ସଂଖ୍ୟକ ଲାଇକ୍/କମେଂଟ୍/ସେୟାର ପାଇଥିବା ସପ୍ତାହିକ ବିଜେତାଙ୍କୁ ମେଗା ପୁରସ୍କାର ଭାବେ ଏକ ହୋଣ୍ଡା ଆକ୍ଟିଭା ୪ଜି ମିଳିବ
୬. ସେହିପରି ଯୋଗ୍ୟ ସାପ୍ତାହିକ ବିଜେତାଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ମାସିକ ପୁରସ୍କାର ଭାବେ ଶ୍ରେଷ୍ଠ ଫଟୋ ଓ କ୍ୟାପ୍ସନ୍ ପାଇଁ ଆପଲ୍ ଆଇପ୍ୟାଡ୍ ମିଳିବ
ପ୍ରତିଯୋଗିତାର ସର୍ତାବଳୀ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ମିଶେଲିନ୍ ଇଣ୍ଡିଆର ଫେସବୁକ୍ ପୃଷ୍ଠାରେ https://www.facebook.com/MichelinIndia ଉପଲବ୍ଧ ।
ମିଶେଲିନ୍ର ସ୍ୱୀକୃତିପ୍ରାପ୍ତ ଡିଲରଙ୍କୁ ସନ୍ଧାନ କରିବା ଓ ଏହି ଅଭିଯାନ ବିଷୟରେ ଅଧିକ ବିବରଣୀ ହାସଲ କରିବା ପାଇଁ ଦୟାକରି www.motorcycle.michelin.in ଭ୍ରମଣ କରନ୍ତୁ କିମ୍ବା ୧୮୦୦୧୦୩୬୪୨୪ରେ କଲ୍ କରନ୍ତୁ ।
ଞ୍ଚସର୍ତାବଳୀ ଲାଗୁ


Share It

Comments are closed.