ପରଟା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ପରେ ଦେଖନ୍ତୁ ସୋସିଆଲ ମିଡିଆରେ କିଭଳି ମଜାଦାର ମିମ୍‌ର ସୁଅ ଛୁଟିଛି

ଭାରତରେ ଏକ ରିପୋର୍ଟ ପରଠାରୁ ରୁଟି ଓ ପରଟା ଅନ୍‌ଲାଇନରେ ବେଶ ଟ୍ରେଣ୍ଡ କରିବାକୁ ଲାଗିଛି । ରିପୋର୍ଟରେ କୁହାଯାଇଥିଲା ଯେ ପରଟା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରାଯାଇଛି, ଯେବେକି ରୁଟି ଉପରେ ଏହି ଦର ପାଂଚ ପ୍ରତିଶତ ରହିଛି । ଏହା ପରଠାରୁ ସୋସିଆଲ ମିଡିଆରେ ଲୋକମାନେ ଏହାକୁ ନେଇ ଖୁବ…

ଆମେରିକୀୟ ସୈନ୍ୟ ଏକାଡେମୀରୁ ସ୍ନାତକ ହାସଲ କରିବାରେ ପ୍ରଥମ ଶିଖ ମହିଳା ହେବେ ଅନମୋଲ ନାରଙ୍ଗ

ସେକେଣ୍ଡ ଲେଫ୍ଟନାଂଟ ଅନମୋଲ ନାରଙ୍ଗ ୱେଷ୍ଟ ପଏଂଟ ସ୍ଥିତ ଆମେରିକା ସୈନ୍ୟ ଏକାଡେମୀରୁ ସ୍ନାତକ ହାସଲ କରିବାରେ ପ୍ରଥମ ଶିଖ ମହିଳା ଭାବେ ଇତିହାସ ରଚିବେ । ନାରଙ୍ଗଙ୍କ ଜନ୍ମ ଆମେରିକାରେ ହୋଇଥିଲା ଏବଂ ଜର୍ଜିଆର ରୋଜୱେଲରେ ସେ ବଢ଼ିଛନ୍ତି । ସେ ଜର୍ଜିଆର ପ୍ରାଦ୍ୟୋଗିକ ସଂସ୍ଥାନରୁ ସ୍ନାତକ ହାସଲ…

ପାକିସ୍ତାନରେ ଜୁଆ ଖେଳ ଅଭିଯୋଗରେ ଗିରଫ ହୋଇଥିବା ଗଧକୁ ମିଳିଲା ଜାମିନ, ଚାରିଦିନ ଜେଲର ପବନ ଖାଇବାକୁ ପଡ଼ିଲା

ଯେଉଁଠି ବର୍ତମାନ ଦୁନିଆରେ ମଣିଷ ଅନେକ ଅପରାଧ କରି ମଧ୍ୟ ଛାତିକୁ ଆଗକୁ କାଢ଼ି ମୁକ୍ତ ଭାବେ ବୁଲି ପାରୁଛି , ସେଠି ପୁଣି ଗଧକୁ ହାଜତରେ ରଖାଯାଇଛି । କଣ ଆଶ୍ଚର୍ଯ୍ୟ ଲାଗୁଛି ? ଆଜିକାଲିର ଦୁନିଆରେ କିଛି ବି ଅସମ୍ଭବ ନୁହେଁ । ଘଟଣା ହେଉଛି ପାକିସ୍ତାନର, ଯେଉଁଠାରେ ପୋଲିସ ଗୋଟିଏ ଗଧକୁ ଜୁଆ…

ଶନିଦେବଙ୍କ କୋପଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଶନିବାର ଦିନ ନିଶ୍ଚିତ କରନ୍ତୁ ଏହି ପାଂଚୋଟି ଉପାୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିବାର ଦିନ ଶନିଗ୍ରହ ସହ ସମ୍ପର୍କିତ କେତେକ ବିଶେଷ ଉପାୟ କରିବା ଦ୍ୱାରା ଶନିଙ୍କର କ୍ରୁର ଦୃଷ୍ଟିରୁ ରକ୍ଷା ମିଳିପାରିବ । ଯଦି କୌଣସି ଜାତକର କୁଣ୍ଡଳୀରେ ଶନି ଦୁର୍ବଳ ଥାଏ କିମ୍ବା ଶନିଙ୍କର ବକ୍ରଦୃଷ୍ଟି ରହିଥାଏ ତାହେଲେ ଏହି ଜାତକର ଜୀବନ ଖରାପ ରୂପେ…

ଡାକ୍ତରଙ୍କ ବେତନ ଦେୟକୁ ନେଇ ଶକ୍ତ ସୁପ୍ରିମ କୋର୍ଟ, କହିଲେ-ଯୁଦ୍ଧ ସମୟରେ ଯୋଦ୍ଧାଙ୍କୁ ଅପମାନିତ କରନ୍ତୁ ନାହିଁ

ସୁପ୍ରିମ କୋର୍ଟ ଶୁକ୍ରବାରଦିନ ଭୋକିଡ-୧୯ ବିରୁଦ୍ଧରେ ଲଢ଼େଇରେ ଲାଗିଥିବା ଡାକ୍ତରଙ୍କ ବେତନ ଓ ଆବାସ ବ୍ୟବସ୍ଥାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ ଯୁଦ୍ଧ ସମୟରେ ସୈନିକଙ୍କୁ ଅବହେଳା କରନ୍ତୁ ନାହିଁ । ଟିକିଏ ଆଗକୁ ବାହାରି ସେମାନଙ୍କ ଅଭିଯୋଗଗୁଡ଼ିକର ସମାଧାନ ପାଇଁ କିଛି…

ଭାରତର ଜବାଜୀ କାର୍ଯ୍ୟାନୁଷ୍ଠାନରେ ହାତ ଟେକିଲା ପାକିସ୍ତାନ, ଲାଉଡ ସ୍ପିକର ଜରିଆରେ ଗିଡ଼ଗିଡ଼ାଉଛି ପାକୀସ୍ତାନୀ ସେନା

ଆତଙ୍କିମାନଙ୍କୁ ପ୍ରବେଶ କରାଇବା ପାଇଁ ପାକିସ୍ତାନ ସେନା ପକ୍ଷରୁ ଚାଲିଥିବା ଗୋଳାବର୍ଷଣ ଏବେ ତାରି ଉପରେ ହିଁ ଭାରି ପଡ଼ିଛି । ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ତାକୁ ଭାରୀ କ୍ଷତିର ସାମ୍ନା କରିବାକୁ ପଡ଼ୁଛି । କ୍ଷତିରୁ ରକ୍ଷା ପାଇବା ପାଇଁ ପାକିସ୍ତାନ ସେନା ଏଣ୍ଡୁଅ ଭଳି ରଙ୍ଗ…

ସର୍ବାଧିକ ସଂକ୍ରମିତ ଦେଶଗୁଡ଼ିକର ସୂଚୀରେ ଚତୁର୍ଥ ସ୍ଥାନକୁ ଆସିଲା ଭାରତ, ତିନି ଲକ୍ଷର ନୀକଟତର ହେଲା ସଂକ୍ରମିତଙ୍କ…

ଦୁନିଆଯାକରେ କରୋନା ଭାଇରସରେ ବହୁଳ ଭାବେ ପ୍ରଭାବିତ ଦେଶଗୁଡ଼ିକ ମଧ୍ୟରେ ଭାରତ ବ୍ରିଟେନକୁ ଅତିକ୍ରମ କରି ଚତୁର୍ଥ ସ୍ଥାନକୁ ଆସିଯାଇଛି । ଦେଶରେ ପ୍ରଥମଥର ୨୪ ଘଂଟା ମଧ୍ୟରେ କୋଭିଡ-୧୯ ସଂକ୍ରମଣର ମାମଲା ୧୦,୦୦୦କୁ ଅତିକ୍ରମ କରିଯାଇଛି ଏବଂ ସଂକ୍ରମଣର ମୋଟ ସଂଖ୍ୟା ୨,୯୭,୫୩୫ରେ ପହଂଚିଯାଇଛି,…

ଆମେରିକାରେ ପ୍ରଥମଥର କୋଭିଡ-୧୯ରେ ଖରାପ ହୋଇଯାଇଥିବା ଦୁଇଟିଯାକ ଫୁସଫୁସର ସଫଳ ପ୍ରତିରୋପଣ

କରୋନା ଯୋଗୁଁ ଖରାପ ହେଉଥିବା ଫୁସଫୁସର ପ୍ରତିରୋପଣ କ୍ଷେତ୍ରରେ ଆମେରିକାକୁ ଏକ ବଡ଼ ସଫଳତା ମିଳିଛି । ଆମେରିକାର ଚିକାଗୋରେ ଡାକ୍ତରୀ ଦଳ ଜଣେ ମହିଳାଙ୍କର କରୋନା ଯୋଗୁଁ ଖରାପ ହୋଇଯାଇଥିବା ଦୁଇଟିଯାକ ଫୁସଫୁସର ସଫଳ ପ୍ରତ୍ୟାରୋପଣ କରିଛନ୍ତି । ଏଠାରେ ଖାସ କଥା ହେଉଛି ଯେ ପ୍ରତ୍ୟାରୋପଣ…

ନାରୀତ୍ୱ ଓ ଏକ ସୁସ୍ଥ ବିକଶିତ ପୃଥିବୀର ଉତ୍ସବ ପାଳନ କରିଥାଏ ଏହି ଚାରିଦିନ ଧରି ଚାଲୁଥିବା ‘ରଜ ପର୍ବ’

ଯେତେବେଳେ ପୁରା ବିଶ୍ୱ ଲିଙ୍ଗଗତ ପ୍ରଭେଦ ସହ ଲଢ଼ୁଛି, ଦେଶର ବହୁତ କମ ଲୋକ ଏ ସମ୍ପର୍କରେ ଅବଗତ ଯେ ଓଡ଼ିଶା ଭଳି ଏକ ରାଜ୍ୟରେ ନାରୀତ୍ୱର ପର୍ବ ପ।।ଳନ କରାଯାଇଥାଏ । ଏହି ପର୍ବ ହେଉଛି ‘ରଜ ପର୍ବ’ ଯାହାକି ମିଥୁନ ସଂକ୍ରାନ୍ତି ଭାବେ ମଧ୍ୟ ଜଣାଶୁଣା । ଏହି ପର୍ବ ଏକ କୃଷିବର୍ଷକୁ ମଧ୍ୟ ସ୍ୱାଗତ…

ମହିଳାଙ୍କ ସ୍ୱାଭାବିକତାକୁ ସ୍ୱୀକାର କରିବାର ବାର୍ତା ଦେଇଥାଏ ରଜପର୍ବ

ଆମେ ସିଭିଏଁ ଏ ସମ୍ପର୍କରେ ଅବଗତ ଯେ ଓଡ଼ିଶା ୧୨ ମାସରେ ୧୩ ପର୍ବ ପାଳନ କରିଥାଏ । ସେହି ପର୍ବ ଗୁଡ଼ିକ ମଧ୍ୟରୁ ରଜ ପର୍ବ ହେଉଛି ଅନ୍ୟତମ । ଏହି ପର୍ବ ଚାରିଦିନ ଧରି ପାଳିତ ହୋଇଥାଏ ଏବଂ ସାରା ରାଜ୍ୟରେ ଆନନ୍ଦ ଓ ଉତ୍ସାହ ଭରି ରହିଥାଏ । ପ୍ରତିବର୍ଷ ଜୁନ ମାସର ମଧ୍ୟଭାଗରେ ଏହି ଉଲ୍ଲାସମୟ…