ରସୁଣରେ ରହିଛି ଦୂଃସାଧ୍ୟ ରୋଗ ଦୂର କରିବାର ଉପକାରିତା


ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ମାରତ୍ମକ ରୋଗ ମନୁଷ୍ୟ ଶରୀରକୁ ଗ୍ରାସ କଲାଛି । ସେଥିପାଇଁ ଦୈନଦିନ ଜୀବନରେ ଓøଷଧ ସେବନ କରିବା ସାମାନ୍ୟ କଥା ହେଇଗଲାଣି । କିନ୍ତୁ ଅନେକ କ୍ଷେତ୍ରରେ ଓøଷଧ ଅପେକ୍ଷା ଘରୋଇ ଉପଚାର ବେଶ ଫଳପ୍ରଦ ହୋଇଥାଏ । ସେହିପରି ନାନ ରୋଗ ପାଇଁ ଏକ ଘରୋଇ ଅମୃତ ସମାନ ଔଷଧ ହେଲା ରସୁଣ । ପ୍ରତ୍ୟେକ ଦିନ ଆପଣେ ରସୁଣ ଖାଇଲେ ସୁସ୍ଥ ଓ ନିରୋଗ ରହିବେ ।
– ପ୍ରତ୍ୟେକ ଦିନ ଏକ ପାଖୁଡା ରସୁଣ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସମସ୍ୟା ଦୂର ହେଇଥାଏ ।
– ହୃଦରୋଗର ସମସ୍ୟା , ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣ କରିବା ସହ ରକ୍ତ ସଞ୍ଚାଳନରେ ମଧ୍ୟ ସହାୟକ ହୋଇଥାଏ ।
– ଲିଭର ଏବଂ ମୁତ୍ରାଶୟ ସୂଚାରରୂପେ କାର୍ଯ୍ୟକରାଇବା ପାଇଁ ସାହାଯ୍ୟ କରେ ଏଥି ସହ ଡାଇରିଆ ସମସ୍ୟାରେ ମଧ୍ୟ ବେଶ ସହାୟକ ହୋଇଥାଏ ।
– ଡାଇବେଟିସ, ଡିପ୍ରେସନ ଭଳି ରୋଗ ପାଇଁ ରସୁଣ ଓøଷଧ ଭଳି କାର୍ଯ୍ୟ କରିଥାଏ ।  ଥଣ୍ଡା ରୋଗିଙ୍କ ପାଇଁ ରସୁଣ ମହୋଷଧୀ ଭଳି କାର୍ଯ୍ୟ କରିଥାଏ, ଏହା ଆସ୍ଥାମା, ଟିଭି ଭଳି ରୋଗକୁ ନିୟନ୍ତ୍ରଣ କରିବା ସହ କ୍ୟାନସର ଭଳି ରୋଗକୁ ବଢାଇଦିଏ ନାହିଁ । ଋସୁଣରେ ଅନେକ ରୋଗ ପ୍ରତିରୋଧକ ଶକ୍ତି ଥାଏ । ରସୁଣ ଖାଇସାରିବା ପରେ ପାଟିରେ ଶୁଖିଲା ଧନିଆ ପାଟିରେ ପକାଇଦିଅନ୍ତୁ , ଏହା ଗନ୍ଧ ଦୂର କରିବାରେ ସହାୟକ ହୋଇଥାଏ


Share It

Comments are closed.