ବିଶ୍ୱକପ ଟ୍ରଫିକୁ ଅପମାନିତ କରି କ୍ରୋଧର ଶିକାର ହେଲେ ମିଚେଲ ମାର୍ଶ

ଫାଇନାଲମ୍ୟାଚରେ ଟିମ୍ ଇଣ୍ଡିଆକୁ ପରାସ୍ତ କରି ଅଷ୍ଟ୍ରେଲିଆ ପୁଣି ଥରେ ବିଶ୍ୱକପ୍ ଜିତିନେଇଛି। ରବିବାର (ନଭେମ୍ବର ୧୯) ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା, ଯେଉଁଥିରେ ଭାରତୀୟ କ୍ରିକେଟ୍ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଟିମ୍ ଇଣ୍ଡିଆ ଗନ୍ତବ୍ୟ…

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ କମାଇବା ପାଇଁ ଓଡ଼ିଶାର ଏହି ପଞ୍ଚାୟତର ଅଭିନବ ପ୍ରୟାସ : ଆରମ୍ଭ କଲା ବର୍ତନ ବ୍ୟାଙ୍କ

ପରିବେଶ ଉପରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ପାଇଁ ଓଡ଼ିଶାର ନୂଆପଡ଼ା ଜିଲ୍ଲାର ଏକ ପଞ୍ଚାୟତ ନିଜ ଅଧୀନରେ ଥିବା ଗ୍ରାମଗୁଡ଼ିକରେ ସାମୂହିକ ବ୍ୟବହାର ପାଇଁ ଉପଲବ୍ଧ ବାସନ ଭଣ୍ଡାର ବର୍ତନ ବ୍ୟାଙ୍କ ଆରମ୍ଭ କରିଛି। ପ୍ଲାଷ୍ଟିକ ପ୍ରଦୂଷଣ ପ୍ରସଙ୍ଗରେ ନୂଆପଡ଼ା…

ରଶ୍ମିକା ମନ୍ଦାନା ଓ କ୍ୟାଟ୍ରିନା କୈଫଙ୍କ ପରେ ଭାଇରାଲ ହେଲା କାଜୋଲଙ୍କ ଡିପ୍ ଫେକ୍ ଭିଡିଓ

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଡିପ୍ ଫେକ୍ ହେଉଛି ଭାରତ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ବିପଦ ଏବଂ ଏହା ସମାଜରେ ବିଶୃଙ୍ଖଳା ସୃଷ୍ଟି କରିପାରେ। ଲୋକଙ୍କୁ ଡିପ୍ ଫେକ୍ ବିଷୟରେ ସଚେତନ କରିବା ପାଇଁ ସେ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି। ନାଗରିକ ଓ ଗଣମାଧ୍ୟମ ଅତ୍ୟନ୍ତ…

ଜବାହରଲାଲ ନେହେରୁଙ୍କ ଗୋଟିଏ ନିଷ୍ପତ୍ତି କିପରି ଭାରତୀୟ କ୍ରିକେଟକୁ ଆଇସିସି ସଦସ୍ୟତା ହରାଇବାରୁ ବଞ୍ଚାଇଥିଲା

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ନିଆଯାଇଥିବା ଏକ ରାଜନୈତିକ ନିଷ୍ପତ୍ତି ସୁନିଶ୍ଚିତ କରିଥିଲା ଯେ ଭାରତୀୟ କ୍ରିକେଟ୍ ଇମ୍ପେରିଆଲ କ୍ରିକେଟ କନଫରେନ୍ସର ଅଂଶ ହୋଇ ରହିବ, ଯାହା ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଭାବରେ ପରିଚିତ। ଭାରତକୁ…

କାଶ କୁ ନେଇ ‘କଓ୍ଵାଲି’ ଗାଇଲେ ଦୁଇ ଯୁବକ: ସୋସିଆଲ ମିଡିଆରେ ଭାଇରାଲ

ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ମିମ୍ସ ଏବଂ ଜୋକ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ମଧ୍ୟରେ ଦିଲ୍ଲୀ ଏନସିଆରରେ ପ୍ରଦୂଷଣକୁ ନେଇ ସୋସିଆଲ ମିଡିଆରେ ଏକ ଗୀତର ଭିଡିଓ ସେୟାର କରିଛନ୍ତି ଦୁଇ ଯୁବକ । ଗୀତ ମାଧ୍ୟମରେ ସେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହି…

ବିଶ୍ୱାସଯୋଗ୍ୟ ନୁହେଁ ଚାଟ ଜିପିଟି ଏବଂ ଏଲନ୍ ମସ୍କଙ୍କ ଏକ୍ସ : ଉଇକିପିଡ଼ିଆର ସହ ପ୍ରତିଷ୍ଠାତା

ଉଇକିପିଡ଼ିଆର ସହ ପ୍ରତିଷ୍ଠାତା ଜିମି ୱେଲ୍ସ କହିଛନ୍ତି ଯେ ଏଲନ୍ ମସ୍କଙ୍କ ସୋସିଆଲ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ଏବଂ ଚାଟ୍ ଜିପିଟି ବିଶ୍ୱାସଯୋଗ୍ୟ ନୁହେଁ। ସଠିକ ସୂଚନା ପାଇଁ ସେମାନଙ୍କୁ ବିଶ୍ୱାସ କରାଯାଇପାରିବ ନାହିଁ। ଏକ ସାକ୍ଷାତକାରରେ ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)…

ପିଲାଙ୍କ ସହ ମସ୍ତି କରୁଥିବାର ନଜର ଆସିଲେ ପ୍ରଧାନମନ୍ତ୍ରୀ ମୋଦି : ଭିଡିଓ କୁ ଖୁବ ପସନ୍ଦ କରୁଛନ୍ତି ଲୋକେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଖୁବ ପସନ୍ଦ କରାଯାଉଛି । ବାସ୍ତବରେ ଭିଡିଓରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହ ଖେଳୁଥିବାର ଦେଖିବାକୁ ମିଳିଛି। ତେବେ ସମସ୍ତେ ଜାଣନ୍ତି ଯେ ମୋଦିଙ୍କର ପିଲାମାନଙ୍କ ପ୍ରତି ଏକ ଭିନ୍ନ…

ଚାଇନା ଉପରେ ନିର୍ଭରଶୀଳତା ହ୍ରାସ ପାଇଁ ଏକାଠି ହେଲେ ଭାରତ ସମେତ ଆଇପିଇଏଫର ଅନ୍ୟ ୧୩ ଜଣ ସଦସ୍ୟ

ଭାରତ, ଆମେରିକା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ଢାଞ୍ଚା (ଆଇପିଇଏଫ୍)ର ଅନ୍ୟ ୧୨ ଜଣ ସଦସ୍ୟ ଏକ ଯୋଗାଣ ଶୃଙ୍ଖଳା ସ୍ଥିରତା ଚୁକ୍ତି ସ୍ୱାକ୍ଷର କରିଛନ୍ତି ଯାହାର ଉଦ୍ଦେଶ୍ୟ ହେଉଛି ଚୀନ୍ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ…

ଐଶ୍ୱର୍ଯ୍ୟା ରାୟଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଲେ ଏହି ପାକିସ୍ତାନୀ କ୍ରିକେଟର: ଦେଖନ୍ତୁ ଭିଡିଓ

ନିକଟରେ ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ ଭାରତୀୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଏକ ଖରାପ ବୟାନ ଦେଇଛନ୍ତି ।ଅବ୍ଦୁଲ ରଜାକ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ଦେଉଥିବା ବେଳେ ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି, ଦ୍ରୁତ ବୋଲର ଉମର…

୮ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଟ୍ରାନ୍ସଫର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ;…

ପିଏମ କିଷାନ ଯୋଜନା ଅଧୀନରେ ପାଣ୍ଠି ହସ୍ତାନ୍ତର କୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କୃଷକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ଖବର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ନଭେମ୍ବର ୧୫) ଝାଡ଼ଖଣ୍ଡ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି…