ପ୍ରିନ୍ସ ପାଇପ୍ ପକ୍ଷରୁ ପୁରୀ ରଥଯାତ୍ରାରେ ପାଇପ୍ ଓ ଫିଟିଂ ବ୍ୟବହାର କରି ଅଭିନବ ରଥ ନିର୍ମାଣ

ଭୁବନେଶ୍ୱର : ଭାରତର ଅନ୍ୟତମ ଅଗ୍ରଣୀ ସମନ୍ୱିତ ପାଇପ ଓ ଫିଟିଂ ପ୍ରଦାନକାରୀ ପ୍ରିନ୍ସ ପାଇପ୍ସ ଆ ଫିଟିଂସ ଲିମିଟେଡ୍ (ପିପିଏଫ୍ଏଲ୍) ଏହାର ଉଚ୍ଚମାନର ପାଇପ୍ ଓ ଫିଟିଂ ବ୍ୟବହାର କରି ଏକ ଅଭିନବ ରଥ ଢାଚା ନିର୍ମାଣ କରି ଏକ ଉଲ୍ଲେଖନୀୟ ମାଇଲ ଖୁନ୍ଟ ହାସଲ କରିଛି । ଜୁଲାଇ ୭ ରୁ ୧୭ ତାରିଖ

ଲାଲିଗା ୟୁଥ୍ ଟୁର୍ଣ୍ଣାମେଂଟ୍ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରିବେ ଓଡିଏମ୍ ଗ୍ଲୋବାଲ ସ୍କୁଲର ଛାତ୍ରଛାତ୍ରୀ

ଭୁବନେଶ୍ୱର, ୧୩ ଜୁଲାଇ ୨୦୨୪: ସାମଗ୍ରିକ ବିକାଶ ଓ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପ୍ରତି ନିଜର ପ୍ରତିବଦ୍ଧତା ପାଇଁ ସୁପରିଚିତ ଓଡିଏମ୍ ଗ୍ଲୋବାଲ ସ୍କୁଲ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ପାଳନ କରିଛି, କାରଣ ଏହା ୩ ଜଣ ମେଧାବୀ ଛାତ୍ରଛାତ୍ରରୀଙ୍କୁ ମାଲେସିଆରେ ସମ୍ମାନିତ ଲାଲିଗା ୟୁଥ୍

ଟାଇ ଭୁବନେଶ୍ୱର ପକ୍ଷରୁ ‘ଏକ ସମୃଦ୍ଧ ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହନ’ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୧୨ ଜୁଲାଇ ୨୦୨୪: ଟାଇ (ଟିଆଇଇ) ଭୁବନେଶ୍ୱର ପକ୍ଷରୁ ଆଜି ଓଡିଶାର ବ୍ୟବସାୟ ପରିଦୃଶ୍ୟକୁ ଉନ୍ନତ କରିବା ଲକ୍ଷ୍ୟରେ ‘ଫଷ୍ଟରିଙ୍ଗ୍ ଏ ଥ୍ରାଇଭିଂ ଏଂଟ୍ରପ୍ରେନ୍ୟୋରିଆଲ ଇକୋସିଷ୍ଟମ” ବା “ଏକ ସମୃଦ୍ଧ ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହନ” ନାମକ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମର

ନବୀନ ଜିନ୍ଦଲଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଣ୍ଡିଆ ଷ୍ଟିଲ୍ ଆସୋସିଏସନର ପ୍ରତିନିଧି ଦଳ

ଭୁବନେଶ୍ୱର: ଲୋକସଭା ସାଂସଦ ତଥା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର୍ (ଜେଏସପି) ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଆଜି ଓଡ଼ିଶାର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ ଇସ୍ପାତ ସଂଘର ଏକ ପ୍ରତିନିଧି ଦଳସାକ୍ଷାତ କରିଛନ୍ତି । ଇସ୍ପାତ ନିର୍ମାତାମାନଙ୍କୁ ନେଇ

ଇସରାଏ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଚାର୍ଟରିଙ୍ଗ୍ ସେରିମନି ପାଳିତ

ଭୁବନେଶ୍ୱର: ଇଣ୍ଡିଆନ୍ ସୋସାଇଟି ଅଫ୍ ହିଟିଂ, ରେଫ୍ରିଜରେଟିଙ୍ଗ୍ ଆଣ୍ଡ ଏୟାର କଣ୍ଡିସ୍‌ନିଂ ଇଞ୍ଜିନିୟର୍ସ (ଆଇଏସ୍‌ଏଚ୍‌ଏଆର୍‌ଏଇ) ଭୁବନେଶ୍ୱର ଚାପ୍ଟର ଗର୍ବର ସହିତ ଏହାର ଚାର୍ଟରିଂ ସେରିମନିର ଆୟୋଜନ କରିଛି, ଯାହା ରାଜ୍ୟରେ ଏହାର ଅଭିନବ ଓ ଉଲ୍ଲେଖନୀୟ ଯାତ୍ରା କ୍ଷେତ୍ରରେ ଏକ

ଗ୍ଲୋବାଲ ପିଚ୍ ପ୍ରତିଯୋଗିତାର ମିଟ୍ ଦ ଡ୍ରେପର୍ସ ସିଜନ ୬ରେ ବିଜୟୀ ହୋଇଛି ଓଡିଶାସ୍ଥିତ ବନ୍‌ଭି ଏରୋ; ୟୁଏସ୍‌ଏରେ ୧୪…

ଭୁବନେଶ୍ୱର: ଲଜିଷ୍ଟିକ୍ସ ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଗାମୀ ସଂସ୍ଥା ବନ୍‌ଭି ଏରୋ ବିଶ୍ୱର ସର୍ବବୃହତ ପିଚ୍ ପ୍ରତିଯୋଗିତାରେ ‘ମିଟ୍ ଦ ଡ୍ରେପର୍ସ- ସିଜନ ୬’ର ଆନ୍ତର୍ଜାତୀୟ ବିଜେତା ହୋଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ବିଜୟ କେବଳ ପ୍ରତିରକ୍ଷା ଓ ଏରୋସ୍ପେଶ

ଟ୍ରେଣ୍ଡ୍‌ସ ‘ରଜ ମୌଜ ୨୦୨୪’ ପ୍ରତିଯୋଗିତାର ବିଜେତା ହେଲେ ସମ୍ମାନିତ

ବାଲେଶ୍ୱରର ଭାଗ୍ୟଶ୍ରୀ ଦାସ ଓ ଭଦ୍ରକର ରିଙ୍କିରାଣୀ ସାହୁ ଟ୍ରେଣ୍ଡସ୍ ରଜ ମୌଜ ୨୦୨୪ ବେଷ୍ଟ ରଜ ଲୁକ୍‌ସ ପ୍ରତିଯୋଗିତାରେ ଯଥାକ୍ରମେ ସେଲ୍‌ଫି ଓ ରିଲ୍‌ସ ବର୍ଗରେ ପ୍ରଥମ ପୁରସ୍କାର ଜିତିଛନ୍ତି ଭୁବନେଶ୍ୱର :  ରିଲାଏନ୍ସ ରିଟେଲର ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ

ସିଆଇଆଇ ‘ଫାର୍ମ ୨ ଫୋର୍କ’ର ୧୦ମ ସଂସ୍କରଣରେ କୃଷି ରପ୍ତାନିରେ ଉନ୍ନତିର ସମ୍ଭାବନା ଉପରେ ଆଲୋକପାତ

ଭୁବନେଶ୍ୱର: କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ସିଆଇଆଇ ଫାର୍ମ୨ଫୋର୍କର ୧୦ମ ସଂସ୍କରଣ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ରାଜ୍ୟର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ସାମଗ୍ରୀର ରପ୍ତାନି ବୃଦ୍ଧିର ସୁଯୋଗ ଉପରେ ଆଲୋକପାତ କରାଯାଇଛି । ଓଡ଼ିଶା ଏକ

ଲୋକଙ୍କ ଅଭିଯୋଗ ଶୁଣି ଫଟାପଟ ସମାଧାନ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଶୁଣିଲେ ଅଭିଯୋଗକଟକ ଖ୍ରୀଷ୍ଟ କଲେଜିଏଟ ସ୍କୁଲର ଶିକ୍ଷକମାନଙ୍କ ସମସ୍ୟାର ହେଲା ତୁରନ୍ତ ସମାଧାନଅସୁସ୍ଥ ଉର୍ମିଳା, ଦୃଷ୍ଟିବାଧିତ ବିଦ୍ୟାଳୟର ଶିକ୍ଷକମାନେ ଓ ଆହୁରି ଅନେକ ମୁଖ୍ୟମନ୍ତ୍ରୀଙ୍କ ଭରଷା ପାଇ ଖୁସି ମନରେ ଫେରିଲେ ଭୁବନେଶ୍ଵର,

ଏମ୍‌ସ ଭୁବନେଶ୍ୱରରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ୟକ୍ତିଗତ ଏବଂ ସାମାଜିକ ସୁସ୍ଥତା ନିମନ୍ତେ ଯୋଗର ଭୂମିକା ଅନସ୍ବୀକାର୍ଯ୍ୟ ଭୁବନେଶ୍ୱର, ୨୧/୦୬/୨୦୨୪: ବ୍ୟକ୍ତିଗତ ତଥା ସାମାଜିକ କଲ୍ୟାଣ କ୍ଷେତ୍ରରେ ଯୋଗର ଭୂମିକା ଅନନ୍ୟ। ସ୍ଵଂୟ ଏବଂ ସାମାଜିକ ସୁସ୍ଥତା ଆଣିବାରେ ଯୋଗ ବିପ୍ଳବ ଆଣିଛି କହିଲେ ଅତ୍ୟୁକ୍ତି ହେବ ହେବ ନାହିଁ। ଯାହାକି